05/09/2026
#ଡିଜିଟାଲ_ମିଡିଆ_ଏବେ_ମେନଷ୍ଟ୍ରିମ_ମିଡିଆ
ଗଣମାଧ୍ୟମ କହିଲେ ଏବେ ଡିଜିଟାଲ ମିଡିଆକୁ ପ୍ରମୁଖ ବୁଝାଏ। ଏହାର ଗୁରୁତ୍ୱ ପ୍ରଭାବ ଏବଂ ବିଶେଷତ୍ୱ ମଧ୍ୟ ରହିଛି। ଅନ୍ୟ ମିଡିଆରେ ଯେଉଁଭଳି ଭାବେ ଅର୍ଥ ଉପାର୍ଜନର ବ୍ୟବସ୍ଥା ରହିଛି, ଏହି ପ୍ଲାଟଫର୍ମରେ ସେଭଳି ବ୍ୟବସ୍ଥା ରହି ପାରିଲେ ଏହା ମଧ୍ୟ ଆଗକୁ ବଢ଼ିପାରନ୍ତା। ନିକଟ ଅତୀତରେ ନ୍ୟୁଜ ରୁମର କଳିଙ୍ଗ ଉଦୟ ସମିଟ କନକ୍ଲେଭ ଚାଲିଥିବା ବେଳେ ଏହାର ମୁଖ୍ୟ ମନୋରଞ୍ଜନ ମିଶ୍ର ଏଭଳି ପ୍ରତିକ୍ରିୟା ରଖିଥିଲେ।
Part 17