11/03/2025
୍ୟବହାର_କରୁଥିଲେ_ସାବଧାନ
ନକଲି ଫୋନ୍ ପେ ଆକାଉଣ୍ଟ ଦ୍ଵାରା ଠକୁଥିଲେ ଧରାପଡିଲେ । ନିମାପଡ଼ାର ଏକ ମୋବାଇଲ ଦୋକାନରେ Online ଟଙ୍କା କାରବାର ବେଳେ ଧରାପଡିଲେ Phone Pay ଲୁଟେରା ।
ବି:ଦ୍ର, ଏହି ଭିଡ଼ିଓଟି କାହାର ମାନହାନି କିମ୍ବା କୈାଣସି ବ୍ୟକ୍ତି ବିଶେଷଙ୍କୁ ଆକ୍ଷେପ କରିବା ଆମର ଉଦ୍ଧେଶ୍ୟ ନୁହେଁ କେବଳ ଜନ ସଚେତନତା ସୃଷ୍ଟି କରିବା ପାଇଁ ଏହାକୁ ପ୍ରସାରଣ କରୁଛୁ ।