Metro odisha

Metro odisha metro odisha news A news web chanel in odisha hindi odia English

16/06/2026
04/03/2026

ଭୁବନେଶ୍ୱର ରେ ଶଙ୍ଖ ଭବନ ବିଜେଡିର ହୋଲି ଉତ୍ସବ

ରୁପା ୮୫ ହଜାର କମିଲା: ସୁନା ଦର ୯ ହଜାର ହ୍ରାସ         ଶୁକ୍ରବାର ସୁନା ଓ ରୁପା ଦରରେ ରେକର୍ଡ ହ୍ରାସ ଘଟିବା ପରେ ଆଜି ମଧ୍ୟ ଏହି ଧାରା ଜାରି...
01/02/2026

ରୁପା ୮୫ ହଜାର କମିଲା: ସୁନା ଦର ୯ ହଜାର ହ୍ରାସ
ଶୁକ୍ରବାର ସୁନା ଓ ରୁପା ଦରରେ ରେକର୍ଡ ହ୍ରାସ ଘଟିବା ପରେ ଆଜି ମଧ୍ୟ ଏହି ଧାରା ଜାରି ରହିଛି। ଆଜି ସୁନା ଦର ୧୦ ଗ୍ରାମ ପ୍ରତି ପାଖାପାଖି ୯ ହଜାର ଟଙ୍କା ହ୍ରାସ ପାଇଛି। ଫଳରେ ୨୪ କ୍ୟାରେଟ୍‌ ସୁନା ଦର ଆଜି ୧୦ ଗ୍ରାମ ପ୍ରତି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପ୍ରତି ୭୯୦୦ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କାକୁ ଖସିଆସିଛି। ତେବେ ରୁପା ଦର‌ ଶନିବାର ଦୁଇଟି ପର୍ଯ୍ୟାୟରେ ୮୫ ହଜାର ଟଙ୍କା କମିଛି। ଦିନ ସମୟରେ ପ୍ରଥମେ ରୁପା ଦର କିଲୋଗ୍ରାମ୍‌ ପିଛା ୪୫ ହଜାର ଟଙ୍କା ହ୍ରାସ ପାଇଥିଲା

ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ, ଚାଲିବ ଯୌତୁକ ନିର୍ଯାତନା ମାମଲା କଟକ: ତଳ କୋର୍ଟର ଚାର୍ଜଫ୍ରେମ ବିରୁଦ୍ଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବା...
30/01/2026

ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ, ଚାଲିବ ଯୌତୁକ ନିର୍ଯାତନା ମାମଲା କଟକ: ତଳ କୋର୍ଟର ଚାର୍ଜଫ୍ରେମ ବିରୁଦ୍ଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି। କିନ୍ତୁୂ ସେଠି ତାଙ୍କୁ ଝଟକା ଲାଗିଛି। ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ତଳ କୋର୍ଟର ଚାର୍ଜଫ୍ରେମକୁ କାୟମ ରଖି ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଚଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଅନୁଭବ ଓ ତାଙ୍କ ସହଯୋଗୀ ଖଗେଶ୍ବରଙ୍କ ବିରୁଦ୍ଧରେ ଚାଲିବ ମାମଲା।

Address

Bhubaneswar
751002

Website

Alerts

Be the first to know and let us send you an email when Metro odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share