TV5 ODIA

TV5 ODIA TV5 News ଓଡ଼ିଶା Digital media

ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବିତ ଏସ ଆଇ ଆର କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କଲା ଗଣ ଶିକ୍ଷା ବିଭାଗ
10/09/2026

ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବିତ
ଏସ ଆଇ ଆର କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କଲା ଗଣ ଶିକ୍ଷା ବିଭାଗ

ବିଦ୍ୟୁତ୍ ସ୍ପର୍ଶରେ ଆସି ବିଜେପି କର୍ମକର୍ତ୍ତା ଙ୍କ ପରଲୋକ
10/09/2026

ବିଦ୍ୟୁତ୍ ସ୍ପର୍ଶରେ ଆସି ବିଜେପି କର୍ମକର୍ତ୍ତା ଙ୍କ ପରଲୋକ

ପାରିବାରିକ କଳହ ମଦ ନିଶାରେ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ପୁଅର ଆତ୍ମସମର୍ପଣ
09/09/2026

ପାରିବାରିକ କଳହ ମଦ ନିଶାରେ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ପୁଅର ଆତ୍ମସମର୍ପଣ

ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ ।
09/09/2026

ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ ।

ଏନ୍‌ଡିପିଏସ୍‌ ମାମଲାରେ ଗଞ୍ଜେଇ ର କୁକ୍ଷାତ ଅପରାଧୀ ଗିରଵ
09/09/2026

ଏନ୍‌ଡିପିଏସ୍‌ ମାମଲାରେ ଗଞ୍ଜେଇ ର କୁକ୍ଷାତ ଅପରାଧୀ ଗିରଵ

ଅଧ୍ୟାପକ ଅଭାବକୁ ନେଇ ଗର୍ଜିଲେ ଏବଂ ଗେଟ୍ ରେ ତାଲା ପକାଇ ଧାରଣାରେ ବସିଲେ ପାଟଣା ମହାବିଦ୍ୟାଳୟର ଛାତ୍ରଛାତ୍ରୀ
09/09/2026

ଅଧ୍ୟାପକ ଅଭାବକୁ ନେଇ ଗର୍ଜିଲେ ଏବଂ ଗେଟ୍ ରେ ତାଲା ପକାଇ ଧାରଣାରେ ବସିଲେ ପାଟଣା ମହାବିଦ୍ୟାଳୟର ଛାତ୍ରଛାତ୍ରୀ

*ନିର୍ମଳ ବାୟୁ, ସୁସ୍ଥ ଭବିଷ୍ୟତର ସଂକଳ୍ପ; ଝାରସୁଗୁଡ଼ାରେ ପ୍ରଦୂଷଣ ସଚେତନତା ସପ୍ତାହ-୨୦୨୬”ଆଞ୍ଚଳିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଝାରସ...
09/09/2026

*ନିର୍ମଳ ବାୟୁ, ସୁସ୍ଥ ଭବିଷ୍ୟତର ସଂକଳ୍ପ; ଝାରସୁଗୁଡ଼ାରେ ପ୍ରଦୂଷଣ ସଚେତନତା ସପ୍ତାହ-୨୦୨୬”ଆଞ୍ଚଳିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଝାରସୁଗୁଡା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ*

ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ କଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ଗୁରୁ ଭଗବାନଙ୍କ ଅବଦାନ ସ୍ମରଣ
09/09/2026

ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ କଳା, ଭାଷା ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ଗୁରୁ ଭଗବାନଙ୍କ ଅବଦାନ ସ୍ମରଣ

ଥନଟ ଗ୍ରାମର ମୌଳିକ ସମସ୍ୟା ସମାଧାନ ଦାବିପିଚୁ ରାସ୍ତା, ବିଶୁଦ୍ଧ ପାନୀୟଜଳ ଓ ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ଗ୍ରାମବାସୀଙ୍କ ଦାବି; ଦାବି ପୂରଣ ନହେ...
09/09/2026

ଥନଟ ଗ୍ରାମର ମୌଳିକ ସମସ୍ୟା ସମାଧାନ ଦାବି
ପିଚୁ ରାସ୍ତା, ବିଶୁଦ୍ଧ ପାନୀୟଜଳ ଓ ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ଗ୍ରାମବାସୀଙ୍କ ଦାବି; ଦାବି ପୂରଣ ନହେଲେ ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀ

Address

Bhubaneswar

Website

Alerts

Be the first to know and let us send you an email when TV5 ODIA posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share