29/05/2026
ଆମର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଖାଲି ସ୍ମରଣ କଲେ ଲୋକଙ୍କ ପେଟ ପୂରିବ ନାହିଁ l ରାଜ୍ୟର ସମୃଦ୍ଧି ପାଇଁ ଓଡ଼ିଶାର ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ପୁରୁଣା ବନ୍ଦର ବିକାଶ ଓ ନୂଆ ବନ୍ଦର ପ୍ରତିଷ୍ଠା ତଥା ଆନୁସଙ୍ଗିକ ବିକାଶ ଜରୁରୀ l ସମ୍ୱନ୍ୱିତ ଢଙ୍ଗରେ ଜଳ,ରେଳ ଓ ସଡ଼କ ପରିବହନର ବ୍ୟବସ୍ଥା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଶିଳ୍ପପୁଞ୍ଜ ମାନ ପ୍ରତିଷ୍ଠା ସହ ଏହାର ଫାଇଦା ନେବା ପାଇଁ ଓଡ଼ିଶାର ଯୁବପିଢିଙ୍କୁ କୁଶଳୀ କରାଯିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପାରାଦ୍ବୀପ ଓ ଧାମରା ବନ୍ଦରର ପୂର୍ବତନ ମୁଖ୍ୟ ସୁବ୍ରତ ତ୍ରିପାଠୀ l
Full Video Link
https://youtu.be/yMBrOJ377nA?si=OZ5SOD8qZ8PdAZCd