Google Odisha

Google Odisha Build Your Social Media Presence Through Facebook (Google About Odisha). Helping Local Brands to grow Global is the main function of our social media agency.

We manage a brand's presence on all social networking sites using ORM and Automation Tools.

15/02/2023

02/11/2022

ରାଜଧାନୀରେ ବୁଲିଲା ହାତୀ। ଟ୍ରାଆଁକୁଳାଇଜ କରି ନିଆଗଲା ସୁରକ୍ଷିତ ସ୍ଥାନକୁ।

24/10/2022

ନିଆରା ଢଙ୍ଗରେ ଦୀପାବଳି ପାଳିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଭୁବନେଶ୍ୱର କେଦାରପଲ୍ଲୀ ବସ୍ତିରେ ପିଲାଙ୍କ ସହିତ ମିଠା ଖାଇ ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି ଭୁବନେଶ୍ୱର ଡିସିପିଙ୍କ ସହିତ ପୋଲିସ କର୍ମଚାରୀ।

21/10/2022

ଗିରଫ ହେଲା ବହୁ ଚର୍ଚ୍ଚିତ ଅର୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ।
ଶେଷରେ ପୋଲିସ କବଜାରେ ପଡିଛି ଜଗବନ୍ଧୁ ଚାନ୍ଦ।ଜଗବନ୍ଧୁ ବହୁ ଚର୍ଚ୍ଚିତ ଅର୍ଚନା ନାଗ ଚାନ୍ଦର ସ୍ବାମୀ । 20ଦିନ ଧରି ପୋଲିସକୁ ଚକମା ଦେଖାଉଥିବା ଜଗବନ୍ଧୁ ଆଜି ପୋଲିସ ଜାଲରେ।ଶୁଣନ୍ତୁ କଣ କହୁଛନ୍ତି ଭୁବନେଶ୍ୱର ଡିସିପି।

Be aware of cyber fraud
21/10/2022

Be aware of cyber fraud

"Cyber Awareness Month"
ଆଜିର ବାର୍ତ୍ତା- " ସୋସିଆଲ ମିଡ଼ିଆରେ ଅଶ୍ଳୀଳ, ଘୃଣ୍ୟ ତଥା ଖରାପ କଥା ପୋଷ୍ଟିଂ କିମ୍ବା ବିନିମୟ କରନ୍ତୁ ନାହିଁ " I

Odisha Police Organisation DCP Bhubaneswar DCP Cuttack

ଭାରତୀୟ ମହିଳା ବିଜୟିନୀ।ଏସିଆ କପ୍ କ୍ରିକେଟ‌‌ରେ ସପ୍ତମ ଟାଇଟଲ୍।
16/10/2022

ଭାରତୀୟ ମହିଳା ବିଜୟିନୀ।
ଏସିଆ କପ୍ କ୍ରିକେଟ‌‌ରେ ସପ୍ତମ ଟାଇଟଲ୍।

15/10/2022

ଆଗାମୀ 24 ଘଣ୍ଟାର ପାଣିପାଗ ତଥ୍ୟ।
ଶୁଣନ୍ତୁ କଣ କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଧେଶକ HR VISWAS

https://youtu.be/sPbDkV8AwNs

15/10/2022

ପ୍ରଥମକରି ନନ୍ଦନକାନନରେ ଆରମ୍ଭ ହୋଇଛି ଶୀତତାପ ନିୟନ୍ତ୍ରିତ ସଫାରୀ ବସ । ଆଜି ଗୋଟିଏ ଚାଲିବ କୁ ଥିବା ବେଳେ ଆଗକୁ ଆଉ ତିନୋଟି ଚାଲିବ ବୋଲି ସୂଚନା ମିଳିଛି ।ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ଟିକେଟ ମୂଲ୍ୟ 90 ଟଙ୍କା ନିର୍ଦ୍ଧାରିତ କରାଯାଇଛି ।
https://youtu.be/-Hhcz7vPENY

07/10/2022

ରାଜ୍ୟରେ 2021 ତୁଳନାରେ 2022ରେ କମିଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାର। କଣ କହୁଛନ୍ତି ଶୁଣନ୍ତୁ ରାଜ୍ୟ ପରିବହନ ଅତିରିକ୍ତ କମିଶନର ଲାଲ ମୋହନ ସେଠୀ।

02/10/2022

ଦଶହରା ସମୟରେ ବୁଲାବୁଲି କିମ୍ବା ବାହାରକୁ ଯାଉଥିଲେ ସାବଧାନ।ଶୁଣନ୍ତୁ ଭୁବନେଶ୍ୱର ଡିସିପିଙ୍କ ବାର୍ତ୍ତା

29/09/2022

Address

2nd , 271, Sahid Nagar
Bhubaneswar
751007

Telephone

+917077729222

Website

Alerts

Be the first to know and let us send you an email when Google Odisha posts news and promotions. Your email address will not be used for any other purpose, and you can unsubscribe at any time.

Share