Kranti News

Kranti News ସମ୍ବାଦ ପରିବେଷଣ ନୁହେଁ ସମାଜ ପରିବର୍ତ୍ତନ ଆମ ଲକ୍ଷ୍ୟ।

23/08/2026
22/08/2026

#ରେମୁଣା :ମିତ୍ରପୁର ବ୍ଲୁ ଲେକ୍ ଠାରେ ୨ ଟି ପିଲା ପାଣିରେ ବୁଡ଼ି ନିଖୋଜ,ଓଡ୍ରାଫ ଟିମ ପହଞ୍ଚି ଖୋଜାଖୋଜି କରୁଛି, ପିଲା ୨ଟି ବାରିପଦା ଅଞ୍ଚଳ ର ବୋଲି ସୂଚନା ମିଳୁଛି l

 #ରେମୁଣା  #ବଡ଼ପାଳ :ବନ୍ୟା ପ୍ରଭାବରେ ଜଳବନ୍ଦୀ ରେ ଥିବା ଗାଁର ଲୋକ ମାନଙ୍କୁ ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟ ତରଫରୁ  ରନ୍ଧାଖାଦ୍ୟ ଏବଂ ପୋଷା...
19/08/2026

#ରେମୁଣା #ବଡ଼ପାଳ :ବନ୍ୟା ପ୍ରଭାବରେ ଜଳବନ୍ଦୀ ରେ ଥିବା ଗାଁର ଲୋକ ମାନଙ୍କୁ ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟ ତରଫରୁ ରନ୍ଧାଖାଦ୍ୟ ଏବଂ ପୋଷାକ ବଣ୍ଟନ...

ରେମୁଣା ବ୍ଲକ ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ ଝାମ୍ପୁରା ସାହିରେ ଅନେକ ପରିବାର ଆଜିବି ବନ୍ୟା ଘେରରେ ଜଳବନ୍ଦୀ ହେଇ ଅଛନ୍ତି, ବଡ଼ପାଳ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ କୋମଳ ଲୋଚନ ପଣ୍ଡା ଙ୍କ ସହଯୋଗ କ୍ରମେ ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟ ତରଫରୁ ସେହି ଅଞ୍ଚଳରେ ଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଏବଂ ପୋଷାକ ବଣ୍ଟନ କରାଯାଇଛି l

17/08/2026

#ବାଲେଶ୍ୱର :ବାଲିଆ ପଞ୍ଚାୟତର ସରପଞ୍ଚ ନିତାୟ ଚରଣ ନାୟକଙ୍କ ନେତୃତ୍ୱରେ ଚାଲିଥିବା ସଫେଇ କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀ ମାନଙ୍କୁ ବିଧାୟକଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି।

17/08/2026

#ବାଲେଶ୍ୱର :ସରକାର ବିରୁଦ୍ଧରେ ଲଢେଇ ପାଇଁ ଗଠିତ ହେଲା "ବ୍ରାହ୍ମଣ ଯୁବ ମଞ୍ଚ" ସାମ୍ବାଦିକ ସମ୍ମିଳନୀରେ ସୁଚନାଦେଲେ କାର୍ଯ୍ୟକର୍ତ୍ତା....

Address

Bhubaneswar

Alerts

Be the first to know and let us send you an email when Kranti News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kranti News:

Shortcuts

Share

Category