Odia Tech Bulletin

Odia Tech Bulletin OdiaTechBulletin – News that Matters, No Bakbas! We deliver top news and current affairs in Odia – fast, clear and straight to the point. No opinions.

No time-wasting. Just pure, powerful information that keeps you ahead. Odia Tech Bulletin is your go-to source for the latest news and insights on current affairs, technology, and more. Join us on this exciting journey to stay informed and engaged with the world!

14/06/2026

୩୦ ବଡ଼ ଖବର | ବନ୍ଦ ହେବ ଆମେରିକା-ଇରାନ ଯୁଦ୍ଧ | ପାକିସ୍ତାନକୁ ୬୪ ରନରେ ହରାଇଲା ଭାରତ

13/06/2026

୩୦ ବଡ଼ ଖବର | ବିମାନ ଦୁର୍ଘଟଣାରେ ୫ ଯବାନ ସହିଦ | ସମ୍ବର୍ଦ୍ଧିତ ୟୁରାନିୟମକୁ ଆହୁରି ସୁରକ୍ଷିତ ରଖିଲା ଇରାନ

13/06/2026
🎉 10K Followers Completed! ଆପଣମାନଙ୍କୁ କୋଟି କୋଟି ଧନ୍ୟବାଦ! 🙏✨ପ୍ରିୟ ଓଡ଼ିଆ ଭାଇ ଓ ଭଉଣୀମାନେ,ଆଜି ଆମ Odia Tech Bulletin ପରିବାର ୧...
13/06/2026

🎉 10K Followers Completed! ଆପଣମାନଙ୍କୁ କୋଟି କୋଟି ଧନ୍ୟବାଦ! 🙏✨
ପ୍ରିୟ ଓଡ଼ିଆ ଭାଇ ଓ ଭଉଣୀମାନେ,
ଆଜି ଆମ Odia Tech Bulletin ପରିବାର ୧୦,୦୦୦ ସଦସ୍ୟଙ୍କର ଏକ ସୁନ୍ଦର ପରିବାରରେ ପରିଣତ ହୋଇଛି। ଆପଣମାନଙ୍କର ଏହି ଭଲପାଇବା ଏବଂ ସମର୍ଥନ ପାଇଁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି।
ଓଡ଼ିଆ ଭାଷାରେ ପ୍ରତିଦିନ ୩୦ ବଡ଼ ଖବର ୪:୧୫ରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଯେଉଁ ଛୋଟ ପ୍ରୟାସ ଆରମ୍ଭ ହୋଇଥିଲା, ଆଜି ଆପଣମାନେ ତାକୁ ଏକ ବଡ଼ ପରିଚୟ ଦେଇଛନ୍ତି।

🎯 ଆମର ଆଗାମୀ ଲକ୍ଷ୍ୟ: ୧ ଲକ୍ଷ (100K) ବିରାଟ ପରିବାର!

ଏହି ଯାତ୍ରାରେ ଆପଣମାନଙ୍କ ସାଥ୍ ଆହୁରି ଅଧିକ ଦରକାର। ଏମିତି ହିଁ ଆମ ପୋଷ୍ଟଗୁଡ଼ିକୁ ଲାଇକ୍, ସେୟାର୍ କରି ଆମକୁ ଆଗକୁ ବଢିବାରେ ସାହାଯ୍ୟ କରନ୍ତୁ।
ଆପଣମାନଙ୍କୁ ପୁଣିଥରେ ଅଶେଷ ଧନ୍ୟବାଦ! ❤️
ଜୟ ଜଗନ୍ନାଥ! 🙏

12/06/2026

୩୦ ବଡ଼ ଖବର | ଏଣିକି ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷା | ନିଟ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଅଧିକ ୧୫ ମିନିଟ

12/06/2026

ଆପଣ ଜାଣନ୍ତି କି EP 004? | ଆମେରିକା-ଇରାନ ଯୁଦ୍ଧରେ ରହିଛି ଆଶ୍ଚର୍ଯ୍ୟଜନକ ତଥ୍ୟ

11/06/2026

୩୦ ବଡ଼ ଖବର | ଫିଫା ବିଶ୍ୱକପ୍ ୨୦୨୬ ଉଦ୍ଘାଟିତ | ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ଯାତ୍ରା

11/06/2026

ଆପଣ ଜାଣନ୍ତି କି EP 003? | ଏବର୍ଷ ବଜ଼ାରକୁ ଆସୁଛି ଉଡ଼ନ୍ତା କାର

10/06/2026

୩୦ ବଡ଼ ଖବର | ୧୧ ଜୁନ୍ ୨୦୨୬ | TOP HEADLINES | FIFA, PM Modi, America and Iran

ତାମିଲ ସିନେମା ଜଗତରେ ବାସ୍ତବବାଦୀ ଚଳଚ୍ଚିତ୍ରର ଏକ ନୂଆ ଯୁଗ ଆରମ୍ଭ କରିଥିବା ପ୍ରଖ୍ୟାତ ନିର୍ଦ୍ଦେଶକ ଭାରତୀରାଜା ଆଉ ନାହାନ୍ତି।
10/06/2026

ତାମିଲ ସିନେମା ଜଗତରେ ବାସ୍ତବବାଦୀ ଚଳଚ୍ଚିତ୍ରର ଏକ ନୂଆ ଯୁଗ ଆରମ୍ଭ କରିଥିବା ପ୍ରଖ୍ୟାତ ନିର୍ଦ୍ଦେଶକ ଭାରତୀରାଜା ଆଉ ନାହାନ୍ତି।

Address

Bhubaneswar

Alerts

Be the first to know and let us send you an email when Odia Tech Bulletin posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Tech Bulletin:

Shortcuts

Share