Ama News

Ama News ଆମ ନ୍ୟୁଜ ଆପଣ ମାନଙ୍କ ନ୍ୟୁଜ ଆମେ ରହିବୁ ଆପଣଙ୍କ ସହିତ ୨୪ ଘଣ୍ଟା ସତ୍ୟତାର ସହ ନ୍ୟୁଜ ପ୍ରସାରଣ କରିବୁ ଲୋକଙ୍କ ସାଥିରେ ୨୪ ଘଣ୍ଟା ଆମ ନ୍ୟୁଜ ମାଧ୍ଯମ ରେ ପ୍ରସାରଣ କରିବୁ

07/09/2025

# କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ର ଖଣତା ଗ୍ରାମ ପଂଚାୟତ ର ଶଙ୍ଖ ପୁର ଗ୍ରାମ ର ମହିଳା ମାନଙ୍କ ଦ୍ୱାରା ନଳକୂପ ପରିସର ସଫେଇ ଓ ସଚେତନତା ବାର୍ତା ପ୍ରଦାନ// Black pradhan report

02/09/2025

#ଭୁବେନଶ୍ୱର ବିଜେପି ନଗର ଗଳିରେ। ଚାଲିଛି ଶହେ ଶହେ ରେ ଖେଳ ଯାହା କହୁଛନ୍ତି ଜଣେ ଆଇନଜୀବି। ସେଠାରେ ଚାଲିଛି ଦେହବେବସାହି!!

01/09/2025

#ଉପରମୁଣ୍ତରେ_ଲଗାଣ_ବର୍ଷା_ଯୋଗୁ_ବୈତରଣୀ_ନଦୀରେ_ଭିଷଣବନ୍ୟାଆସିବାରୁ_ଭଦ୍ରକ_ଜିଲ୍ଲା_ଧାମନଗର_ବ୍ଲକରେ_ବନ୍ୟା_ହୋଇ_ ଅନେକ ଧନଯିବନ ନଷ୍ଟ ହୋଇଥିବା ବେଳେ। ବିଜେଡ଼ି ଦଳ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ର ନେତା। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ। ଆଜି ବିଜେଡ଼ି ଦଳ ତରଫରୁ ଧାମନଗର ବ୍ଲକର ୩. ଗୋଟି ପଞ୍ଚାୟତ କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି।ଏହି ରିଲିଫ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ରେ। ଯୋଗଦେଇ ଥିଲେ ଧାମନଗର ନିର୍ବାଚନମଣ୍ଡଳୀର ବିଜେଡ଼ି ଦଳ ର ବିଧାୟକ ପ୍ରାର୍ଥୀ ଡଃ ସଞ୍ଜୟ କୁମାର ଦାସ ଓ ପୂର୍ବତନ ଚେୟାରମେନ ଅଶୋକ କୁମାର୍ ନାୟକ ଓ ବ୍ଲକ ସଭାପତି ପ୍ରତାପ ସାମଲ ଓ ଅସୁରାଳି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ ଓ ପୂର୍ବତନ ବ୍ଲକ ସଭାପତି ଉମେଶ ମହାନ୍ତି,ଓ ଅର୍ଜୁନପୁର ସରପଞ୍ଚ ସରିତା ମହାନ୍ତି ଓ ଅନେକ ବିଜେଡ଼ି ପ୍ରେମୀ//

31/08/2025

#ରାଜରାସ୍ତାରେ ଚାଷୀ ଭାଇମାନଙ୍କର ଚିତ୍କାର। ଓଡ଼ିଶା ସରକାରଙ୍କର ନିଦ ଭାଙ୍ଗିବ କେବେ। ଚାଷୀ ଙ୍କ ହାତରେ ସାର ନିଅଣ୍ଟ। ଚାଷୀ ଭାଇମାନେ ୩୩୨ ନମ୍ବର ରାସ୍ତା ଅବରୋଧ କରିବା ସହିତ ସରକାର ଙ୍କୁ ଚେତାବନୀ ଦେଇଛନ୍ତି। ସରକାର କେବେ ରୁକିବେ କଳାବଜାରୀ ହେଉଥିବା ସାରକୁ। ଚାଷୀ କୁଳ ଏବେ ସାର ନିଅଣ୍ଟ ପାଇଁ ହାହାକାର ହେଉଥିବା ବେଳେ। ଦୋକାନ ବଜାର ରେ ଚଢା ଦରରେ ବିକ୍ରୀ ହେଉଛି ଇରୁଆ ସାର// # parichay

