10/09/2026
#ମାକୁ_ଛାଡ଼ି_ରହିବେ_କେମିତି?
ଏ ଟିମା ଟିମା ଆଖି ଖୋଜୁଛି କେବଳ ମାଆର ମୁହଁ। ଏ କୁନି କୁନି ହାତ ଖୋଜୁଛି କେବଳ ମାଆର ଉଷ୍ମ ସ୍ପର୍ଶ। ମାଆ କ୍ଷୀର ବିନା ଅଧୁରା ରହୁଛି ଏ ନୀରିହଙ୍କ ପେଟ। ଦିନଥିଲା ଏମାନେ ନିଜ ମାଆ ସହ ଖେଳୁଥିଲେ, ସେ ଆଣି ଦେଉଥିବା ଫଳମୂଳ ଖାଉଥିଲେ। ଆଉ ନିଦ ଲାଗିଲେ ତାରି କୋଳରେ ମୁଣ୍ଡ ଗୁଞ୍ଜି ନିର୍ଭୟରେ ଶୋଉଥିଲେ। ହେଲେ କେଜାଣି କୋଉ ଲୋଭୀ ମଣିଷର ଲୋଲୁପ ଦୃଷ୍ଟି ପଡ଼ିଲା ଏ ନିରୀହଙ୍କ ଉପରେ।