Nirbhika Khabar

Nirbhika Khabar ଭିଡ଼ ଭିତରେ ଭିନ୍ନ ଏକ ସ୍ଵର

31/10/2025

ଦର୍ଶନ କରନ୍ତୁ ରାମଲଲାଙ୍କ ପ୍ରାତଃ ଦିବ୍ୟ ଆଳତି , କୁହନ୍ତୁ ଜୟ ଶ୍ରୀରାମ

30/10/2025

ବେଲପଡା : ସୁଲେକେଲାରେ ଝାଡ଼ାବାନ୍ତିରେ ଜଣେ ମୃତ , ଗାଁରେ ଭୟର ବାତାବରଣ

30/10/2025

ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ନବମ ମାସିକ ବୈଠକ

30/10/2025

୧୮ ଲକ୍ଷର ବୀମା ଟଙ୍କା ପାଇଁ ମିଛ ଲୁଟ୍ ନାଟକ

30/10/2025

ସାମ୍ବାଦିକଙ୍କୁ ମାଡ ମାରି , ଭୁଲ୍ ମାଗିଲେ କବିରାଜ ସ୍ବାଇଁ

30/10/2025

ମୋହନ ମାଝୀ ଶସ୍ତାଗିରି ବନ୍ଦ କର : ସୁର ରାଉତରାୟ

30/10/2025

#ନଭେମ୍ବର_୧ରୁ_ତହସିଲରେ_ଜମି_କିଣାବିକା
ଏଥର ତହସିଲ ଅଫିସରେ ହେବ ଜମି କିଣାବିକା। ନଭେମ୍ବର ୧ ତାରିଖରୁ ହୋଇପାରିବ କିଣାବିକା । ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହୋଇ ପରେ ଆଉ ସମସ୍ତ ତହସିଲରେ ଜମି କିଣାବିକା ହେବ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

30/10/2025

ନୂଆପଡ଼ା: କୁମ୍ଭାର ସମାଜ ପକ୍ଷରୁ ମାଟି କଳା ବୋର୍ଡ ଗଠନ ପାଇଁ ଦାବିପତ୍ର ପ୍ରଦାନ
trending

30/10/2025

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ବିଡ଼ିଓ ତ୍ରିପୁରା ମହାନନ୍ଦଙ୍କ ଗ୍ରସ୍ତ

29/10/2025

‘ତୋ ତଣ୍ଟି କାଟିଦେବି’, ମହିଳା SIଙ୍କୁ ସୁବେଦାରଙ୍କ ଧମକ
ମହିଳା ପୋଲିସ SI ଙ୍କୁ ଲଭ ସେକ୍ସ ଧୋକା ଘଟଣା। ସାମ୍ନାକୁ ଆସିଲା ଗିରଫ ସୁବେଦାର ଏବଂ ମହିଳା SIଙ୍କ ଭିଡ଼ିଓ କଲର ବାର୍ତ୍ତାଳାପ। ଭିଡ଼ିଓ କଲରେ ମହିଳା SIଙ୍କୁ ସୁବେଦାର ତୋଷବନ୍ତ ଆଚାର୍ଯ୍ୟ ଧମକ ଦେଉଥିବା ଭିଡ଼ିଓରୁ ଦେଖିବାକୁ ମିଳିଛି।

29/10/2025

ରାଫେଲ ଯୁଦ୍ଧ ବିମାନ ଉଡାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Address

Mallick Complex, Near Shriya Stutee Cine Complex, Unit/3
Bhubaneswar
751009

Alerts

Be the first to know and let us send you an email when Nirbhika Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Nirbhika Khabar:

Share