PNP Tv

PNP Tv 24×7 NEWS CHANNEL

ନବରାତ୍ର ପଞ୍ଚମୀରେ ମା ସମଲେଶ୍ବରୀ ଙ୍କ ଶ୍ରୀଙ୍ଗାର ବେଶ ଦର୍ଶନ ସମସ୍ତଙ୍କର ମଙ୍ଗଳ ହେଉ
26/09/2025

ନବରାତ୍ର ପଞ୍ଚମୀରେ ମା ସମଲେଶ୍ବରୀ ଙ୍କ ଶ୍ରୀଙ୍ଗାର ବେଶ ଦର୍ଶନ ସମସ୍ତଙ୍କର ମଙ୍ଗଳ ହେଉ

26/09/2025

ବଡ ଧରଣର ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ବଡ ବଜାର ପୋଲିସର ଚଢ଼ାଉ, ୧୬ ନାମିଦାମୀ ବ୍ୟବସାୟୀ ଗିରଫ

କହିଲ ଦେଖି ଏ କ'ଣ ?କେଉଁଠି ଲଗା ଯାଇଥାଏ ?
26/09/2025

କହିଲ ଦେଖି ଏ କ'ଣ ?
କେଉଁଠି ଲଗା ଯାଇଥାଏ ?

ମାଲୋ ମାଁ ଉଗ୍ରତାରା ନମୋଃ ନମଃ 🙏 ହେ ମାଁ.... ସମସ୍ତଙ୍କର ମଙ୍ଗଳ ହେଉ..
26/09/2025

ମାଲୋ ମାଁ ଉଗ୍ରତାରା ନମୋଃ ନମଃ 🙏
ହେ ମାଁ.... ସମସ୍ତଙ୍କର ମଙ୍ଗଳ ହେଉ..

ମାଁ ମଙ୍ଗଳାଙ୍କ ଦିବ୍ୟ ଦର୍ଶନ ସମସ୍ତଙ୍କର ମଙ୍ଗଳ ହେଉ
26/09/2025

ମାଁ ମଙ୍ଗଳାଙ୍କ ଦିବ୍ୟ ଦର୍ଶନ ସମସ୍ତଙ୍କର ମଙ୍ଗଳ ହେଉ

ଜୟ ଜଗନ୍ନାଥ 🙏 ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ ହେଉ
26/09/2025

ଜୟ ଜଗନ୍ନାଥ 🙏
ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ ହେଉ

25/09/2025

ଭଡ଼ା ଘରେ ଗୋମାଂସ ରୋଷେଇ କରୁଥିବା ବେଳେ ଧରାପଡିଗଲେ, ଭଦ୍ରକ ଚାନ୍ଦବାଲି ଅଞ୍ଚଳ ର ଖବର

25/09/2025

ଗିରଫ ହେଲେ ମହିଳା ଧଳା ଜହର ବେପାରୀ, ୬ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଧଳା ଜହର ଜବତ

25/09/2025


ଭୂବନେଶ୍ବର : ଭିଜିଲାନ୍ସ ଜାଲରେ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ, କଣ୍ଟ୍ରାକ୍ଟର ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ, ଭୁବନେଶ୍ବର କାର୍ଯ୍ୟାଳୟ ସହିତ ତିନୋଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ, ଚଢ଼ାଉ ବେଳେ ବାହାରିଲାଣି ଲକ୍ଷାଧିକ ଟଙ୍କାର ସୁନାଗହଣା,ନଗଦ ନଅ ଲକ୍ଷ ଟଙ୍କା




25/09/2025

ଗୀତା ସୁନୀତା କର୍ତ୍ତବ୍ୟା ନାମ ଗୀତା ଆବୃତ୍ତି ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୧୨ ତାରିଖରେ ପ୍ରଜ୍ଞାନ ମିଶନ ପକ୍ଷରୁ ପାରାଦୀପ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହେବ ।

25/09/2025

ସାଂସ୍କୃତିକ ଓ ଆଭ୍ୟନ୍ତରୀଣ ସାଜସଜ୍ଜା ରେ ପ୍ରଥମ ସ୍ଥାନ ଅଧିକାର କଲା ପାରାଦୀପ ଭାରତୀୟ ବନ୍ଦର ମଜଦୂର ସଂଘ

ଜୟ ମା ମଙ୍ଗଳା ନମୋଃ ନମଃ 🙏 ମାଁ ସମସ୍ତଙ୍କର ମଙ୍ଗଳ ହେଉ
25/09/2025

ଜୟ ମା ମଙ୍ଗଳା ନମୋଃ ନମଃ 🙏
ମାଁ ସମସ୍ତଙ୍କର ମଙ୍ଗଳ ହେଉ

Address

BBSR
Bhubaneswar

Website

Alerts

Be the first to know and let us send you an email when PNP Tv posts news and promotions. Your email address will not be used for any other purpose, and you can unsubscribe at any time.

Share