Odisha News Live

Odisha News Live Odisha News Live

07/05/2025

ପଦାରେ ପଡିଲା ଧାମ ଚୋରଣୀର ଷଡଯନ୍ତ୍ର

07/05/2025

ଭାରତ ସରକାରଙ୍କ ପ୍ରତିଯବାପରେ ଆମେ ଗର୍ବିତ |

07/05/2025

ବ୍ୟାଙ୍କ ତାଲା ପକାଇ ଅଧିକାର ସାବ୍ୟସ୍ତ୍ କଲେ ମହିଳା

04/04/2025

ପ୍ରଭାବଶାଳୀଙ୍କୁ ଟାର୍ଗେଟ କରି ଲୁଟୁଛନ୍ତି ଶଙ୍କରା ଇତିଶ |

20/03/2025
23/02/2025

ନିରକାରୀ ମିଶନର 'ପ୍ରୋଜେକ୍ଟ ଅମୃତ'ର ତୃତୀୟ ପର୍ଯ୍ୟାୟ ସ୍ବଚ୍ଛ ଜଳ ହେଉଛି ସ୍ବଚ୍ଛ ମନ ପାଇଁ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ |

16/02/2025

ମୋହନ ମାଝୀଙ୍କୁ ଅଣ୍ଡା ଓ ପଚା ଟମାଟୋ ମାଡ କରିବ |

16/02/2025

ଜେନିକ୍ସ କେୟାର ରେ ରକ୍ତଦାନ ଶିବିର ଅନୁଷ୍ଠିତ |

16/02/2025

ସରକାରୀ ହାଇସ୍କୁଲ NPS ଶିକ୍ଷକଙ୍କ ଅସନ୍ତୋଷ ଜାହିର ଓ
ମ୍ୟାଟ୍ରିକ ଖାତାଦେଖା ରେ, ଅସହଯୋଗ କରିବାକୁ ନିଷ୍ପତ୍ତି ନେଲା ସଂଘ

ଭୁବନେଶ୍ଵର - ତା ୧୬.୦୨,୨୦୨୫ ରିଖ : ଆଜି ଓଡ଼ିଶା ସରକାରୀ ହାଇସ୍କୁଲ NPS ଶିକ୍ଷକ ସଂଘ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଅସନ୍ତୋଷ ଜାହିର କରାଯାଇଛି ଯେ, ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ବିଜ୍ଞପ୍ତି ସଂଖ୍ୟା ୨୯୦୭୬ ତା ୧୬/୧୦/୨୦୨୨ ରେ ପ୍ରକାଶିତ ୨୦୨୨ ନିୟମ ଅନୁସାରେ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ସମସ୍ତ ସୁବିଧା ଦିଆଗଲା, କିନ୍ତୁ ବଡ଼ ବିଚିତ୍ର କଥା ଚଞ୍ଚକତା କରି ଗୋଟିଏ ୨୦୧୪ ନିୟମ ନାଁ ରେ ୨୦୧୬ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ୬ ବର୍ଷ ର ଚୁକ୍ତି ଅବଧୂ ଚାକିରିରେ ମିଶିବା ଓ ଇନକ୍ରିମେଣ୍ଟ ପ୍ରଦାନ କରିବା, ଏସବୁ ସୁବିଧାରୁ ବାକୁ ଦିଆଯାଇଛି । ଏହାଦ୍ବାରା ଅହେତୁକ କ୍ଷତି ଶିକ୍ଷକ ମାନଙ୍କର ହେଉଛି, ମାନସିକ ଚିନ୍ତାରେ ରହୁଛନ୍ତି, କାରଣ ଗୋଟିଏ ସରକାରୀ ହାଇସ୍କୁଲର ଗୋଟିଏ କ୍ୟାମ୍ପସ ଭିତରେ ସମାନ ବର୍ଗର ଶିକ୍ଷକ ମାନଙ୍କ ମଧ୍ୟରେ ତିନି ପ୍ରକାରର ଭିନ୍ନ ଭିନ୍ନ ସୁବିଧା ପାଇଥିବା ଓ ବକ୍ଷିତ ହେଉଥୁବା ଶିକ୍ଷକ କେମିତି ତିଆରି ହେବେ । ସରକାରଙ୍କ ପାଇଁ ଏହା ଗୋଟିଏ ପ୍ରଶ୍ନ, ଏହାର ସମାଧାନ ସରକାରଙ୍କ ପାଖରେ ଅଛି, କିନ୍ତୁ ନକରି ଟାଳଟୁଳ ନୀତି ସହ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ଏହି ଦାବି ପୂରଣ ନିହାତି ହେବା ଆବଶ୍ୟକ ।

16/02/2025

ସମ୍ମାନୀତ ହେଲେ କବି ଓ କବିୟତ୍ରୀ
ଭୁବନେଶ୍ବର: ପ୍ରୀତି ପ୍ରଣତିର ଚତୁର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ଯ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରଶନ୍ନ କୁମାର ପାଟ୍ଟଶାଣୀ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟିତ କରିଥିଲେ | ସମ୍ପାଦକ ଦେବବ୍ରତ ବାରିିକ, ସଭାପତି ଜ୍ଞାନରଞ୍ଜନ ଦାଶ, ସମ୍ମାନୀତ ବକ୍ତା ପ୍ରଣୟ କୁମାର ସିଂ, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସତ୍ଯାନାଶ, ମୁଖ୍ଯବକ୍ତା ହରିହର ପାଣିଗ୍ରାହୀ, ବରେଣ୍ଯ ଅତିଥି ନୀଳମଣି ଚାନ୍ଦ ଉପସ୍ଥିତ ଥିଲେ |
ଏହି ଅବସରରେ କବି ଓ କବିୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରୀତି ପ୍ରଣତିର ସମସ୍ତ କର୍ମମକର୍ତ୍ତା ଉପସ୍ଥିତ ଥିଲେ |

16/02/2025

ପୁଲିସର ତନାଘନାରେ ଆତ୍ମସମର୍ପଣ କଲା ସହଦେବ ନାୟକର ହତ୍ୟା କାରି |

15/02/2025

RIC instituteର ବଡ଼ ଘୋଷଣା ଏଥର Summer ରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ପାଇବେ AI, Cyber Security ଉପରେ ପାଠ୍ୟକ୍ରମ |

Address

Bapuji Nagar
Bhubaneswar
751009

Telephone

+918280011183

Website

Alerts

Be the first to know and let us send you an email when Odisha News Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha News Live:

Share