Odia Scraps

Odia Scraps Welcome To ODIA SCRAPS
It's a leading 24x7 web news/media portal of Odisha, India Odia Scraps is a leading 24x7 web media portal of Odisha, India
(271)

ଦର୍ଶନ କରି ହୃଦୟରୁ ଲେଖିଦିଅନ୍ତୁ, ଜୟ ମାଁ ତାରାତାରିଣୀ।ମାଁ ଙ୍କ କୃପା ବର୍ଷିବ
15/09/2026

ଦର୍ଶନ କରି ହୃଦୟରୁ ଲେଖିଦିଅନ୍ତୁ, ଜୟ ମାଁ ତାରାତାରିଣୀ।
ମାଁ ଙ୍କ କୃପା ବର୍ଷିବ

ମୁଁ କାହା ସହ ରାତି କାଟିବାକୁ ସର୍କିଟ ହାଉସ ଯାଇନଥିଲି ମୁଁ ବିଜ୍ଞାପନ ସୁଟିଂ ପାଇଁ ରାଉରକେଲା ଓ ସର୍କିଟ ହାଉସ ଯାଇଥିଲି କିନ୍ତୁ ସେଠାରେ ରହିନ...
14/09/2026

ମୁଁ କାହା ସହ ରାତି କାଟିବାକୁ ସର୍କିଟ ହାଉସ ଯାଇନଥିଲି ମୁଁ ବିଜ୍ଞାପନ ସୁଟିଂ ପାଇଁ ରାଉରକେଲା ଓ ସର୍କିଟ ହାଉସ ଯାଇଥିଲି କିନ୍ତୁ ସେଠାରେ ରହିନଥିଲି, ମୋ ନାଁ କୁ ଓଡ଼ିଶାର ମିଡିଆ ଟିଆରପି ପାଇଁ ବ୍ୟବହାର କରୁଛନ୍ତି, ସର୍କିଟ ହାଉସ ବିବାଦକୁ ନେଇ ମୁହଁ ଖୋଲିଲେ ଆଡଲ୍ଟ ଅଭିନେତ୍ରୀ ଟିନା ନନ୍ଦୀ

ଜୀବନ କାହାର ବି ସରଳ ହୋଇ ନଥାଏ
14/09/2026

ଜୀବନ କାହାର ବି ସରଳ ହୋଇ ନଥାଏ

ନବୋଦୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ପିଟି ଟିଚର ଗୁରୁତର ଭାବେ ମାଡ଼ ମାରିବାର ହୋଇଛି ଅଭିଯୋଗ । ମାଡ ମାରି ଦାନ୍ତ ଭାଙ୍ଗିବା ସହିତ ମ...
14/09/2026

ନବୋଦୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ପିଟି ଟିଚର ଗୁରୁତର ଭାବେ ମାଡ଼ ମାରିବାର ହୋଇଛି ଅଭିଯୋଗ । ମାଡ ମାରି ଦାନ୍ତ ଭାଙ୍ଗିବା ସହିତ ମୁଁହ ଫଟେଇଦେବା ଅଭିଯୋଗ ହୋଇଛି।

ବାବା ରାମଦେବଙ୍କ ସ୍ପେଶାଲ୍ ଆୟୁର୍ବେଦିକ ହୁକ୍କା, ଏଥିରେ କୌଣସି ତମ୍ବାଖୁ କିମ୍ବା କେମିକାଲ୍ ଫ୍ଲେଭର୍ ନାହିଁ, ରାମଦେବଙ୍କ ଦାବି ଯେ ଏ ଆୟୁର୍ବ...
14/09/2026

ବାବା ରାମଦେବଙ୍କ ସ୍ପେଶାଲ୍ ଆୟୁର୍ବେଦିକ ହୁକ୍କା, ଏଥିରେ କୌଣସି ତମ୍ବାଖୁ କିମ୍ବା କେମିକାଲ୍ ଫ୍ଲେଭର୍ ନାହିଁ, ରାମଦେବଙ୍କ ଦାବି ଯେ ଏ ଆୟୁର୍ବେଦିକ ହୁକ୍କା ଟାଣିବା ଦ୍ୱାରା ଶରୀରର ବାତ, ପିତ୍ତ ଏବଂ କଫ ଦୋଷ ଦୂର ହେବ, କେବଳ ସେତିକି ନୁହେଁ, ଥଣ୍ଡା, କାଶ ଏବଂ ନାକ ବନ୍ଦ ହେବା ଭଳି ଶ୍ୱାସଜନିତ ସମସ୍ୟାରୁ ମଧ୍ୟ ଏହା ତୁରନ୍ତ ଆରାମ ଦେବ

ଗଣପତି ବାପା ମୋରିୟା
14/09/2026

ଗଣପତି ବାପା ମୋରିୟା

ରାଷ୍ଟ୍ରପତିଙ୍କ ADC ହେଲେ ସାରା ଜୀବନ ଅବିବାହିତ ରହିବାକୁ ପଡେ, ପ୍ରାୟ ୩ ବର୍ଷ ଧରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ADC ରହିଥିବା ମେଜର ଋଷ...
13/09/2026

