Er'SatyaNarayanaPani

Er'SatyaNarayanaPani Be a won network

15/09/2024
Hon Governor of Odisha.panchudola melan parisada.Red cross Foundation.Rotary eye hospital.Blood center, capital hospital...
15/09/2024

Hon Governor of Odisha.
panchudola melan parisada.
Red cross Foundation.
Rotary eye hospital.
Blood center, capital hospital. Mahaveer sena, Odisha.
Kanti GP Highschool.
Satya badi Trust.
We are heartily thankful to the above Trust and organization for appreciating us with honors.

Happy Raja    ❤️
14/06/2024

Happy Raja ❤️

ଆଜି ଆମ ସଙ୍ଘର ସଦସ୍ୟ ସଚିନ ପରିଡା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସାରତ ବିଚିତ୍ରାନନ୍ଦ ମଲ୍ଲିକ ଙ୍କୁ A+ve ରକ୍ତଦାନ କରିଛନ୍ତି....
22/05/2024

ଆଜି ଆମ ସଙ୍ଘର ସଦସ୍ୟ ସଚିନ ପରିଡା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସାରତ ବିଚିତ୍ରାନନ୍ଦ ମଲ୍ଲିକ ଙ୍କୁ A+ve ରକ୍ତଦାନ କରିଛନ୍ତି. ଆସୁ ଆରୋଗ୍ୟ କାମନା କରୁଛୁ. ଜୟ ପ୍ରଭୁ ନୀଳକଣ୍ଠେଶ୍ଵର 🙏

This year we start ones again... one voluntary blood Donation camp... Request to please come and donate...              ...
03/05/2024

This year we start ones again... one voluntary blood Donation camp... Request to please come and donate...

ଯୋଉମାନେ ରକ୍ତଦାନ କରିବାକୁ ଇଛା କରୁଛନ୍ତି ସେମାନେ କଟକ ରେ ଦେଇପାରିବେ ଏବଂ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟା AIIMS hospital ରେ ମଧ୍ୟ ରକ୍...
03/06/2023

ଯୋଉମାନେ ରକ୍ତଦାନ କରିବାକୁ ଇଛା କରୁଛନ୍ତି ସେମାନେ କଟକ ରେ ଦେଇପାରିବେ ଏବଂ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟା AIIMS hospital ରେ ମଧ୍ୟ ରକ୍ତଦାନ କରି ପାରିବେ
କାରଣ ରକ୍ତ ଟେଷ୍ଟେଡ଼ ରହିଲେ ହିଁ ଜଣେ ରୋଗୀଙ୍କୁ ଦେଇ ହବ । ଆବଶ୍ୟକ ଅନୁଯାଇ ଆମେ ଭୁବନେଶ୍ୱର ରୁ ମଧ୍ୟ ରକ୍ତ ଦେଇପାରିବା
ତେଣୁ ଅନୁରୋଧ ଆପଣ ମାନଙ୍କୁ ଯୋଉମାନେ ରକ୍ତଦାନ କରିବାକୁ ଇଛା କରୁଛନ୍ତି ଆସନ୍ତୁ ରକ୍ତଦାନ କରି ମାନବିକତାର ପରିଚୟ ଦେବା l🙏💞🙏

Address

Bhubaneswar

Telephone

+918917307715

Website

Alerts

Be the first to know and let us send you an email when Er'SatyaNarayanaPani posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Er'SatyaNarayanaPani:

Share

Category