Swada Odisha

Swada Odisha ଆମ Odisha ର ଅସଲି ସ୍ୱାଦ ନେଇ ଆସିଛୁ ଆପଣ ମାନଙ୍କ ପାଇଁ ❤️

Happy Independence Day ଯାହାର ରକ୍ତରେ ଆସିଛି ଦେଶକୁ ସ୍ୱାଧୀନତା,ସେହି ବୀର ସୈନିକମାନଙ୍କୁ କୋଟି କୋଟି ପ୍ରଣାମ।ଆପଣଙ୍କୁ ଏବଂ ଆପଣଙ୍କ ପରିବ...
15/08/2026

Happy Independence Day

ଯାହାର ରକ୍ତରେ ଆସିଛି ଦେଶକୁ ସ୍ୱାଧୀନତା,
ସେହି ବୀର ସୈନିକମାନଙ୍କୁ କୋଟି କୋଟି ପ୍ରଣାମ।
ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ!

Swada Odisha

A big Thank you allଆପଣମାନଙ୍କୁ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା! 🙏✨​ଆପଣମାନଙ୍କର ଅପାର ଭଲପାଇବା, ଅଖଣ୍ଡ ବିଶ୍ୱାସ ଏବଂ ସହଯୋଗ ଯୋଗୁଁ ଆଜି ଆ...
13/08/2026

A big Thank you all

ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା! 🙏✨
​ଆପଣମାନଙ୍କର ଅପାର ଭଲପାଇବା, ଅଖଣ୍ଡ ବିଶ୍ୱାସ ଏବଂ ସହଯୋଗ ଯୋଗୁଁ ଆଜି ଆମର 'Swada Odisha' ପରିବାର 5000+ Followers (ସଦସ୍ୟ) ର ଏକ ସୁନ୍ଦର ମାଇଲଖୁଣ୍ଟ ସ୍ପର୍ଶ କରିଛି!
​ଏହି ଯାତ୍ରାରେ ପ୍ରତିଟି ପଦକ୍ଷେପରେ ଆପଣମାନେ ଯେପରି ସାଥ୍ ଦେଇଛନ୍ତି, ସେଥିପାଇଁ ଶବ୍ଦରେ ଧନ୍ୟବାଦ ଦେବା ଛୋଟ ହେବ। ଆଶା କରୁଛୁ ଆଗକୁ ମଧ୍ୟ ଆପଣମାନଙ୍କର ଏହି ଭଲପାଇବା ଏବଂ ଆଶୀର୍ବାଦ ଏମିତି ହିଁ ରହିବ।
​ଆମର ସବୁବେଳେ ଏକାନ୍ତ ପ୍ରୟାସ ରହିବ ଯେ ଆପଣମାନଙ୍କ ପାଇଁ ଆହୁରି ସୁନ୍ଦର, ସ୍ୱାଦିଷ୍ଟ ଏବଂ ନୂଆ ନୂଆ ତଥ୍ୟ/ପ୍ରୟାସ ଆସିବୁ।
​ଜୟ ଜଗନ୍ନାଥ! 🙏❤️

Swada Odisha

Address

Bhubaneswar

Website

Alerts

Be the first to know and let us send you an email when Swada Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share