ATR News

ATR News The Word ATR Stands for "Any Time Reporting". We aim to connect the citizens of Odisha and beyond to
(1)

07/09/2025

ଉତ୍କଣ୍ଠା ବଢ଼ାଉଛି ଭୁବନେଶ୍ବରର ନୂଆ ସହର। ଭୁବନେଶ୍ୱର ର ଆଗାମୀ ବିକାଶ କରିଡର ହେବ **ଗୋଠପାଟଣା**।ଦ୍ରୁତ ଗତିରେ ଭୁବନେଶ୍ୱର ର ଆଗାମୀ ବିକାଶ କେନ୍ଦ୍ର ଭାବେ ଉଦୟମାନ ହେଉଛି **ଗୋଠପାଟଣା**। 800 ଏକର ଜମିରେ ହେବାକୁ ଯାଉଛି ନୂଆ ଭୁବନେଶ୍ୱର ପ୍ରକଳ୍ପ। ଭିତ୍ତିଭୂମି ଏବଂ ବିଶ୍ୱସ୍ତରୀୟ ସହରାଞ୍ଚଳ ବିକାଶ ର ଯୋଜନା କରିଛି BDA। ଯାହାଦ୍ୱାରା ଏଠାରେ ସମ୍ପତ୍ତି ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି।

ଏଣିକି ଗୋଠପାଟଣା ହେଉଛି ଭୁବନେଶ୍ୱର ର ଭବିଷ୍ୟତ। ଗଢି ଉଠୁଛି ନୂତନ ପରିଚୟ। ଏହାରି ମଧ୍ୟରେ ଏଟିଆର ଗୣପ୍ ଆଣିଛି ପ୍ରିମି‌‌ୟମ୍ ହାଇରାଇଜ୍ ଆପାର୍ଟମେଣ୍ଟ "ଅର୍ବନ୍ ସେରେନୋ"। ଏହା ହେଉଛି ଏକ ପ୍ରିମିୟମ ଲାଇଫଷ୍ଟାଇଲ ସାଙ୍ଗକୁ ଅତ୍ୟାଧୁନିକ ସୁବିଧା ବିଶିଷ୍ଟ
ଆପାର୍ଟମେଣ୍ଟ।

ତେବେ ଆଉ ବିଳମ୍ବ ନକରି ଏହି ସୁବର୍ଣ୍ଣ ସୁଯୋଗ ର ଲାଭ ଉଠାନ୍ତୁ। ନିଜ ଭବିଷ୍ୟତ ପାଇଁ ନିବେଶ କରନ୍ତୁ। ନୂତନ-ଆଶା, ନୂତନ - ବିଶ୍ୱାସ "ଅର୍ବନ୍ ସେରେନୋ"। Videocourtesy- KanakNews

ପବିତ୍ର ସୁନା ବେଶ ରେ ସୁନାରେ ସଜେଇ ହୋଇଛନ୍ତି ଦେବୀ ସୁଭଦ୍ରା
06/07/2025

ପବିତ୍ର ସୁନା ବେଶ ରେ ସୁନାରେ ସଜେଇ ହୋଇଛନ୍ତି ଦେବୀ ସୁଭଦ୍ରା

ମହଣ ମହଣ ସୁନା ଅଳଙ୍କାର ରେ ସଜେଇ ହୋଇଛନ୍ତି ରଥାରୂଢ଼ ବଳିଆ ଠାକୁର
06/07/2025

ମହଣ ମହଣ ସୁନା ଅଳଙ୍କାର ରେ ସଜେଇ ହୋଇଛନ୍ତି ରଥାରୂଢ଼ ବଳିଆ ଠାକୁର

ମହଣ ମହଣ ସୁନା ଅଳଙ୍କାର ରେ ସଜେଇ ହୋଇଛନ୍ତି ରଥାରୂଢ଼ କାଳିଆ ସାଆନ୍ତେ
06/07/2025

ମହଣ ମହଣ ସୁନା ଅଳଙ୍କାର ରେ ସଜେଇ ହୋଇଛନ୍ତି ରଥାରୂଢ଼ କାଳିଆ ସାଆନ୍ତେ

ଶ୍ରୀବିଗ୍ରହଙ୍କ ସୁନା ବେଶ
06/07/2025

ଶ୍ରୀବିଗ୍ରହଙ୍କ ସୁନା ବେଶ

ପବିତ୍ର ବାହୁଡ଼ା ଯାତ୍ରା ରେ କାଳିଆ ସାଆନ୍ତେ ଙ୍କ ପହଣ୍ଡି ବିଜେ ଦୃଶ୍ୟ
05/07/2025

ପବିତ୍ର ବାହୁଡ଼ା ଯାତ୍ରା ରେ କାଳିଆ ସାଆନ୍ତେ ଙ୍କ ପହଣ୍ଡି ବିଜେ ଦୃଶ୍ୟ

ବଡ଼ବାଡ଼ ସାମନ୍ତ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ବାହୁଡ଼ା ପହଣ୍ଡି ଦର୍ଶନ
05/07/2025

ବଡ଼ବାଡ଼ ସାମନ୍ତ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ବାହୁଡ଼ା ପହଣ୍ଡି ଦର୍ଶନ

ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରୁଥିବାର ମନଲୋଭା ଦୃଶ୍ୟ।
05/07/2025

ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରୁଥିବାର ମନଲୋଭା ଦୃଶ୍ୟ।

ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡିର ଅପୂର୍ବ ଦୃଶ୍ୟ
05/07/2025

ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡିର ଅପୂର୍ବ ଦୃଶ୍ୟ

ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଦଣ୍ଡାୟମାନ ସୁସଜ୍ଜିତ ରଥ ତ୍ରୟ
05/07/2025

ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଦଣ୍ଡାୟମାନ ସୁସଜ୍ଜିତ ରଥ ତ୍ରୟ

ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବକାଶ ବେଶ।
28/06/2025

ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବକାଶ ବେଶ।

28/06/2025

Address

KANAN VIHAR PH/II, PATIA
Bhubaneswar
751024

Alerts

Be the first to know and let us send you an email when ATR News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ATR News:

Share

ATR NEWS

ATR NEWS (which stands for “Any Time Reporting”) is an initiative by ATR MEDIA & ENTERTAINMENT. We aim to connect the citizens of India & beyond to the latest news & information about Odisha and India.