Sambhab Times

Sambhab Times "Sambhab Times" is Odisha’s one of the fastest growing Odia Web News Channel in a short time perio

29/02/2024

ସରକାରୀ ସେବାକୁ ନାଗରିକମାନଙ୍କ ନିକଟ ରେ ସୁବିଧା ରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ' ମୋ ସେବା କେନ୍ଦ୍ର ' ଯୋଜନା କର୍ଯ୍ୟକାରି କରିଛନ୍ତି।
ଲୋକଙ୍କ ପାଇଁ, ଲୋକଙ୍କ ସେବାରେ ' ମୋ ସେବା କେନ୍ଦ୍ର '

29/02/2024

ଚିକିତ୍ସାଧିନ ଅବସ୍ଥାରେ ନାବାଳକର ମୃତ୍ୟୁକୁ ନେଇ ନାରାୟଣପାଟଣାରେ ଉତ୍ତେଜନା । ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ ।

29/02/2024

ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଲେ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

29/02/2024

ଆସନ୍ତା ମହାଶିବରାତ୍ରୀ ଓ ହୋଲି ଉପଲକ୍ଷେ ବାସୁଦେବପୁର ରେ ଯୁବ ଓ କୁନି କୁନି କଳାକାର ମାନଙ୍କ ର ଅଭିନୟ କୁ ନେଇ ମୁକ୍ତି ଲାଭ କରିବାକୁ ଯାଉଛି ଶିବାଜୀ ସରସ୍ଵତୀ ମ୍ୟୁଜିକ୍ ର ଦୁଇ ଆଲବମ ପ୍ରେମ ଗାଁ ର ପାଠ ଶାଳ। ଓ ସାଧବ ରାଇଜେ ସାଧବ ରାଜା

29/02/2024

ଶଙ୍କର ଓମ୍ ଶରଣଙ୍କ କବିତା ମାଡ଼

29/02/2024

ଅନୁଗୋଳ ରୁ ଅଯୋଧ୍ୟା ଆସିଥିବା ଆସ୍ତା ସ୍ପେଶାଲ୍ ଟ୍ରେନ୍ ରେ ଭକ୍ତଙ୍କ ସହ ବିଶେଷ ଆଲୋଚନା ।।ଶ୍ରୀ ରାମ ଲାଲାଙ୍କୁ ଅଯୋଧ୍ୟାରେ ଦର୍ଶନ କରିବା ପରେ ଏମିତି କହିଲେ ତୀର୍ଥଯାତ୍ରୀ ।
ଜୟ ଶ୍ରୀ ରାମ



29/02/2024

Cassandra Mae Spittmann’s love for India is exemplary, as seen in our interaction. My best wishes for her future endeavours - PM Narendra Modi

29/02/2024

କୋର୍ଟ ନିର୍ଦେଶଙ୍କୁ ବେଖାତିର କରୁଛି ପ୍ରଶାସନ। ପରିବାର ଲୋକଙ୍କୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା ପାଇଁ କଡା ଚେତାବନୀ ।

29/02/2024

ସୁନ୍ଦର ଭଜନ ଟିଏ ଗାୟୀ ଯୁବକ ହେଲେ ଭାଇରାଲ

29/02/2024

ବାରଙ୍ଗ ଷଣ୍ଢପୁର ଗ୍ରାମ ନିକଟ ପୁରୀ ମୁଖ୍ୟ କେନାଲ ରେ ବୁଡି ଗଲା କାର ଅଳ୍ପକେ ବର୍ତିଲେ ଡ୍ରାଇଭର l କେନାଲ କୁଳ ରାସ୍ତାରେ ଗୋଡ଼ିସାହି ପଟୁ ବାରଙ୍ଗ ଅଭିମୁଖେ OD19F5999 କାର ଟି ଆସୁଥିବା ବେଳେ ଭାର ସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିଲା l ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଡ୍ରାଇଭର କୁ କାଚ ଭାଙ୍ଗି ଉଦ୍ଧାର କରି ମେଡିକାଲ କୁ ପଠାଇଥିଲେ ଓ ବାରଙ୍ଗ ଅଗ୍ନିଶମ ବିଭାଗ ପହଂଚି କାର କୁ ଉଦ୍ଧାର କରି ଗୋଡ଼ିସାହି ଫାଣ୍ଡିକୁ ନେଇଥିଲେ।

29/02/2024

ଭାଇଙ୍କୁ ଆମର ଗୋଟିଏ ଡାକ୍ତର ମିଳୁ ନାହାଁନ୍ତି ଅଲଟ୍ରାସାଉଣ୍ଡ ମେସିନ ଚଳାଇବାକୁ , କିନ୍ତୁ ଲୋଭରେ ଆଗୁଆ ମେସିନ କିଣି ଆଣି ରଖିଥିଲେ। ଜୟପୁରର ଗୌରୀ ଶଙ୍କର ନର୍ସିଂ ହୋମ ଉପରେ ଚଢାଉ କରି ମେସିନ ସିଲ୍ କଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ।

Address

Mahadev Nagar, Jharpada
Bhubaneswar
751006

Alerts

Be the first to know and let us send you an email when Sambhab Times posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sambhab Times:

Share