20/08/2025

#ଡ୍ରାଇଭର ମହାସଂଘର ସଭାପତି ଙ୍କୁ ଭବ୍ୟି ସ୍ବାଗତ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରେ। ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମୁଦୁଲି// repoter

19/08/2025

#ବିରାଟ ଚାଷୀ ସମାବେଶ ବରଗଡ଼। ବିଜୁଜନତା ଦଳ ନବୀନ ବାବୁ ଙ୍କ ନେତୃତ୍ୱରେ?

19/08/2025

# କେନ୍ଦ୍ରାପଡ଼ା ଜିଲ୍ଲ ଆଳିରେ।ଗୋଟିଏ ପରିବାରରେ।୪୦. ରୁ ଉର୍ଦ୍ଧ ମହିଷି କେମିତି ମଲେ !// 40 for death

17/08/2025

#ଧାମନଗର ଜରା ନିବାସରେ।ଲେଡ଼ି ଡନ୍ ଙ୍କ ରାଜୁତି। ବୁଢ଼ାବୁଢ଼ୀ ହେଉଛନ୍ତି ହନ୍ତସନ୍ତ। ଯେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସମୟରେ ନିର୍ମାଣ ହୋଇଥିଲା ଜରା ନିବାସ।ପୂର୍ବ ସରକାର ଭାବିଚିନ୍ତି ନେଇଥିଲେ ଏଭଳି ନିଷ୍ପତ୍ତି। ଯେଉଁ ବୁଢ଼ାବୁଢ଼ୀ ମା ବାପା ମାନେ।ପୁଅ ବୋହୁଙ୍କ ର ଅତ୍ୟିଚାର ଶହି ନ ପାରି ଏଣେତେଣେ ବୁଲୁଥିଲେ। ହେଲେ ନବୀନ ଙ୍କ ଶାସନ କାଳରେ। ଏଭଳି ପଦକ୍ଷେପକୁ ବୁଦ୍ଧିଜୀବିମାନେ ପ୍ରଶଂସା କରି ନବୀନ ବାବୁ ଙ୍କୁ। ବାହାବାହା ଜଣାଇଥିଲେ। ହେଲେ ଆଜି ଯେତେବେଳେ ସରକାର ପରିବର୍ତ୍ତନ ହୋଇଯାଇଛି। ସେତେବେଳକୁ ବୁଢ଼ା ଓ ବୁଢ଼ୀ ମା ବାପା ଙ୍କ।ଯିବନ ଏବେ ବିପଦ ମୁଖରେ ପଡ଼ିଯାଇଛି। ହେଲେ ଏ ଦୁଃଖ ବୁଝିବ କିଏ। ଏବେ ତ ଡବଲ ଇଞ୍ଜିନ ସରକାର ଚାଲାଛି। ଯାହା ପାରିବେ ତାହା କରି ପାରିବେ ବୋଲି ଖୋଦ୍ଧ ଧାମନଗର ଜରା ନିବାସ ଗେଟ୍ ଦରୁଆନ ଆମ କେମେରା ସାମ୍ନାରେ ତାଙ୍କର ମତ ରଖିଛନ୍ତି। ଆହୁରି ମଧ୍ଯ କହିଛନ୍ତି ଏ ଜରା ନିବାସ କୁ ଯିଏ ଚଳାଉଛନ୍ତି ସେ ହେଉଛନ୍ତି। ଡବଲ ଇଞ୍ଜିନ ସରକାର ରେ ପାର୍ବାଫୁଲ ଲେଡି। ସେ ଯେତେବେଳେ ଏ ଜରା ନିବାସ କୁ ଚଳାଉଛନ୍ତି ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ଏ ସିର୍କୃଟି ଗାର୍ଡ ଜଣଙ୍କ ସାମ୍ବାଦିକ ମାନଙ୍କୁ କହୁଛନ୍ତି।ମାଡାମ ମନା କରିଛନ୍ତିି ମାନେ କେଉଁ ସାମ୍ବାଦିକ ମାନଙ୍କୁ ଛଡ଼ା ଯିବ ନାହିଁ। ଆହୁରି ମାଡାମ କହିଛନ୍ତି ଯିଏ କଥା ନ ମାନି ଜରା ନିବାସ ଭିତରକୁ ଯିବ।ମାଡାମ କହିଛନ୍ତି ଫ୍ଲସ କେସ କରି ହାଜତ ଭିତରକୁ ପଠାଇ ଦିଆଯିବ। ଏତେଦିନ ଧରି ନ ବୁଦ୍ଧ ମଉସା ଜଣଙ୍କ ଧାମନଗର ଜରା ନିବାସ ର ପୋଲ୍ ଖୋଲିଲେଣି ଏ ପର୍ଯ୍ୟନ୍ତ କି ପଦକ୍ଷେପ ନିଆଯାଇଛି। ଡବଲ ଇଞ୍ଜିନ ବିଜେପି ମୋହନ ସରକାର ଜନ ସାଧାରଣ ଙ୍କ ପାଖରେ ପ୍ରତିକ୍ରିୟା ରଖିବେ କି????

16/08/2025

#ଆରମ୍ଭ ହେଲା। କେନ୍ଦ୍ରାପଡ଼ା ଜିଲ୍ଲାର ମହୋତ୍ସବ। ଭୁବନେଶ୍ୱର ଜୟଦେବ ଭବନଠାରେ। ଯୋଗଦେଲେ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ଓ ଆଳିର ବିଧାୟକ, ପ୍ରତାପ କେଶରୀ ଦେବ,ଓ ମହାକାଳପଡ଼ା ବିଧାୟକ ଡାକ୍ତର ଦୁର୍ଗା ପ୍ରସନ୍ନ ନାୟକ।ଓ ପାଟକୁରା ବିଧାୟକ ଅରବିନ୍ଦ ନାୟକ ଯୋଗଦେଇ ଏହି ମହୋତ୍ସବ କୁ ଶୁଭାରମ୍ଭ କରିଥିଲେ//

16/08/2025

# ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବାହୁବଳୀ ବିଧାୟକ ଓ ବହୁ ଶିକ୍ଷାବିତ ଙ୍କ ଦ୍ବାରା ପାଳନ ହେଲା: ୭୯. ତମ ସ୍ବାଧିନତା ଦିବସ!!

10/08/2025

# ମାଥିଲି ରେ ବିଶ୍ୱଆଦିବାସି ଦିବସରେ: ଆଦିବାସୀ ଙ୍କ ମେଳି//

 #ଆଜି ଓଡ଼ିଆ ସାମ୍ବାଦିକ ଦିବସ ରେ। ଆମ ନ୍ୟିଜୁ ପରିବାର ତରଫରୁ ଓଡ଼ିଶା ବାସୀ ଙ୍କୁ ଢେର୍ ସାରା ଶୁଭେଚ୍ଛା। ଓ ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ...
04/08/2025

#ଆଜି ଓଡ଼ିଆ ସାମ୍ବାଦିକ ଦିବସ ରେ। ଆମ ନ୍ୟିଜୁ ପରିବାର ତରଫରୁ ଓଡ଼ିଶା ବାସୀ ଙ୍କୁ ଢେର୍ ସାରା ଶୁଭେଚ୍ଛା। ଓ ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ଅନୁରୋଧ ଯେ। ଯେତେ ଝଡ଼ ଜଞାଳ ଦୁଃଖ କଷ୍ଟ ଆସୁ ପଛେ ସବୁ ସମସ୍ୟା କୁ ପଛରେ ପକାଇ। ସାମ୍ବାଦିକ ଜୀବନ କୁ ଆଗକୁ ବଢିବାର ରହିଛି। ଅନେକ ଲୋକ ଅନେକ କଥା କହିବେ କିନ୍ତୁ ସାମ୍ବାଦିକ କେବେ ପଛକୁ ଫେରି ନ ଥାଏ। ଲୋକଙ୍କ ସମସ୍ୟା କୁ ନେଇ ଆଗକୁ ବଢ଼ି ଥାଏ!!

Address

Bhubaneswar
756117

Alerts

Be the first to know and let us send you an email when Ama News posts news and promotions. Your email address will not be used for any other purpose, and you can unsubscribe at any time.

Share

Category