Odisha Today

Odisha Today Only Facts

14/08/2026

ଲଗାଣ ବର୍ଷାରେ ବେହଲ ରାଉରକେଲା । ଅସ୍ତ ବ୍ୟସ୍ତ ଜନ ଜୀବନ । କୃତ୍ରିମ ବନ୍ୟା ସ୍ଥିତି ଉତ୍ପନ । ନିଘୋଡ ନିଦ୍ରାରେ ମହାନଗର ନିଗମ ।

13/08/2026

ଲଗାଣ ବର୍ଷାରେ ବେହାଲ୍ ରାଉରକେଲା । ଜଳ ବନ୍ଦୀ ହେଲା ଦକ୍ଷିଣ ରାଉରକେଲା ।

10/08/2026

ଲଗାଣ ବର୍ଷାରେ ଭୁଶୁଡି ଗଲା ରାଉରକେଲା ରେଳଷ୍ଟେସନ ଅସ୍ଥାୟୀ ଛାତ । Odisha Today

18/07/2026

ମହାପ୍ରଭୁଙ୍କ ଆଡ଼ପବିଜେ, ପୁରୀରୁ ସିଧାପ୍ରସାରଣ

09/07/2026

ହତ୍ୟା ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର । ରାଉରକେଲାରେ ଏବେ ୟୁପି ମଡେଲ । ଆକ୍ସନ ମୋଡରେ ରାଉରକେଲା ପ୍ରଶାସନ ଓ ପୋଲିସ । ଗତ ଜୁନ୍ ମାସ 16 ତାରିଖ ଦିନ ଘଟିଥିବା ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡର ଅଭିଯୁକ୍ତ ଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇଛି ପ୍ରଶାସନ । ରାଉରକେଲା ସେକ୍ଟର 7 ଥାନା ଅଧିନସ୍ଥ ନାରାୟଣୀ ବସ୍ତିରେ ଆଜି ସକାଳୁ ସକାଳୁ ବୁଲଡୋଜର ଆକ୍ସନ ଦେଖିବାକୁ ମିଳିଛି । ତୋଫାନ ବିନ୍ଧାଣୀ ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା 6 ଜଣ ଅଭିଯୁକ୍ତ ଙ୍କ ଘରକୁ ଆଜି ଭଙ୍ଗି ନ୍ଦିଆଯାଇଛି । ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଗୋଲ୍ ଘର ନାରାୟଣୀ ବସ୍ତି ଅଞ୍ଚଳରେ କିଛି ଅସାମାଜିକ ଯୁବକ ବେଆଇନ୍ ନିଶା କାରବାର କରୁଥିଲେ । ସେମାନଙ୍କୁ ବିରୋଧ କରିବାରୁ ତୋଫାନ ବିନ୍ଧାଣୀ ଙ୍କୁ ହତ୍ୟା କରିଥିଲେ କିଛି ଯୁବକ । ତେବେ ଆଜି ସମ୍ପୃକ୍ତ ଯୁବକଙ୍କ ମଧ୍ୟରୁ 6 ଜଣ ଅଭିଯୁକ୍ତ ଙ୍କ ଘରକୁ ଭାଙ୍ଗି ଦିଆଯାଇଛି । ତେବେ ସ୍ଥାନୀୟ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ର ଏପରି ପଦକ୍ଷେପ ଅପରାଧ ନିୟନ୍ତ୍ରଣରେ ସହାୟକ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

08/07/2026

ରାଉରକେଲାରେ ଡିବ୍ୟଙ୍ଗ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ରାଉରକେଲାରୁ ଅପହରଣ ଦେବଗଡ଼ରେ ଦୁଷ୍କର୍ମ ।

08/07/2026

ରାଉରକେଲାରେ ଲଜ୍ୟା, ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।

07/07/2026

ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ, ଲହୁଣୀପଡ଼ା ଆଇଆଇସି ପ୍ରଶାନ୍ତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ନିଜ ପୋଲିସ ଭ୍ୟାନରେ ଆହତଙ୍କୁ ପଠାଇଛନ୍ତି ହସ୍ପିଟାଲ ।

"ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ମୋର ପ୍ରିୟ ବଡ଼ଭାଇ!ଈଶ୍ୱର ତୁମକୁ ସୁସ୍ଥ ରଖନ୍ତୁ ଏବଂ ତୁମର ସମସ୍ତ ସ୍ୱପ୍ନ ସତ ହେଉ। ଆଜିର ଦିନଟିକୁ ଖୁବ୍ ...
07/07/2026

"ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ମୋର ପ୍ରିୟ ବଡ଼ଭାଇ!ଈଶ୍ୱର ତୁମକୁ ସୁସ୍ଥ ରଖନ୍ତୁ ଏବଂ ତୁମର ସମସ୍ତ ସ୍ୱପ୍ନ ସତ ହେଉ। ଆଜିର ଦିନଟିକୁ ଖୁବ୍ ମଜାରେ କଟାଅ! 💐

07/07/2026

ଝାରସୁଗୁଡ଼ାରୁ ଲଜ୍ଜାଜନକ ଚିତ୍ର : ବାଇକ୍‌ରେ ପତ୍ନୀଙ୍କ ଶବ, ନେତାଙ୍କ ପାଟିରେ ରାଜନୀତି।

Address

Bhubaneswar
751001

Alerts

Be the first to know and let us send you an email when Odisha Today posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share