
08/01/2025
ଖୋଲିଲା ରାଜଧାନୀ ରାଜରାସ୍ତା ମର୍ଡର ମିଷ୍ଟ୍ରୀ। ବ୍ରାଉନ୍ସୁଗର ପାଇଁ ହୋଇଛି ମର୍ଡର! ପୁଲିସ୍ ଇନ୍ଫର୍ମର ଭାବି ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ବୀଭତ୍ସ ହତ୍ୟାକାଣ୍ଡର ମହିଳା ମାଷ୍ଟରମାଇଣ୍ଡ ସମେତ ୨ ସୁପାରୀକିଲରଙ୍କୁ ନୟାଗଡ଼ର ଗୋଡିପଡା ବଜାରରୁ ଗିରଫ କରିଛି ଭୁବନେଶ୍ୱର କମିସନ୍ରେଟ୍ ପୁଲିସ୍।
Read More