Basudha TV

Basudha TV ସବୁବେଳେ ଲୋକଙ୍କ ସାଥିରେ

ଟ୍ରମ୍ପଙ୍କ ପରାମର୍ଶଦାତା ବୋର୍ଡରେ ଦୁଇ ପୂର୍ବତନ ଆତଙ୍କବାଦୀ ! ଜଣଙ୍କର ଥିଲା ହମାସ ସହ ସମ୍ପର୍କ ତ ଆଉ ଜଣେ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତି । ...
18/05/2025

ଟ୍ରମ୍ପଙ୍କ ପରାମର୍ଶଦାତା ବୋର୍ଡରେ ଦୁଇ ପୂର୍ବତନ ଆତଙ୍କବାଦୀ ! ଜଣଙ୍କର ଥିଲା ହମାସ ସହ ସମ୍ପର୍କ ତ ଆଉ ଜଣେ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତି ।

06/05/2025

#ଏମିତି_ବାଜିବ_ସାଇରନ୍
ଆସନ୍ତାକାଲି ୪ ଟା ସମୟ ରେ ଏମିତି ବାଜିବ ମକ୍ ଡ୍ରିଲ୍ ସାଇରନ୍।
କେହି ଭୟଭୀତ ନ ହେବାକୁ ସରକାର ଙ୍କ ତରଫରୁ ଅନୁରୋଧ କରା ଯାଇଛି।।


06/05/2025

#ମକ୍_ଡ୍ରିଲ୍_ପାଇଁ_ପ୍ରସ୍ତୁତି
ଭାରତ ସରକାର ଙ୍କ ତରଫରୁ ଆସନ୍ତାକାଲି ସାରା ଭାରତ ରେ ଆତ୍ମ ସୁରକ୍ଷା ମକ୍ ଡ୍ରିଲ କରା ଯିବା ପାଇଁ ଘୋଷଣା କରାଯାଇଛି। ସେହି ପରିପ୍ରେକ୍ଷୀରେ ଜୋରଦାର ପ୍ରସ୍ତୁତି ଚାଲିଛି।




06/05/2025

#ବାଣ_ଦୋକାନ_ରେ_ବିସ୍ଫୋରଣ
ଭଦ୍ରକ ହଳଦିଡିହ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ,ନିଆଁରେ ପୋଡ଼ି ହୋଇ ୮ ଜଣ ଗୁରୁତର | ଗୁରୁତର ଆହତ ଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।
ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ l



06/05/2025

ବାଲିଆପାଳ ରୁ ବାଲେଶ୍ବର ଅଭିମୁଖେ ଯାଉଥିବା ସନିଦେବ ନାମକ ଯାତ୍ରୀ ବାହୀ ବସ୍ ଟି କସିମିଲା ଠାରେ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଖସି ପଡ଼ିଛି। ଯାହା ଫଳରେ ସେଥିରେ ୩୫ ଜଣ ଯାତ୍ରୀ ଆହତ ହୋଇ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।



18/04/2025

ଯାତ୍ରା ମାଲିକ ଏବଂ କଳାକାର ଭିତରେ ସମ୍ପର୍କ କେମିତି ରହିବା କଥା ଯାତ୍ରା କିଙ୍ଗ ଷ୍ଟାର ସୁବାଷ ବେହେରା ଅତି ସୁନ୍ଦର ଭାବରେ ବୁଝାଇ ଦେଲେ।।ବସୁଧ ଟିଭି।।basudha tv।।




17/04/2025

କମେଡିଆନ୍ ଗରିବ ମାଇପ ସମସ୍ତଙ୍କର ଶାଳୀ ବୋଲି କହି ଗର୍ଜିଲେ ଦୟା।।BasudhaTv।।





16/04/2025

ଭଦ୍ରକ ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଡିଆ ଗ୍ରାମରେ ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନ ।।



16/04/2025

ଭୁବନେଶ୍ୱର ରୁ ବାରିପଦା ଅଭିମୁଖେ ଯାଉଥିବା ଅଜୟ ନାମକ ଏକ ଯାତ୍ରୀ ବାହି ବସ୍ ସୋର କଲେଜ ଛକ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।।



12/04/2025

ଚୂନ ଲଗେଇ ଦେଲେ ସାଇବର ଠକ ଶ୍ରୀକାନ୍ତ ସାର୍।
ସାଇବର ଠକେଇ ର ଶିକାର ହେଲେ ଭଦ୍ରକ ଜିଲ୍ଳା ବାସୁଦେବପୁର ପୈରପାଳିକା ଅନ୍ତର୍ଗତ ୧୮ ନମ୍ବର ୱାର୍ଡ ର ଯୁବକ ମହେଶ୍ୱର ବାରିକ୍ ।। Basudha Tv।।




10/04/2025

ମଶାଣି ରୁ ବାରମ୍ଵାର ହେଉଛି ଶବ ଗାଏବ। ଦଶାହ କର୍ମ କରିବାକୁ ଯାଇ ଦେଖିଲେ ମଶାଣି ରୁ ଶବ ଗାଏବ ହୋଇ ଯାଇଛି ।।Basudha Tv।।





08/04/2025

ରାଗି ଗଲେ ସୁଲତା ଦେଓ। ମିଡିଆ କୁ ବିସ୍କୁଟ ମିଡିଆ ଆକ୍ଷେପ କରି ଗର୍ଜିଲେ।।BasudhaTv।।


Address

Bhubaneswar

Alerts

Be the first to know and let us send you an email when Basudha TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Basudha TV:

Share