29/08/2026
ବରଗଡ଼ର ଝିଅ ତନିଷା ଅଗ୍ରୱାଲ ହେଲେ ଜିଲ୍ଲାର ପ୍ରଥମ ମହିଳା ପାଇଲଟ୍
ଇଣ୍ଡିଗୋ ଏୟାରଲାଇନ୍ସରେ ପାଇଲଟ୍ ଭାବେ ଯୋଗଦାନ, ଲସ୍ ଆଞ୍ଜେଲସ୍ରେ ନେଇଥିଲେ ପ୍ରଶିକ୍ଷଣ
ବରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ। ବରଗଡ଼ର ପ୍ରତିଭାବାନ ଝିଅ କ୍ୟାପ୍ଟେନ୍ ତନିଷା ଅଗ୍ରୱାଲ ଜିଲ୍ଲାର ପ୍ରଥମ ମହିଳା ପାଇଲଟ୍ ହେବାର ଗୌରବ ଅର୍ଜନ କରିଛନ୍ତି।