PALEI & PALEI

PALEI & PALEI odisha

ସିକ୍ୟୁରିଟି ମାନେ ଆରେଷ୍ଟ ହେଲେଣି ନା ନାହିଁ ଗରିବ ପବ୍ଲିକ ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି ସବୁ ଡ୍ରାଇଭର ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି...
24/09/2025

ସିକ୍ୟୁରିଟି ମାନେ ଆରେଷ୍ଟ ହେଲେଣି ନା ନାହିଁ ଗରିବ ପବ୍ଲିକ ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି ସବୁ ଡ୍ରାଇଭର ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି ମାଡ଼ବି ମାରୁଛନ୍ତି ଯେଉଁଠି ସିକ୍ୟୁରିଟି ମାନେ ଦୁର୍ବ୍ୟବହାର କରିବେ ସେଇଠି ସେକିବେ

ପୁରା ଭିଡ଼ିଓ Sushant palei youtube ଚ୍ୟାନେଲରେ ଯାଇ ଦେଖିଦିଅନ୍ତୁ
24/09/2025

ପୁରା ଭିଡ଼ିଓ Sushant palei youtube ଚ୍ୟାନେଲରେ ଯାଇ ଦେଖିଦିଅନ୍ତୁ

କ୍ୟାପିଟାଲ ହସ୍ପିଟାଲରେ ସିକ୍ୟୁରିଟିକୁ ମାଡ଼ ହେଲା ପରେବି ଟିକେବି ସୁଧୁରିଲେନି icu ଥାଇକି ଖରାପ coment ଦେଉଛି ପୁଣି ଅପ୍ରେସନ ହେବ ଧାରଣା ଦ...
24/09/2025

କ୍ୟାପିଟାଲ ହସ୍ପିଟାଲରେ ସିକ୍ୟୁରିଟିକୁ ମାଡ଼ ହେଲା ପରେବି ଟିକେବି ସୁଧୁରିଲେନି icu ଥାଇକି ଖରାପ coment ଦେଉଛି ପୁଣି ଅପ୍ରେସନ ହେବ ଧାରଣା ଦେଇଛନ୍ତି ହସ୍ପିଟାଲ ଆଗରେ କି ରୋଲ୍ ଛି ଛି ଲଜ୍ୟା

ଆରେଷ୍ଟ ହେଲେ ରୋଷ୍ଟର ଦୀପକ ନାୟକ କ୍ୟାପିଟାଲ ହସ୍ପିଟାଲର 13 ମାସର ଶିଶୁମୃତ୍ୟକୁ ନେଇ ଅଭିଯୋଗ କରିଛନ୍ତି ସିକ୍ୟୁରିଟିଗାର୍ଡ ମାନେ ଏହା କଣ ଠିକ...
23/09/2025

ଆରେଷ୍ଟ ହେଲେ ରୋଷ୍ଟର ଦୀପକ ନାୟକ କ୍ୟାପିଟାଲ ହସ୍ପିଟାଲର 13 ମାସର ଶିଶୁମୃତ୍ୟକୁ ନେଇ ଅଭିଯୋଗ କରିଛନ୍ତି ସିକ୍ୟୁରିଟିଗାର୍ଡ ମାନେ ଏହା କଣ ଠିକ ସିକ୍ୟୁରିଟିଗାର୍ଡ ମାନଙ୍କ ପାଇଁ 13 ମାସର ଶିଶୁର ଜୀବନ ଚାଲିଗଲା ଏବଂ ଶିଶୁର ବାପାକୁ ମାଡ଼ ମାରିଲେ ସିକ୍ୟୁରିଟି ମାନେ ମୃତ୍ୟୁର କାରଣ ସିକ୍ୟୁରିଟି ମାନେ ଦାୟି ସେଥିପାଇଁ ଆରେଷ୍ଟ ହେବେ କଣ ପାଇଁ ଦୀପକ ନାୟକ ଆପଣ ମାନେ କୁହନ୍ତୁ

ଚୋରୀ,ଡକାୟତ,ବଳାତ୍କାର କାରଣ ହେଉଛି ମଦ,ହଜାର ହଜାର ଟଙ୍କା ଦେଇ ପିଇବେ ପଇସା ସରିଲେ ଡ୍ରାଇଭର ମାନଙ୍କଠୁ ଲୁଟିବେ ଡକାୟତି କରିବେ ଚୋରୀ କରିବେ ଆ...
23/09/2025

