Amit Mallick

Amit Mallick Amit Mallick. Publisher - The Sakala

12/11/2023

ଆଲୋକ ଓ ଉତ୍ସାହର ପର୍ବ ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା । ମାତା ଲକ୍ଷ୍ମୀଙ୍କ କରୁଣାରୁ ଆମ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ସୁଖ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ହେଉ।

ଶୁଭ ଦୀପାବଳି

12/11/2023

ପବିତ୍ର କାଳୀପୂଜା ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା। ମା' କାଳୀଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ ।

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ସିଆଲ ଶହୀଦ ହୋଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ।ଓଡ଼ିଶାର ଗୌରବ ଶହୀଦ ପ୍ରକାଶ...
08/11/2023

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ସିଆଲ ଶହୀଦ ହୋଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ।

ଓଡ଼ିଶାର ଗୌରବ ଶହୀଦ ପ୍ରକାଶ ଚନ୍ଦ୍ର ସିଆଲଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।
ଓମ୍ ଶାନ୍ତି 🙏🏻

ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ରୋଗର କାରଣ  ଓ ନିରାକରଣ ଦିଗରେ ପଦକ୍ଷେପ ଗ୍ରହଣ କରି ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆମେ ସମସ୍ତେ...
07/11/2023

ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ରୋଗର କାରଣ ଓ ନିରାକରଣ ଦିଗରେ ପଦକ୍ଷେପ ଗ୍ରହଣ କରି ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ଯତ୍ନବାନ ହେବା।

ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ଭାରତରତ୍ନ ସାର୍ ସି.ଭି. ରମଣଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ପଦାର୍ଥ ବିଜ୍ଞାନ ପ୍ରତି ତାଙ୍କ...
07/11/2023

ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ଭାରତରତ୍ନ ସାର୍ ସି.ଭି. ରମଣଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ପଦାର୍ଥ ବିଜ୍ଞାନ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ଚିର ସ୍ମରଣୀୟ।

ଦଳର ବରିଷ୍ଠ ନେତା,ପୂର୍ବତନ ବିଧାୟକ ଓ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଦେହାନ୍ତରେ ମୁଁ ଦୁଃଖିତ ଓ ମର୍ମାହତ । ଜନସେବା ଓ ରାଜନୀତି କ...
07/11/2023

ଦଳର ବରିଷ୍ଠ ନେତା,ପୂର୍ବତନ ବିଧାୟକ ଓ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଦେହାନ୍ତରେ ମୁଁ ଦୁଃଖିତ ଓ ମର୍ମାହତ । ଜନସେବା ଓ ରାଜନୀତି କ୍ଷେତ୍ରରେ ତାଙ୍କ ଉତ୍ସର୍ଗୀକୃତ ଜୀବନ ଆମ ସମସ୍ତଙ୍କ ପାଇଁ ଆଦର୍ଶ । ତାଙ୍କ ଅମରଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।
ଓଁ ଶାନ୍ତି 🙏

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସ୍ଵାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ଭକ୍ତିପୂତ ...
31/10/2023

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସ୍ଵାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଭାରତର ସ୍ଵାଧୀନତା ସଂଗ୍ରାମରେ ଏବଂ ସ୍ୱାଧୀନୋତ୍ତର ଭାରତର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ସବୁବେଳେ ଆମ ହୃଦୟରେ ରହିବେ ।

28/10/2023

ଓଡ଼ିଆ ସଂସ୍କୃତି ଓ ପରମ୍ପରା ପର୍ବ କୁମାର ପୂର୍ଣ୍ଣିମା ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ। ପୂର୍ଣ୍ଣିମାର ଜହ୍ନ ପରି ସମସ୍ତଙ୍କ ଜୀବନ ଉଜ୍ଜ୍ୱଳମୟ ବୋଲି କାମନା କରୁଛି ।

28/10/2023

ପବିତ୍ର ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା। ଧନ-ଧାନ୍ୟର ଦେବୀ ମା'ଙ୍କ କରୁଣାରୁ ସମସ୍ତଙ୍କ ଜୀବନ ଐଶ୍ଵର୍ଯ୍ୟମୟ ହେଉ ବୋଲି ପ୍ରାର୍ଥନା କରୁଛି।

24/10/2023

ପବିତ୍ର ବିଜୟା ଦଶମୀ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା। ମା' କରୁଣାମୟୀଙ୍କ କୃପାରୁ ସମସ୍ତଙ୍କ ମନରୁ ଆସୁରିକ ଶକ୍ତିର ପ୍ରଭାବ ଦୂର ହୋଇ ମାନବିକତାର ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି ।

ଶୁଭ ବିଜୟା ଦଶମୀ

21/10/2023

ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା। ଅଭୟ ଦାୟିନୀ ମା'ଦୁର୍ଗାଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ ବୋଲି ପ୍ରାର୍ଥନା କରୁଛି।

🙏🏻ଶାରଦୀୟ ଅଭିନନ୍ଦନ 🙏🏻

ଓଡିଶାବାସୀଙ୍କ ହୃଦୟର ସ୍ପନ୍ଦନ, ନୂତନ ଓଡ଼ିଶାର ନିର୍ମାତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ଜନ୍ମଦିନ ଉପଲକ୍ଷେ ମୋର ...
16/10/2023

ଓଡିଶାବାସୀଙ୍କ ହୃଦୟର ସ୍ପନ୍ଦନ, ନୂତନ ଓଡ଼ିଶାର ନିର୍ମାତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ଜନ୍ମଦିନ ଉପଲକ୍ଷେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ କରନ୍ତୁ ବୋଲି ମୋର ବିନମ୍ର ପ୍ରାର୍ଥନା ।

CMO Odisha Biju Janata Dal Odisha

@77

Address

Bhubaneshwar

Alerts

Be the first to know and let us send you an email when Amit Mallick posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Amit Mallick:

Share