
07/11/2022
୧୪ ତମ ଜଗତସିଂହପୁର ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗଦେଲି । ଜଗତସିଂହପୁର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ,ଅର୍ଥନୀତି , ବିଭିନ୍ନ ନିର୍ମାଣଧୀନ ଉନ୍ନୟନମୂଳକ ପ୍ରକଳ୍ପ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାର ସଫଳ ରୂପାୟନ ପ୍ରସଙ୍ଗରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା ।