Odia News Today

Odia News Today odisha's one of a fastest Growing Channel , Digital news , information and Entertainment

27/04/2026

#ବାବା_ସାହେବ_ଭୀମରାଓ_ଆମ୍ବେଦକର_ଜୟନ୍ତୀ_ପାଳନ
ତାଳଚେର ହିଙ୍ଗୁଳା ପ୍ରୋଜେକ୍ଟ ଓ ବଳରାମ ପ୍ରୋଜେକ୍ଟ ସିଷ୍ଠା ସଙ୍ଗଠନ ତରଫରୁ ୧୩୬ ତମ ଡକ୍ଟର ଭୀମ ରାୟ ଆମ୍ବେଦକରଙ୍କର ଜନ୍ମ ଜୟନ୍ତି ପାଳନ

27/04/2026
23/04/2026

#ବିଧାୟକ_ପ୍ରାର୍ଥୀଙ୍କ_ନେତୃତ୍ବରେ_ଉପଜିଲ୍ଲାପାଳଙ୍କୁ_ଦାବୀପତ୍ର_ପ୍ରଦାନ
ତାଳଚେର ମେଡିକାଲ୍ କଲେଜର ଜାତୀୟ କଂଗ୍ରେସ୍ ଲେବର ୟୁନିୟନ ପକ୍ଷରୁ ୧୦ଦଫା ଦାବୀ ନେଇ ତାଳଚେର ବିଧାୟକ ପ୍ରାର୍ଥୀଙ୍କ ନେତୃତ୍ବରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

21/04/2026

#ବିଜେପିରେ_ଭୋଟ୍_ଦେବାକୁ_ନିବେଦନ_କଲେ_ଟ୍ରକ୍_ମଲିକ_ସଙ୍ଘର_ସଭପତି
ବିଜେପିରେ ଭୋଟ୍ ଦେବାକୁ ବେଙ୍ଗଲି ଭୋଟରଙ୍କୁ ନିବେଦନ କଲେ ତାଳଚେର ଟ୍ରକ୍ ମାଲିକ ସଂଘ ସଭାପତି ଦିଲ୍ଲୀପ କୁମାର ପାଣି

21/04/2026

#ତାଳଚେରରେ_ଖୋଲିଲା_ଦିବ୍ୟଶକ୍ତି_ଟ୍ରେନିଂ_ସେଣ୍ଟର
ତାଳଚେର ରେମୁଆ ସ୍ଥିତ ଓମ୍ ବିହାରରେ ଠାରେ ଅଲୌକିକ ଶକ୍ତି ପାଇଁ ଗଣେଷ ଦିବ୍ୟଶକ୍ତି ଟ୍ରେନିଂ ସେଣ୍ଟର ନାମରେ ଖୋଲିଲା ଶିକ୍ଷାନୁଷ୍ଠାନ

15/04/2026

ଏନ୍.ଟି.ପି.ସି ଥର୍ମାଲ ପକ୍ଷରୁ ଜାତୀୟ ଅଗ୍ନିସମ ସପ୍ତାହ ପାଳିତ

Address

Bhubaneswar
751012

Alerts

Be the first to know and let us send you an email when Odia News Today posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia News Today:

Share