Samadhan tv odisha

Samadhan tv odisha Contact information, map and directions, contact form, opening hours, services, ratings, photos, videos and announcements from Samadhan tv odisha, News & Media Website, odisha, bhubaneswar, Bhubaneswar.
(1)

ଆପଣଙ୍କ ଅଞ୍ଚଳରେ ଘଟୁଥିବା ଘଟଣା ଆମ ଚ୍ୟାନେଲ ମାଧ୍ୟମରେ ଛାଡିବା ପାଇଁ ଆମକୁ ମେସେଜ କରନ୍ତୁ whatsapp 📱 ନମ୍ବର ଦିଆଯିବ।
ଆପଣଙ୍କ ସମସ୍ୟାର ସ୍ୱର
ସମାଧାନ ର ମାଧ୍ୟମ ହେବ
କେବଳ ସମାଧାନ ଟିଭି ଓଡ଼ିଶା।

06/09/2026

#ପଞ୍ଚଲିଙ୍ଗେଶ୍ୱର #ଜଗନ୍ନାଥ ମନ୍ଦିର ଭିତରକୁ
ପଶି ଆସିଲା ହାତୀ

06/09/2026

ପାର୍ବଣ ଋତୁ ପାଇଁ ଆଶୁତୋଷ ଇଭେଣ୍ଟ ର ଆଖଡ଼ା ଘର ଚଳଚଞ୍ଚଳ ।
ପାର୍ବଣ ଋତୁ ଆଗମନରେ ଧରଣୀ ରାଣୀ ନିଜକୁ ସଜେଇ ଗୁଣୁଗୁଣୁ ହୋଇ ଗୀତ ଗାଇଲାଣି। ଠିକ୍ ଏହି ସମୟରେ ଧରଣୀ ରାଣୀ ସହିତ ପାଦରେ ପାଦ ମିଶାଇ
ନୂଆ ରଙ୍ଗ ନୂଆ ରୂପରେ ସଜେଇ ହୋଇ ପାର୍ବଣ ଋତୁ ରେ ଧମାଲ କରିବା ପାଇଁ ଦର୍ଶକ ମାନଙ୍କର ମନ ପସନ୍ଦର ବିଗ୍ ବଜେଟ୍ ଅନୁଷ୍ଠାନ ଆଶୁତୋଷ ଇଭେଣ୍ଟ ନାମିଦାମୀ କଳାକାର ମାନଙ୍କୁ ନେଇ ଆଖଡା ଘରେ ଯୋର୍ ସୋର୍ ରେ ଅଭ୍ୟାସ ଆରମ୍ଭ କରିଦେଇଛି ।ଦୀର୍ଘ ଏଗାର ବର୍ଷ ର ଦର୍ଶକ ମାନଙ୍କ ର ଭଲପାଇବା ସାଉଣ୍ଟି ବାରବର୍ଷ ରେ ପାଦ ଥାପିଛି ଆଶୁତୋଷ ଇଭେଣ୍ଟ।ନୂଆରୂପ ନୂଆ ଆଶା ନେଇ ପୁଣି ଏଥର ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ର ଖୋରାକ୍ ଯୋଗାଇ ବାର ନିର୍ଭର ପ୍ରତିଶ୍ରୁତି ଦେଇଛି ଆଶୁତୋଷ ଇଭେଣ୍ଟ। ଦର୍ଶକ ମାନଙ୍କ ରୁଚି କୁ ସମ୍ମାନ ଦେଇ ଓଡିଶା ର ନାମୀଦାମୀ କଣ୍ଠଶିଳ୍ପୀ ମାନଙ୍କୁ ନେଇ ଆଗକୁ ବଢିଛି।

06/09/2026

କି ମାଡ଼ରେ ବାବା ପିଚା ଘଟେଇ ଦେଲା ପୋଲିସ।
ଦିନଦ୍ୱିପ୍ରହରରେ ଗୁଜୁରାଟର ଭାବନଗର ବସ୍‌ଷ୍ଟାଣ୍ଡରେ ନିଜ ଜଣେ ଯୁବତୀଙ୍କୁ ସର୍ବସାଧାରଣରେ ହତ୍ୟା କରିଥିଲା ଏହି ଅପରାଧୀ। ସିସିଟିଭି ଭିଜୁଆଲ୍ ଭାଇରାଲ୍ ହେବା ପରେ ପୋଲିସ ଆସାମୀକୁ ଗିରଫ କରି ସେହି ବସ୍‌ଷ୍ଟାଣ୍ଡକୁ ନେଇ ସାର୍ବଜନୀନ ଭାବେ ଏପରି ଶାସ୍ତି ଦେଲା, ଯାହା ଦେଖିଲେ ଯେକୌଣସି ଅପରାଧୀ ଅପରାଧ କରିବା ପୂର୍ବରୁ ଶହେ ଥର ଭାବିବ। ଏ ଜଣେ ହାର୍ଡକୋର ଅପରାଧୀ, ଏ ହତ୍ୟାକାଣ୍ଡ ଘଟେଇବା କିଛି ଦିନ ପୂର୍ବରୁ ଜେଲରୁ ଫେରିଥିଲା ଏ ହାର୍ଡକୋର କ୍ରିମିନାଲ୍ | ତେବେ ଅପରାଧ ପରେ ମାମଲା ହେବ ଅପରାଧୀ ଜେଲ ବି ଯିବ ହେଲେ ତା ପୂର୍ବରୁ ଏଭଳି ପୋଲିସ ଦ୍ବାରା ଚିକିତ୍ସା ହେଲେ ହୁଏତ ଅପରାଧୀଙ୍କ ମନରେ କିଛିଟା ଭୟ ସୃଷ୍ଟି ହେବ |