ରାଷ୍ଟ୍ରପତିଙ୍କ ADC ହେଲେ ସାରା ଜୀବନ ଅବିବାହିତ ରହିବାକୁ ପଡେ, ପ୍ରାୟ ୩ ବର୍ଷ ଧରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ADC ରହିଥିବା ମେଜର ଋଷଭ ସିଂହ ସାମ୍ବ୍ୟାଲ ନିଜ ମନର କଷ୍ଟକୁ ଖୋଲି କରିଦେଇଛନ୍ତି

ଦିଲ୍ଲୀର ଜଣେ ଡ୍ରାଇଭର ଦିଲ୍ଲୀ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ 1,227 ଟଙ୍କା ନ ଦେଇ ଛାଡି ଦେଇ ଦୟା ଦେଖାଇଲେ। ଯାତ୍ରୀ ଜଣକ କହିଲେ ଯେ ତାଙ୍କ...
13/09/2026

ଦିଲ୍ଲୀର ଜଣେ ଡ୍ରାଇଭର ଦିଲ୍ଲୀ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ 1,227 ଟଙ୍କା ନ ଦେଇ ଛାଡି ଦେଇ ଦୟା ଦେଖାଇଲେ। ଯାତ୍ରୀ ଜଣକ କହିଲେ ଯେ ତାଙ୍କ ପରିବାରରେ ଜଣେ ମୃତ୍ୟୁ ହୋଇଛି ଏବଂ ତାଙ୍କର UPI ପେମେଣ୍ଟ ବିଫଳ ହୋଇଛି। ଡ୍ରାଇଭର ଦିନେଶ ତାଙ୍କୁ ବିଶ୍ୱାସ କଲେ ଏବଂ ବଦଳରେ ତାଙ୍କ ନମ୍ବର ନେଲେ। ଯାତ୍ରୀ ଜଣକ ପରେ ମୁମ୍ବାଇ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଟଙ୍କା ଦେଇଦେଲେ। ବିଶ୍ୱାସ ଏବଂ ମାନବିକତାର ଏକ ହୃଦୟସ୍ପର୍ଶୀ ଉଦାହରଣ।

ଆସାମର ଗୁୱାହାଟି ଠାରେ ସ୍ଥିତ ଏକ ଆପାର୍ଟମେଂଟ ରୁ ଆସିଥିଲା ଭାରି ଦୁର୍ଗନ୍ଧ। ପଡୋଶୀ ପୋଲିସ କୁ ଡାକିଥିଲେ। ପୋଲିସ ଘର ଭିତରକୁ ଗଲା ଛାତିଥରା ଦ...
12/09/2026

ଆସାମର ଗୁୱାହାଟି ଠାରେ ସ୍ଥିତ ଏକ ଆପାର୍ଟମେଂଟ ରୁ ଆସିଥିଲା ଭାରି ଦୁର୍ଗନ୍ଧ। ପଡୋଶୀ ପୋଲିସ କୁ ଡାକିଥିଲେ। ପୋଲିସ ଘର ଭିତରକୁ ଗଲା ଛାତିଥରା ଦୃଶ୍ୟ ଦେଖି ଉଡି ଯାଇଥିଲା ପୋଲିସ ର ହୋସ। ଫ୍ରିଜରୁ ବହାରିଥିଲା ସ୍ତ୍ରୀର କଟା ମୁଣ୍ଡ ଆଉ ଆଙ୍ଗୁଠି।

ମହିଳା ଜଣକ ବୋଧହୁଏ ଭୁଲିଯାଇଥିଲେ ଯେ ସେ ଏହା ଭାରତ ନୁହେଁ, ବରଂ କାନାଡାରେ ରହୁଛନ୍ତି, ଭାରତ ବଂଶୋଭବ ଏହି ମହିଳା କାନାଡାରେ ନିଜ ଘରେ କାନାଡିଆ...
12/09/2026

ମହିଳା ଜଣକ ବୋଧହୁଏ ଭୁଲିଯାଇଥିଲେ ଯେ ସେ ଏହା ଭାରତ ନୁହେଁ, ବରଂ କାନାଡାରେ ରହୁଛନ୍ତି, ଭାରତ ବଂଶୋଭବ ଏହି ମହିଳା କାନାଡାରେ ନିଜ ଘରେ କାନାଡିଆନଙ୍କୁ ଭଡାରେ ରଖିଥିଲେ, ହେଲେ କାନାଡିଆନ୍ ମାନେ ଘରେ ଗୋମାଂସ ରାନ୍ଧିବାରୁ ମହିଳା ଜଣକ ଝଗଡ଼ା କରି ରନ୍ଧା ଜିନିଷକୁ ଫୋପାଡ଼ି ଦେଇ ପୋଲିସକୁ ଡାକିଥିଲେ ହେଲେ ପୋଲିସ୍ ମହିଳାଙ୍କୁ ହିଁ ଗିରଫ କରିଥିଲା

Address

PLOT NO-GA-3, FLAT NO-403, SHYAM ENCLAVE, BDA COLONY C S PUR, BUBANESWAR
Bhubaneswar
751016

Alerts

Be the first to know and let us send you an email when Odia Scraps posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Scraps:

Shortcuts

Share