Pratigyan TV

Pratigyan TV Get latest and breaking news on Odisha.
(1)

Get latest updates on politics, entertainment, food, sports, business, gadgets, technology, education, jobs, nation, world etc

07/09/2026

ଡ଼ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଲୋକସଭା ଫାଉଣ୍ଡେସନ ପକ୍ଷରୁ ଗୁରୁ ଦିବସ ଅନୁଷ୍ଠିତ

05/09/2026

ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

02/09/2026

ସରସ୍ୱତୀ ସାହୁ ଙ୍କ ଉପରେ ବର୍ଷିଲେ ଗ୍ରାମବାସୀ

02/09/2026

କୁଆଖିଆ ରୁ ଯାଜପୁର ଟାଉନ୍ ଯିବା ରାସ୍ତା କୁ ଅବରୋଧ କଲେ ସାରଙ୍ଗପୂର୍ ଗ୍ରାମବାସୀ

30/08/2026

ପୁରୀ ଜିଲ୍ଲାର ବିଭିନ୍ନ ମନ୍ଦିର ଚୋରି ଘଟଣାରେ ସମ୍ପୃତ ୬ରୁ ଉର୍ଦ୍ଧ୍ୱ ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

25/08/2026

ଜଂଗଲୀ ବାରହା ସହିତ ଦୀର୍ଘ ଦୁଇ ଘଣ୍ଟା ଧରି ସଂଘର୍ଷ କରି ନିଜର ଜୀଵନ ବଞ୍ଚାଇଲେ ୧୪ବର୍ଷର ବାଳକ

21/08/2026

ଶିକ୍ଷୟତ୍ରୀ ଙ୍କୁ ଏକ ତରଫା ପ୍ରେମ କରିଥିଲେ ଯୁବକ।
ମନା କରିଦେବାରୁ ତାଙ୍କ ସହ ପରିବାର କୁ ହାଣିଦେଲେ ।
ପ୍ରେମ ର ଶେଷ କଣ ଏଇଆ
ଖବର ଆମର ବିଚାର ଆପଣଙ୍କର
#ବାଲେଶ୍ୱର

17/08/2026

ଆଜି ଜୀବନ କାଲି କୁ ନାହିଁ
ସମ୍ପର୍କ ରେ ତିକ୍ତତା କରନ୍ତୁ ନାହିଁ
ଜାଗା ସେପରି ଥିବ ହେଲେ ଉପଭୋଗ କରିବାକୁ ତୁମେ ନଥିବ
#କୋଣାର୍କ

14/08/2026

ପଲ୍ଲୀଠାରୁ ମହାନଗର, ସୀମାନ୍ତ ଅଞ୍ଚଳଠାରୁ ରାଜଧାନୀ
୧୯୪୭ ମସିହାରେ ବ୍ରିଟିଶ ଉପନିବେଶବାଦୀ ଶାସନରୁ ମୁକ୍ତ ହୋଇଥିବା ଭାରତ ୭୯ ବର୍ଷର ସ୍ୱାଧୀନତା ଯାତ୍ରା ପୂରଣ କରିଛି। ୨୦୨୬ ଅଗଷ୍ଟ ୧୫ରେ ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ

14/08/2026

ଝିଅ କଲା ପୁଅ କୁ ଅପହରଣ , ଟଙ୍କା ମାଗିଲା ଡାକିଲା ଉଠେଇନେଲା

Address

Bhubaneswar
751030

Telephone

+918327727134

Website

Alerts

Be the first to know and let us send you an email when Pratigyan TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Pratigyan TV:

Shortcuts

Share