01/05/2026
ନମସ୍କାର ମୋର facbook ସାଙ୍ଗମାନେ ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ବର hi-tech ଛକ ଓ ସତ୍ୟବିହର ଅଞ୍ଚଳ ରେ ମୋର wallet ହଜିଯାଇଛି ସେଥିରେ original aadhaar car, DL, ATM card ଓ ଅନ୍ୟାନ୍ୟ document ଥିଲା ଯାହା ମୋର ଅତ୍ୟନ୍ତ ଜରୁରୀ ଅଟେ। ଯଦି କେହି ବନ୍ଧୁ ପାଇଛନ୍ତି ତଳେ ଦିଆଯାଇଥିବା ମୋବାଇଲ୍ ନମ୍ବର ରେ ଯୋଗାଯୋଗ କରନ୍ତୁ 9861594958 ଓ 9776916239 ଏଵଂ ସାଙ୍ଗ ମାନଙ୍କୁ ଅନୁରୋଧ ଏହି ପୋଷ୍ଟ ଟିକୁ share କରନ୍ତୁ। ଧନ୍ୟବାଦ 🙏