06/06/2026
ପୁଣି ଫେରିଲେଣି ଲାଂଚଜୀବି ଯୁବ ଆଇ.ଏ.ଏସ. ଧିମାନ ଚକମା I
ଗତବର୍ଷ ଧର୍ମଗଡ଼ ଉପ-ଜିଲ୍ଲାପାଳ ଥିବାନେଲେ ଦଶ ଲକ୍ଷ ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଧିମାନ ଏବେ ରାଜସ୍ଵ ମନ୍ତ୍ରାଳୟରେ ଉପ ସଚିବ ନିଯୁକ୍ତ ହୋଇଛନ୍ତି I