Aama Report

Aama Report ଆମ ରିପୋର୍ଟ

15/08/2026

ସ୍ୱାଧୀନତା ଦିବସ ଅବସରରେ ଆମ ରିପୋର୍ଟ ପରିବାର ତରଫରୁ ସ୍ୱତନ୍ତ୍ର ଉପସ୍ଥାପନା! ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ବଂଶଜ ଙ୍କ ସହିତ ସାଖ୍ୟାତ କାର

14/08/2026

ତ୍ରୀରଙ୍ଗା ପଦଯାତ୍ରା ରେ ରହିଛି ମହତ ଉଦ୍ଦେଶ୍ୟ ଦେଶଭକ୍ତି ର ଭାବନା ରେ ସମସ୍ତେ ଏକ ହେବା ।। Aama Report Puri district

14/08/2026

PWD ନିମାପଡା ଅଧୀନ ଧନୁଆଁ ଛକ ନିକଟରେ ଭୁଶୁଡି ପଡିଲା କେନାଲ ବ୍ରିଜ ଛାତ! ଛାତ ପଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଭୁଶୁଡି ପଡିଲା! ନିମ୍ନ ମାନର କାର୍ଯ୍ୟ ଅଭିଯୋଗ ଆଣିଲେ ଅଂଚଳ ବାସି
PWD Office Puri district Puri Jagannadh nimapada.puri.odisa Puri Collector's Residence

14/08/2026

ଡେଲାଙ୍ଗ ରେ ତ୍ରିରଙ୍ଗା ଯାତ୍ରା

14/08/2026

#ପୁରୀରେ_ମେମୁ_ଟ୍ରେନ୍_ଲାଇନଚ୍ୟୁତ
ତାଳଚେର-ପୁରୀ ମେମୁ ଟ୍ରେନ୍ ଲାଇନଚ୍ୟୁତ
ପୁରୀ ଷ୍ଟେସନ ନିକଟରେ ଟଳିଲା ବଡ଼ ଅଘଟଣ
ତାଳଚେର-ପୁରୀ ମେମୁ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ
ପୁରୀ ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ଅଘଟଣ
୩ ନମ୍ବର ପ୍ଲାଟଫର୍ମ ନିକଟରେ ଘଟିଛି ଅଘଟଣ
ଅଳ୍ପକେ ବର୍ତ୍ତିଲେ ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ

13/08/2026

ପାଲା କଳାକାର ମାନେ ହେଲେ ଏକାଠି! ସ୍ୱର୍ଗୀୟ ପୂଜ୍ୟ ଉରୁଜି ଙ୍କ ର କରିଲେ ସ୍ମୁତ୍ତି ଚରଣ ସଭା! ଗୁରୁ ଶିଷ୍ୟ ଙ୍କର ନିଆରା ପରମ୍ପରା ଯାହା ଏବେ ଵି ବଞ୍ଜିରହିଛି

12/08/2026

ଗାଁ ଗହଳିରେ ଚିତା ଲାଗି ଅମାବାସ୍ୟା ରେ ଚିତଉ ପିଠା ବଣ୍ଟା ର ନିଆରା ପରମ୍ପରା! ମୂର୍ତ୍ତିକିୟା ପାଇଁ ଅନେକ ପରିବାର ରେ ଏ ପିଠା ହୁଏନାହିଁ ସେଥିପାଇଁ ସମ୍ପର୍କୀୟ ପଡୋଶୀ, ଭାଇ ସାହି ହିସାବରେ ଯାହାର ହୋଇନଥାଏ ତାଙ୍କ ଘରେ ବଣ୍ଟା ଯାଏଁ ଏଇ ପିଠା!

12/08/2026

ମହାପ୍ରଭୁ ଙ୍କର ନବକଳେବର ସମୟରେ ଘଟ ପରିବର୍ତ୍ତନ କରାଇଥିବା ମୁଖ୍ୟ ସେବାୟତ ଙ୍କ ଆଲୋଚନା କରିଛନ୍ତି ଆମ ପୁରୀ ପ୍ରତିନିଧି ସତ୍ୟଜିତ ମିଶ୍ର! କେତେ ନିଷ୍ଠାପର ଶହ କରାହୁଏ ସେବା କଣ ରହିଛି ଅନୁଭୂତି ଏହି ଭିଡିଓ ରେ

ବଳଙ୍ଗା ନା ବାଳିକା ପୀଡିତା ଙ୍କ ମୂର୍ତ୍ତ ର ରହସ୍ୟ ଏବେ ଵୀ ଫାଇଲ ତଳେ ଚିପି ହୋଇ ରହିଛି!ପ୍ରକୁତ ଘଟଣା କଣ ତାହା ଏବେ ଅସ୍ପଷ୍ଟ!
11/08/2026

ବଳଙ୍ଗା ନା ବାଳିକା ପୀଡିତା ଙ୍କ ମୂର୍ତ୍ତ ର ରହସ୍ୟ ଏବେ ଵୀ ଫାଇଲ ତଳେ ଚିପି ହୋଇ ରହିଛି!ପ୍ରକୁତ ଘଟଣା କଣ ତାହା ଏବେ ଅସ୍ପଷ୍ଟ!

ଆପଣ ସାମ୍ନା ରେ ଦୁଇଟି ଚିତ୍ର କହି ପାରିବି କୋଉ ସ୍ଥାନ ର ଏ ଫୋଟୋ ରହିଛନ୍ତି
11/08/2026

ଆପଣ ସାମ୍ନା ରେ ଦୁଇଟି ଚିତ୍ର କହି ପାରିବି କୋଉ ସ୍ଥାନ ର ଏ ଫୋଟୋ ରହିଛନ୍ତି

Address

Bhubaneswar

Website

Alerts

Be the first to know and let us send you an email when Aama Report posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share