Smart Odisha Report

Smart Odisha Report Smart Odisha Report
News • Current Affairs • Entertainment • Daily Facts
Unknown facts of Odisha & India you never knew. Fast, real & verified updates.

News | Current Affairs | Entertainment | Facts | Unknown Stories
Smart Odisha Report – Fast, Verified & Real Updates

ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ନେବ ଅବପାତର ରୂପ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ
21/09/2026

ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ନେବ ଅବପାତର ରୂପ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ

ସାବଧାନ! ଭୟଙ୍କର ରୂପ ନେଉଛି ଅବପାତ: ୨୩ ତାରିଖରେ ଏହି ସ୍ଥାନ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ
21/09/2026

ସାବଧାନ! ଭୟଙ୍କର ରୂପ ନେଉଛି ଅବପାତ: ୨୩ ତାରିଖରେ ଏହି ସ୍ଥାନ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ

ଯେଉଁ ଘରେ ବାଜିଥାନ୍ତା ଶାହାନାଇ, ସେଠି ଏବେ କାନ୍ଦବୋବାଳି ; ରାଧାରାଣୀଙ୍କ ନିର୍ବନ୍ଧ ପୂର୍ବରୁ ଆସିଲା ମୃତ୍ୟୁ ଖବର
20/09/2026

ଯେଉଁ ଘରେ ବାଜିଥାନ୍ତା ଶାହାନାଇ, ସେଠି ଏବେ କାନ୍ଦବୋବାଳି ; ରାଧାରାଣୀଙ୍କ ନିର୍ବନ୍ଧ ପୂର୍ବରୁ ଆସିଲା ମୃତ୍ୟୁ ଖବର

19/09/2026

କେଉଁ ମାନେ UPI ବ୍ୟବହାର ନିୟମ ଠିକ ଭାବରେ ବୁଝି ଛନ୍ତି ଆଉ କଣ ବୁଝିଛନ୍ତି କମେଣ୍ଟ କରି କହିବେ

19/09/2026

ଭୟଙ୍କର ଦୁର୍ଘଟଣା! ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ — ଶୋକରେ ପରିବାର
ମଧ୍ୟପ୍ରଦେଶରେ କେନାଲରେ କାର୍ ଭାସିଯାଇ ମୃତ୍ୟୁ ହୋଇଥିବା ୭ ଓଡ଼ିଆ ଭୁବନେଶ୍ବର ଜୟଦେବବିହାର ଅଞ୍ଚଳର । ଏମାନେ ଏହି ଅଞ୍ଚଳରେ ଥିବା ବନା ଢ଼ାବା ମାଲିକ ବନମାଳୀ ବେହେରାଙ୍କ ପରିବାର ଲୋକ ବୋଲି ଜଣାପଡିଛି । ଫେରିବା ବାଟରେ ଯେମିତି ଜଗି ବସିଥିଲା ଯମ । ଆଉ ଏକସଙ୍ଗେ ନେଇଗଲା ଗୋଟିଏ ପରିବାରର ୭ ଜଣଙ୍କ ଜୀବନ । ୭ ଜଣଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ପରିବାର । କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ । ମୃତକଙ୍କ ମଧ୍ୟରେ ଅଛନ୍ତି ବନମାଳୀ ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧାରାଣୀ ବେହେରା, ଝିଅ ରୀତାରାଣୀ ବେହେରା, ଜ୍ବାଇଁ ଜ୍ଞାନେନ୍ଦ୍ର ବେହେରା, ନାତି କୃଷ୍ଣରାବୀର ଏବଂ ଆଉ ଜଣେ ନାତି ଓ ନାତୁଣୀ ଅଛନ୍ତି ।

ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ପ୍ରଧାନମନ୍ତ୍ରୀ ବାଣ୍ଟିବେ ୫୧ ହଜାର ନିଯୁକ୍ତି ପତ୍ର
19/09/2026

ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ପ୍ରଧାନମନ୍ତ୍ରୀ ବାଣ୍ଟିବେ ୫୧ ହଜାର ନିଯୁକ୍ତି ପତ୍ର

18/09/2026

ଭୁବନେଶ୍ୱରରେ ସାଧାରଣ ଲୋକଙ୍କ ପାଇଁ ସରକାରୀ ଫ୍ଲାଟ ଆବଣ୍ଟନ ନେଇ ବଡ଼ ସୂଚନା। BMC ପକ୍ଷରୁ ଲଟେରି ମାଧ୍ୟମରେ ଫ୍ଲାଟ ଆବଣ୍ଟନ କରାଯିବା ନେଇ କଣ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

18/09/2026

UPI ବ୍ୟବହାର ପାଇଁ ଅଧିକ ପଇସା ଦେବାକୁ ପଡ଼ିବ କି? ବିଜେପିର ବଡ଼ ବୟାନ
UPI ବ୍ୟବହାର ପାଇଁ ଅଧିକ ପଇସା ଦେବା ପ୍ରସଙ୍ଗକୁ ନେଇ ରାଜନୈତିକ ଚର୍ଚ୍ଚା ତେଜ। ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ପ୍ରସଙ୍ଗରେ ଆଉ କଣ କହିଲେ ବିଜେପି, ଦେଖନ୍ତୁ ଏହି ଭିଡିଓରେ।

ବିଷାକ୍ତ ମଦ ନେଲା ଜୀବନ, ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଗୁରୁତର ଅସୁସ୍ଥ
17/09/2026

ବିଷାକ୍ତ ମଦ ନେଲା ଜୀବନ, ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଗୁରୁତର ଅସୁସ୍ଥ

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
17/09/2026

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Address

Bhubaneswar
751030

Website

Alerts

Be the first to know and let us send you an email when Smart Odisha Report posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share