Odisha Crime News

Odisha Crime News News update

ସତରେ କଣ ସମ୍ପର୍କ ପାଇଁ ବିଚ୍ଛେଦ ?
15/08/2021

ସତରେ କଣ ସମ୍ପର୍କ ପାଇଁ ବିଚ୍ଛେଦ ?

ବିଜେଡି ସମ୍ପାଦିକା ଲୋରା ମହାପାତ୍ରଙ୍କ ସମ୍ପର୍କ ଥିଲା ଅନୁଭବ ମହାନ୍ତି ଙ୍କ ସହ
12/08/2021

ବିଜେଡି ସମ୍ପାଦିକା ଲୋରା ମହାପାତ୍ରଙ୍କ ସମ୍ପର୍କ ଥିଲା ଅନୁଭବ ମହାନ୍ତି ଙ୍କ ସହ

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସଓପି । ଭକ୍ତଙ୍କ ପାଇଁ ଆସନ୍ତା ୧୬ତାରିଖରୁ ଖୋଲିବ ଶ୍ରୀମନ୍ଦିର , ୧୨ ଓ ୧୩ ତାରିଖରେ ସେବାୟତ ପରି...
11/08/2021

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସଓପି । ଭକ୍ତଙ୍କ ପାଇଁ ଆସନ୍ତା ୧୬ତାରିଖରୁ ଖୋଲିବ ଶ୍ରୀମନ୍ଦିର , ୧୨ ଓ ୧୩ ତାରିଖରେ ସେବାୟତ ପରିବାର କରିବେ ଦର୍ଶନ
୧୬ରୁ ୨୦ ଯାଏଁ ପୁରୀବାସୀ ଦର୍ଶନ କରିବେ
ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ଅନୁମତି
୨୩ ତାରିଖରୁ ସମସ୍ତେ ଦର୍ଶନ କରିପାରିବେ
ଶନିବାର ଓ ରବିବାର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ ମନ୍ଦିର
କରୋନା ପାଇଁ ୨ଦିନ ସାନିଟାଇଜ ହେବ ମନ୍ଦିର
କୋଭିଡ୍ ଗାଇଡଲାଇନ୍ ସହ ସାମାଜିକ ଦୂରତା ରକ୍ଷା କରିବେ ଶ୍ରଦ୍ଧାଳୁ
ମନ୍ଦରରେ କୌଣସି ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେନି
ମନ୍ଦିର ଭିତରକୁ ଫୁଲ, ଭୋଗ ଓ ଦୀପ ନେଇ ଯାଇପାରିବେନି
ପାନ ଓ ଗୁଟଖା ଖାଇବା ମନା, ଧରାପଡିଲେ ୫୦୦ ଜୋରିମାନା
ମନ୍ଦିରକୁ ପଲିଥିନ୍ ନେବା ମନା, ଧରାପଡିଲେ ୧୦୦ ଟଙ୍କା ଜୋରିମାନା

ବାରେଇ BJP ଦାବି କରିଛି ଆକାଶ ଦାସ ନାୟକ ଙ୍କ ନାମ ରେ ଭିଜିଲାନ୍ସ ତଦନ୍ତ |
10/08/2021

ବାରେଇ BJP ଦାବି କରିଛି ଆକାଶ ଦାସ ନାୟକ ଙ୍କ ନାମ ରେ ଭିଜିଲାନ୍ସ ତଦନ୍ତ |

Address

Bhubaneswar
751001

Website

Alerts

Be the first to know and let us send you an email when Odisha Crime News posts news and promotions. Your email address will not be used for any other purpose, and you can unsubscribe at any time.

Share