The Breaking News

The Breaking News Indian Youth Association-IYA OF COMMON PEOPLE

23/05/2024

Dear Friends we are happy to inform you that ,The RD-IYA News account ,which was hacked many days ago,, Today it was recovered by our teams..We request to all of you Stay connected with us..for next updates .

19/09/2023
19/09/2023

गणेश चतुर्थी के पावन अबसर पर आप सभीको RD-IYANEWS के तरफ से हार्दिक सुभकामनाये.
ॐ श्री गणपतये नमः

14/09/2023

जय श्रीकृष्णा 🙏🙏🌹

ବିଜୁ ଛାତ୍ର ଜନତା ଦଳ ତରଫରୁ ଅନୁଗୁଳ ଜିଲ୍ଲାରେ ଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ,ଅନୁଗୁଳ ଠାରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷଚ...
11/09/2023

ବିଜୁ ଛାତ୍ର ଜନତା ଦଳ ତରଫରୁ ଅନୁଗୁଳ ଜିଲ୍ଲାରେ ଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ,ଅନୁଗୁଳ ଠାରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷଚାରା ଏବଂ କଲମ ଦିଆଯାଇ ସ୍ବାଗତ କରାଯାଇଛି ।

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାରେ ଜଣେ ସ୍କୁଲ ଫେରନ୍ତା ଛାତ୍ରୀଙ୍କର ମୃତ୍ଯୁ ହୋଇଛି । ମୃତ ଛାତ୍ରୀ ଜ...
08/09/2023

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାରେ ଜଣେ ସ୍କୁଲ ଫେରନ୍ତା ଛାତ୍ରୀଙ୍କର ମୃତ୍ଯୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ବନ୍ଦା ଗାଁର ଜିତେନ୍ଦ୍ର ସାହୁଙ୍କ ଝିଅ ପୁଜା ସାହୁ ବୋଲି ଜଣା ପଡିଛି । ସେ ପାଂଚଗଡ ବିଜୟ କୁମାର ସରକାରୀ ଉଚ୍ଚ ବିଦ୍ଯାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣା ପଡିଛି । ସୁଚନା ଅନୁସାରେ ପୁଜା ସ୍କୁଲ ଅପରାହ୍ନ ୪ ଟା ବେଳେ ସ୍କୁଲ ଛୁଟି ପରେ ଚାଲି ଚାଲି ଘରକୁ ଫେରୁଥିଲେ । ତେବେ ବଅଁରପାଳ ହାଟ ନିକଟରେ ହୋଇଥିବା ବେଳେ ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ଯୁ ହୋଇଥିଲା ।

07/09/2023
ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀପୁରୀ: ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ପଞ୍ଚମ ଦିନ। ଆଜି ହେରା ପଞ୍ଚମୀ । ...
24/06/2023

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ପଞ୍ଚମ ଦିନ। ଆଜି ହେରା ପଞ୍ଚମୀ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି ।

ତେଣୁ ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ରାଗ ଜର୍ଜରିତ ହୋଇ ମହାଲକ୍ଷ୍ମୀ ଦର୍ଶନ ଅଭିଳାଷରେ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତେବେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବା ସହ ହେରାଗୌରୀ ସାହିହୋଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ବିଶେଷ ନୀତି ଦର୍ଶନ ପାଇଁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

Address

Bhubaneswar Odisha
Bhubaneswar
759123

Alerts

Be the first to know and let us send you an email when The Breaking News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Breaking News:

Share