Tv9 kosol

Tv9 kosol ସମ୍ବଲପୁରୀ ଭାଷାଥି ଦୁନିଆ ଜାକର୍ ଖବର । ସମ୍ବଲପୁରୀ କଲା, ସାହିତ୍ୟ ତାର ସାଙ୍ଗେ ପରମ୍ପରା ଦେଖାମୁ ଆମର tv9kosol. news & website

16/01/2025

ବୃଦ୍ଧାକାଳୀନ୍ ଭତ୍ତା ବଢ଼ାଇଛନ ମୋହନ ସରକାର୍ ।
#ଭତ୍ତା Tv9 kosol

16/01/2025

ଝାରସୁଗୁଡ଼ାନେ ବିଜେଡି VS ବିଜେଡି ଦେଖବାକେ ମିଲଛେ।
Tv9 kosol

16/01/2025

ଉତ୍ପାତ୍ ମଚେଇଛନ ହାତୀ ପଲ । Tv9 kosol

15/01/2025
ସାର୍ଥକ କମ୍ପାନିର ଛି ଛି ଛି ରେ ନନି  ବାଲିଫୁଲ୍ ଆଲବମ ନମ୍ୱର୍ ୩୭୪ , ଗୀତ ଗାଇଚନ୍ ସତ୍ୟ ଅଧିକାରୀ ଓ ନିହାରିକା ପଟ୍ଟନାୟକ, ଗାନା ଲିଖିଛନ ସତ୍...
12/01/2025

ସାର୍ଥକ କମ୍ପାନିର ଛି ଛି ଛି ରେ ନନି ବାଲିଫୁଲ୍ ଆଲବମ ନମ୍ୱର୍ ୩୭୪ , ଗୀତ ଗାଇଚନ୍ ସତ୍ୟ ଅଧିକାରୀ ଓ ନିହାରିକା ପଟ୍ଟନାୟକ, ଗାନା ଲିଖିଛନ ସତ୍ୟ ଅଧିକାରୀ ରାସ୍ତା ଘାଟେ ସୁନତେ ମିଲୁଛେ ।

07/01/2025

I gained 661 followers, created 62 posts and received 213 reactions in the past 90 days! Thank you all for your continued support. I could not have done it without you. 🙏🤗🎉

ଡବଲ ଇଞ୍ଜିନ ସରକାର୍ ଆନଲେ , ଡବଲ ଡେକର ବସ୍ ।
03/01/2025

ଡବଲ ଇଞ୍ଜିନ ସରକାର୍ ଆନଲେ , ଡବଲ ଡେକର ବସ୍ ।

02/01/2025

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଲାଗିର୍ ବିଶ୍ବସ୍ତରୀୟ ଆୟୋଜନ । ବରଗଡର୍ ରାଜରାସ୍ତା ପାଲଟିଲା ରଙ୍ଗୋଲିର୍ କାନଭାସ୍ । ୫୦ନୁ ଅଏଧକା ଅନୁଷ୍ଠାନର ୫୦୦ନୁ ଅଏଧକା ଛାତ୍ରଛାତ୍ରୀ ଆର୍ କଳାକାରକଁର୍ ଯୁଗଦାନ୍ । ରଙ୍ଗୋଲି ମାଏଧମରେ ଦେଖାଲେ ଧନୁଯାତ୍ରାର୍ ଫି ଝଲକ୍ ।

02/01/2025

ପିଏମ କିଷାନ ଆପ୍ ନାଁରେ ସାଇବର୍ ଠକେଇ । ଆପଲିକେସନ ଲିଙ୍କରେ କ୍ଲିକ କରବାନୁ ଚାଷୀକଁର୍ ଆକାଉଣ୍ଟନୁ ଗାଏବ ହେଲା ଟଁକା । ଚାଷୀକୁଁ ସାହେତା କରବା ନାଁଥି ଟଁକା ଲୁଟିନେଲେ ସାଇବର୍ ଲୁଟେରା । ୨ଲାଖନୁ ଅଏଧକା ଟଁକା ଲୁଟିଥିବାର୍ ବଲାଙ୍ଗିର ଟାଉନ ଥାନାଥି ଅଭିଯୋଗ ।

02/01/2025

ଭବାନୀପାଟଣାନେଁ ମାଁକଡ୍ ଉତ୍ପାତ୍ । ୧୦ନୁ ଅଏଧକା ଲୁକ୍ ଆକ୍ରମନ୍‌ର ଶିକାର୍ । ଆହତ ଲୁକେ ଭବାନୀପାଟଣା ମୁଖିଆ ଡାକ୍ତରଖାନାଥି ଭର୍ତ୍ତି । ମାଁଙ୍କଡ ଧରବା ଲାଗିର୍ ୪ ଘଣ୍ଟାର୍ ଅପରେସନ୍ ଉତାରୁ ଗୁଟେ ମାଁକଡକେ ଧରିଛେ ବନ୍ ବିଭାଗ୍ ।

02/01/2025

ସକାଲ୍ ପାହେଲେ ଧନୁଯାତ୍ରା । ମୂଲ୍ ହେଇଯାଇଛେ ଧନୁଯାତ୍ରା କମିଟି ଆଡୁ ଜୋରଦାର୍ ପ୍ରସ୍ତୁତି । ଜାନୁୟାରୀ ୩ ନୁ ୧୩ ତକ୍ ମଥୁରାନଗରୀ ପାଲଟିବା ପୂରା ବରଗଡ ସହର୍ । ଚାଲବା ମହାରାଜା କଂସକଁର୍ ରାଜୁତି । ଲୋକବାଜା, ଲୋକ ନୃତ୍ୟ ତାଲେ ତାଲେ ଝୁମବେ ପୂରା ମଥୁରାବାସୀ ।

02/01/2025

୩୨ ବଛରରେ ପାହୁଲ୍ ରଖଲା ଝାରସୁଗୁଡ଼ା । ନୂଆ ଝାରସୁଗୁଡ଼ା ନେଇ ବଢ଼ଲା ଲୁକକଁର୍ ଆଶ । ଆଏଜ୍‌ ନୁ ମୂଲ୍ ହେଲା ଜିଲ୍ଲା ପ୍ରତିଷ୍ଠା ମହୋତ୍ସବ ‘ଦୁଲଦୁଲି’ । ଯୁଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Address

Bhubaneswar
Bhubaneswar
751010

Alerts

Be the first to know and let us send you an email when Tv9 kosol posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Tv9 kosol:

Share