04/09/2026
ପବିତ୍ର ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ପବିତ୍ର ଅବସରରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦ ଭରିଯାଉ।
ଶ୍ରୀକୃଷ୍ଣଙ୍କ କରୁଣା ଓ ଆଶୀର୍ବାଦ ସଦା ସମସ୍ତଙ୍କ ଉପରେ ରହୁ।
II ଶୁଭେଚ୍ଛା ସହ II
ଡ଼ଃ ସୁଧାଂଶୁ ଶେଖର ନାୟକ, ବିଧାନସଭା ନେତା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ l