Odisha Neta

Odisha Neta It's the first digital platform in odisha to promote politicians from panchayat to parliament.

Jai Bholenath, Jai Shiv shankar Sambhu, Jai Mahakal
15/02/2026

Jai Bholenath, Jai Shiv shankar Sambhu, Jai Mahakal

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ।
26/01/2026

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ।

23/01/2026

ସରକାରୀ ବ୍ୟବସ୍ଥା ରୁଗ୍‌ଣ ହୋଇସାରିଛି, ସରକାରୀ କର୍ମଚାରୀ କାମଚୋର ପାଲଟି ସାରିଛନ୍ତି ଆଉ ପଇସା ଖୋର ପାଲଟିଥିବା ଅଧିକାରୀ ନିଦା ବିଷ୍ଣୁ ସାଜିଛନ୍ତି । ଏଭଳି ଅବସ୍ଥାରେ ସରକାରଙ୍କୁ କୋଟି କୋଟି ଟଙ୍କା ଖଜଣା ଦେଉଥିବା ସାଧାରଣ ଲୋକ ପ୍ରତିବଦଳରେ ଉଚିତ୍ ସେବା ପାଇବାରୁ ବଞ୍ଚିତ ହେଉଛି । ରାଜଧାନୀରେ ଥିବା ଇନ୍ଦରା ଗାନ୍ଧୀ ପାର୍କକୁ ଅଚାନକ ଗସ୍ତ କରିବା ବେଳେ ଏଭଳି କିଛି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ପାର୍କର ରକ୍ଷଣାବେକ୍ଷଣ ଦାୟୀତ୍ୱରେ ଥିବା କର୍ମଚାରୀଙ୍କୁ ମନ୍ତ୍ରୀ ତାଗିଦ୍ କରିଛନ୍ତି ସତ କିନ୍ତୁ କଳଙ୍କି ଲାଗି ଯାଇଥିବା ବ୍ୟବସ୍ଥା ଆଉ ଦାୟୀତ୍ୱହୀନ ପାଲଟି ସାରିଥିବା କର୍ମଚାରୀ କଣ ସତରେ ସୁଧୁରିବେ !

ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜା ତଥା ବସନ୍ତ ପଞ୍ଚମୀ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ।
23/01/2026

ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜା ତଥା ବସନ୍ତ ପଞ୍ଚମୀ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ।

ପ୍ରଶ୍ନ ଓଡ଼ିଶାର.....
18/01/2026

ପ୍ରଶ୍ନ ଓଡ଼ିଶାର.....

17/01/2026

ଗୋଲାମୁଣ୍ଡା ଗୁଡ଼ ର ପ୍ରଚାର କଲେ ବିଧାୟକ

ପବିତ୍ର ମକର ସଂକ୍ରାନ୍ତିର ଶୁଭକାମନା ।
14/01/2026

ପବିତ୍ର ମକର ସଂକ୍ରାନ୍ତିର ଶୁଭକାମନା ।

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସର ଶୁଭେଚ୍ଛା।
11/01/2026

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସର ଶୁଭେଚ୍ଛା।

Happy New Year 2026
31/12/2025

Happy New Year 2026

23/07/2025

politics

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା
14/04/2025

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା

ବନ୍ଦେ ଉତ୍କଳ ଜନନୀ
01/04/2025

ବନ୍ଦେ ଉତ୍କଳ ଜନନୀ

Address

Bhubaneswar
751001

Alerts

Be the first to know and let us send you an email when Odisha Neta posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Neta:

Share