 #ଆଜିର_ରାଶିଫଳ।🌺🌺🙏🙏 #କେମିତି_କଟିବ_ଆଜିର_ଦିନ।🪐🪐📜📜।ରବିବାର,୦୬ସେପ୍ଟେମ୍ବର୨୦୨୬।
06/09/2026

#ଆଜିର_ରାଶିଫଳ।🌺🌺🙏🙏
#କେମିତି_କଟିବ_ଆଜିର_ଦିନ।🪐🪐📜📜।
ରବିବାର,୦୬ସେପ୍ଟେମ୍ବର୨୦୨୬।

05/09/2026

ପିଲାଙ୍କ ପାଖରୁ ବାପ ମାଆଙ୍କୁ ଛଡେଇ ନେଲା ସାପ।
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମଧୁପୁର ଗାଁରେ ଅଭାବନୀୟ ଘଟଣା। ପ୍ରଥମେ ସ୍ତ୍ରୀ ପ୍ରମିଳା ଓ ପରଦିନ ସ୍ୱାମୀ ପରମାନନ୍ଦଙ୍କୁ ଚିତି ସାପ କାମୁଡ଼ିବା ପରେ ଉଭୟଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 #ଆଜିର_ରାଶିଫଳ।🌺🌺🙏🙏 #କେମିତି_କଟିବ_ଆଜିର_ଦିନ।🪐🪐📜📜।ଶନିବାର,୦୫ସେପ୍ଟେମ୍ବର୨୦୨୬।
05/09/2026

#ଆଜିର_ରାଶିଫଳ।🌺🌺🙏🙏
#କେମିତି_କଟିବ_ଆଜିର_ଦିନ।🪐🪐📜📜।
ଶନିବାର,୦୫ସେପ୍ଟେମ୍ବର୨୦୨୬।

04/09/2026

ପୋଲିସ କବଜାରେ ଦୁର୍ଦ୍ଧାନ୍ତ ଅପରାଧୀ।ଓଡ଼ିଶାର ମୋଷ୍ଟ ୱାଣ୍ଟେଡ ଅପରାଧୀ ଟୁନା ହରିଜନ ଗିରଫ। କୋରାପୁଟ ଜିଲ୍ଲାର ଦୁର୍ଦ୍ଧାନ୍ତ ଅପରାଧୀ ଟୁନା ହରିଜନ କୁ ଫିଲ୍ମ ଷ୍ଟାଇଲରେ ପୋଲିସ ଗିରଫ କରିଛି। ଛତିଶଗଡ଼ର ଜଗଦଲପୁର ରେ ଆତ୍ମଗୋପନ କରିଥିବା ବେଳେ ଧରାପଡ଼ିଛି

04/09/2026

ଭିଡିଓ ରେ କୌଣସି ସତ୍ୟତା ନାହିଁ ବୋଲି କହିଲେ ଯୁବକ ଭିଡିଓ ଏଡିଟିଙ୍ଗ କରି ବିରୋଧୀ ଦଳ ଛାଡ଼ିଛନ୍ତି ବୋଲି କହିଲେ

04/09/2026

ଛାତ୍ର ଅଧ୍ୟାପିକା ମୁହାଁମୁହିଁ
ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟର ଘଟଣା

 #ଆଜିର_ରାଶିଫଳ।🌺🌺🙏🙏 #କେମିତି_କଟିବ_ଆଜିର_ଦିନ।🪐🪐📜📜।ଶୁକ୍ରବାର,୦୪ସେପ୍ଟେମ୍ବର୨୦୨୬।
04/09/2026

#ଆଜିର_ରାଶିଫଳ।🌺🌺🙏🙏
#କେମିତି_କଟିବ_ଆଜିର_ଦିନ।🪐🪐📜📜।
ଶୁକ୍ରବାର,୦୪ସେପ୍ଟେମ୍ବର୨୦୨୬।

Address

Odisha, Bhubaneswar
Bhubaneswar
751001

Website

Alerts

Be the first to know and let us send you an email when Samadhan tv odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share