27/08/2026
ବସ୍ ଓଲଟିଗଲା, ଅଳ୍ପକେ ବର୍ତ୍ତିଲେ ସ୍କୁଟର ଚାଳକ!
ହଠାତ୍ ରାସ୍ତାରେ ଓଲଟି ପଡ଼ିଲା ଏକ ବସ୍। ବସ୍ଟି ଓଲଟିବା ସମୟରେ ନିକଟରେ ଥିବା ସ୍କୁଟର ଚାଳକ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଥିବା ଦାବି। ଘଟଣାର ସଠିକ୍ ସ୍ଥାନ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।