ODIA PALA

ODIA PALA Contact information, map and directions, contact form, opening hours, services, ratings, photos, videos and announcements from ODIA PALA, Digital creator, bhubaneswar, Bhubaneswar.
(2)

ପାଲା ହେଉଛି ବିଦଗ୍ଧ କଳା । ଏଥିରେ ଧର୍ମ, କଳା, ସଂସ୍କୃତି, ରାଜନୀତି,ଲୋକଶିକ୍ଷା ଓ ମନୋରଞ୍ଜନ ଭରପୂର ମାତ୍ରାରେ ରହିଛି। ତେଣୁ ଏହାକୁ ପଚାର ଓ ପ୍ରସାର ପାଇଁ ଏହି ଚ୍ୟାନେଲ ମାଧ୍ୟମରେ ଛୋଟିଆ ପ୍ରୟାସ। ଜୟ ଶ୍ରୀ ସତ୍ୟନାରାୟଣ ସ୍ବାମୀ କି ଜୟ🙏🙏🙏

03/08/2026
Maa bhuasuni 🌿🍀🌿🙏🙏🙏
02/08/2026

Maa bhuasuni 🌿🍀🌿🙏🙏🙏

माँ 🙏🙏🙏
01/08/2026

माँ 🙏🙏🙏

🙏 ଜୟ ଜଗନ୍ନାଥ 🙏ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅସୀମ କୃପା ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି, ସମୃଦ୍ଧି ଓ ଭକ୍ତିରେ ପରିପୂର...
01/08/2026

🙏 ଜୟ ଜଗନ୍ନାଥ 🙏
ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅସୀମ କୃପା ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି, ସମୃଦ୍ଧି ଓ ଭକ୍ତିରେ ପରିପୂର୍ଣ୍ଣ କରୁ।
ମହାପ୍ରଭୁଙ୍କ ଚରଣରେ ଏହି ପ୍ରାର୍ଥନା—ସବୁଙ୍କର ମଙ୍ଗଳ ହେଉ, ସମସ୍ତ ବାଧା ଦୂର ହେଉ। 🌼✨
ଜୟ ଜଗନ୍ନାଥ! ❤️🙌

Laxmi bhoga 🌾🌾🌾
30/07/2026

Laxmi bhoga 🌾🌾🌾

ଜୟ ଶ୍ରୀ ହନୁମାନ। 🚩🙏ପ୍ରକୃତିର କୋଳରେ ବିରାଜମାନ ପବନପୁତ୍ର ଶ୍ରୀ ହନୁମାନଙ୍କ ଏହି ଦିବ୍ୟ ରୂପ ଭକ୍ତି, ଶକ୍ତି ଓ ସେବାର ଚିରନ୍ତନ ପ୍ରତୀକ।ଯିଏ ...
29/07/2026

ଜୟ ଶ୍ରୀ ହନୁମାନ। 🚩🙏
ପ୍ରକୃତିର କୋଳରେ ବିରାଜମାନ ପବନପୁତ୍ର ଶ୍ରୀ ହନୁମାନଙ୍କ ଏହି ଦିବ୍ୟ ରୂପ ଭକ୍ତି, ଶକ୍ତି ଓ ସେବାର ଚିରନ୍ତନ ପ୍ରତୀକ।
ଯିଏ ସତ୍ୟ ଭକ୍ତି ସହ ହନୁମାନଙ୍କୁ ସ୍ମରଣ କରନ୍ତି, ତାଙ୍କ ଜୀବନରୁ ଭୟ ଓ ବାଧା ଦୂର ହୁଏ।
🚩 ଜୟ ବଜରଙ୍ଗବଳୀ!
❤️ ଲେଖନ୍ତୁ: "ଜୟ ଶ୍ରୀ ହନୁମାନ"

ହନୁମାନଙ୍କ ଖସା ଭୋଗ 🙏🙏🙏
28/07/2026

ହନୁମାନଙ୍କ ଖସା ଭୋଗ 🙏🙏🙏

🙏 ଜୟ ଜଗନ୍ନାଥ 🙏ପ୍ରଭୁଙ୍କ କୃପା ସଦା ସର୍ବଦା ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ରଖୁ। 🌼
27/07/2026

🙏 ଜୟ ଜଗନ୍ନାଥ 🙏
ପ୍ରଭୁଙ୍କ କୃପା ସଦା ସର୍ବଦା ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ରଖୁ। 🌼

ରଥରେ ବସିଛି ମୋ ଜଗା କାଳିଆ ⚫‼️⚫
27/07/2026

ରଥରେ ବସିଛି ମୋ ଜଗା କାଳିଆ ⚫‼️⚫

ହନୁମାନଙ୍କ ଭୋଗ🌿🌿🌿🌿
27/07/2026

ହନୁମାନଙ୍କ ଭୋଗ🌿🌿🌿🌿

Address

Bhubaneswar
Bhubaneswar
751003

Website

Alerts

Be the first to know and let us send you an email when ODIA PALA posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share