ଚୋରୀ,ଡକାୟତ,ବଳାତ୍କାର କାରଣ ହେଉଛି ମଦ,ହଜାର ହଜାର ଟଙ୍କା ଦେଇ ପିଇବେ ପଇସା ସରିଲେ ଡ୍ରାଇଭର ମାନଙ୍କଠୁ ଲୁଟିବେ ଡକାୟତି କରିବେ ଚୋରୀ କରିବେ ଆଉ ଝିଅ ବହୁ ମାନଙ୍କୁ ବଳାତ୍କାର କରିବେ ଅର୍ସିଡେଣ୍ଟ କରିବେ ସବୁ ସର୍ବନାଶ ତାହାହେଲେ ଏହି ସବୁ ସର୍ବନାଶର ମୁଖ୍ୟ ଦାୟୀ କିଏ? ମଦ ବନ୍ଦକରିଦେଲେ ନା ରହିବ ବାଉଁଶ ନା ବାଜିବ ବଇଁଶୀ ଆଉ ଉଜୁଡି ଯାଉଥିବା ସଂସାର କେତେ ସୁଖରେ ରହିବେ

ଜୟ ଜଗନ୍ନାଥ 🙏
23/09/2025

ଜୟ ଜଗନ୍ନାଥ 🙏

ଯେତେ ଦୁଃଖରେ ଥିଲେବି ଛୋଟପିଲାମାନଙ୍କୁ ଟିକେ ହସାନ୍ତୁ ଖେଳାନ୍ତୁ ଦେଖିବେ ସେହି ମୁହୂର୍ତ୍ତ ନିଜକୁ କେତେ ଖୁସି ଅନୁଭବ ହୁଏ ଦୁଃଖ କଷ୍ଟ ଜଣା ପଡ...
23/09/2025

ଯେତେ ଦୁଃଖରେ ଥିଲେବି ଛୋଟପିଲାମାନଙ୍କୁ ଟିକେ ହସାନ୍ତୁ ଖେଳାନ୍ତୁ ଦେଖିବେ ସେହି ମୁହୂର୍ତ୍ତ ନିଜକୁ କେତେ ଖୁସି ଅନୁଭବ ହୁଏ ଦୁଃଖ କଷ୍ଟ ଜଣା ପଡି ନ ଥାଏ

ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କର ଦାଦାଗିରି
22/09/2025

ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କର ଦାଦାଗିରି

ଦୁଃଖଦୀୟ ଘଟଣା ଘଟିଛି କ୍ୟାପିଟାଲ ହସ୍ପିଟାଲରେ ପୁରା ଭିଡ଼ିଓ 👇ଏହି page ରେ ତଳେ ଯାଇ ଦେଖିଦିଅନ୍ତୁ ଘଟଣା କଣ
22/09/2025

ଦୁଃଖଦୀୟ ଘଟଣା ଘଟିଛି କ୍ୟାପିଟାଲ ହସ୍ପିଟାଲରେ ପୁରା ଭିଡ଼ିଓ 👇ଏହି page ରେ ତଳେ ଯାଇ ଦେଖିଦିଅନ୍ତୁ ଘଟଣା କଣ

Pakisthan team ସତରେ ପାଗଳ ହୋଇଇଗଲେଣିଯଦି ଏତେ ଅକର୍ଡ ଦେଖାଇବାର ଅଛି ତାହାହେଲେ ହାରିକି ଦେଖାଅ
22/09/2025

Pakisthan team ସତରେ ପାଗଳ ହୋଇଇଗଲେଣି
ଯଦି ଏତେ ଅକର୍ଡ ଦେଖାଇବାର ଅଛି ତାହାହେଲେ ହାରିକି ଦେଖାଅ

ଏହି ଖେଳାଳିଙ୍କ ନାମ କଣ କିଏ କିଏ ଜାଣିଛନ୍ତି
22/09/2025

ଏହି ଖେଳାଳିଙ୍କ ନାମ କଣ କିଏ କିଏ ଜାଣିଛନ୍ତି

ପଛରେ ଥିବା ଭାଇ ଜଣକ ମୁହଁରେ ହାତଦେଇ ହସୁଛି ଫଟୋ ଉଠାଇ ସରିଲାପରେ ମୁଁ ଦେଖିଲି
22/09/2025

ପଛରେ ଥିବା ଭାଇ ଜଣକ ମୁହଁରେ ହାତଦେଇ ହସୁଛି ଫଟୋ ଉଠାଇ ସରିଲାପରେ ମୁଁ ଦେଖିଲି

Address

Bhubaneswar
756003

Website

Alerts

Be the first to know and let us send you an email when PALEI & PALEI posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to PALEI & PALEI:

Share