25/07/2026
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ 🙏✨❤️
ରଥଯାତ୍ରା ପରେ ବାହୁଡା ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା' ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ଭୂଷିତ ହୁଅନ୍ତି । ଏହି ଦିବ୍ୟ ବେଶକୁ ସୁନାବେଶ ବୋଲି କୁହାଯାଏ । ଏହା ଭକ୍ତମାନଙ୍କ ପାଇଁ ଶ୍ରଦ୍ଧା, ଐଶ୍ୱର୍ଯ୍ୟ ଓ ଭଗବାନଙ୍କ କୃପାର ପ୍ରତୀକ ।
ଜୟ ଜଗନ୍ନାଥ 🙏🙏