Odisha Reader

Odisha Reader Odisha Reader is one of the leading Digital Based News Channel of the state

05/05/2025

ଦୀଘା ଜଗନ୍ନାଥ ମନ୍ଦିର ଆଗରୁ ହଟିଲା ‘ଜଗନ୍ନାଥ ଧାମ’ ଲେଖା....

02/05/2025

ମାଟ୍ରିକ ପରୀକ୍ଷା ଚଳିତ ବର୍ଷ
ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ । ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୫୬୩ ଜଣ । ସେମାନଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ

ଅପରାହ୍ନ ୪ଟାରେ ମାଧ୍ୟମିକ ବୋର୍ଡ ଅଫିସରେ ପ୍ରକାଶ ପାଇବ  ମାଟ୍ରିକ ପରୀକ୍ଷାଫଳ।ରେଜଲ୍ଟ। ସନ୍ଧ୍ୟା ୬ଟା ପରେ ଅଫିସିଆଲ ଓ୍ବେବସାଇଟରେ ରେଜଲ୍ଟ ଉପ...
02/05/2025

ଅପରାହ୍ନ ୪ଟାରେ ମାଧ୍ୟମିକ ବୋର୍ଡ ଅଫିସରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ।
ରେଜଲ୍ଟ। ସନ୍ଧ୍ୟା ୬ଟା ପରେ ଅଫିସିଆଲ ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ଛାତ୍ରୀଛାତ୍ରମାନେ bseodisha.ac.inରେ ଛାତ୍ରୀଛାତ୍ର ସେମାନଙ୍କ ଫଳାଫଳ ଦେଖିପାରିବେ।

-୧୦ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ ସମ୍ଭାବନା-ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ଗଜପତି, ଗଞ୍ଜାମ,...
02/05/2025

-୧୦ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ ସମ୍ଭାବନା
-ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲା ପାଇଁ ସତର୍କତା ଜାରି
-ଆସନ୍ତା ୧୦ ତାରିଖ ଯାଏଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଆଜି ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ରାଜ୍ୟରେ ୫୭ ହଜାର କୋଟି ବ୍ୟୟରେ ହେବାକୁ ଥିବା ପ୍ରକଳ୍ପର କରିବେ ଉଦ୍‌ଘାଟନ...
02/05/2025

ଆଜି ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
-ରାଜ୍ୟରେ ୫୭ ହଜାର କୋଟି ବ୍ୟୟରେ ହେବାକୁ ଥିବା ପ୍ରକଳ୍ପର କରିବେ ଉଦ୍‌ଘାଟନ ଓ ଶିଳାନ୍ୟାସ

02/05/2025

ବୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ଭିଜିଲାନ୍ସ ଜାଲରେ
, ସବସିଡି କରାଇଦେବା ଲାଗି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରିଲା ଭିଜିଲାନ୍ସ

01/05/2025

କିଟ୍ କ୍ୟାମ୍ପସରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ । ଛାତ୍ରୀ ରୁମ୍ ରେ ଏକାଥିଲେ ଏବଂ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ବୋଲି ପୋଲିସ କମିଶନର କହିଛନ୍ତି । ରୁମ୍ ରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି ।

01/05/2025

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ ଟାରେ ପ୍ରକାଶ ପାଇବ । ସନ୍ଧ୍ୟା ୬ ଟାରୁ ୱେବସାଇଟରେ ମିଳିବ ରେଜଲ୍ଟ ।

bseodisha.ac.in ୱେବ୍‌ସାଇଟ୍‌ରେ ଫଳ ଉପଲବ୍ଧ ହେବ । SMS ଜରିଆରେ ଫଳ ଜାଣିପାରିବେ ପରୀକ୍ଷାର୍ଥୀ । OR10 ପରେ ସ୍ପେସ୍‌ ଦେଇ ରୋଲ୍‌ ନମ୍ବର ଲେଖନ୍ତୁ SMSକୁ 5676750 ନମ୍ବରକୁ ପଠାଇଲେ ଫଳ ଜାଣିହେବ ।

ଦେଶର 52ତମ ପ୍ରଧାନ ବିଚାରପତି ହେଲେ ବି.ଆର୍. ଗଭାଇ । ନିଯୁକ୍ତି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ । ଆସନ୍ତା ମାସ 14 ତାରିଖରୁ ...
29/04/2025

ଦେଶର 52ତମ ପ୍ରଧାନ ବିଚାରପତି ହେଲେ ବି.ଆର୍. ଗଭାଇ । ନିଯୁକ୍ତି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ । ଆସନ୍ତା ମାସ 14 ତାରିଖରୁ ଗ୍ରହଣ କରିବେ ଦାୟିତ୍ୱ ।

ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଚିଠି । ପହଲଗାମ ଆତଙ୍କୀ ଆକ୍ରମଣ ନେଇ ସଂସଦରେ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଅ...
29/04/2025

ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଚିଠି । ପହଲଗାମ ଆତଙ୍କୀ ଆକ୍ରମଣ ନେଇ ସଂସଦରେ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଅନୁରୋଧ । ସ୍ବତନ୍ତ୍ର ଅଧିବେଶନ ଜରିଆରେ ଶାସକ ଓ ବିରୋଧୀ ମିଳିତ ଭାବେ ଦେଶ ସଂକଟ ଉପରେ ଆଲୋଚନା ଜରୁରୀ ।

ଆଗକୁ_ଅନ୍‌ଲାଇନ୍_କ୍ଲାସ୍ ଖରା ପାଇଁ ସମୟ ଆଗରୁ ସ୍କୁଲ ଛୁଟି : ଆଗକୁ ହୋଇପାରେ ଅନ୍‌ଲାଇନ୍ କ୍ଲାସ୍ , ଏନେଇ ଚାଲିଛି ଆଲୋଚନା
29/04/2025

ଆଗକୁ_ଅନ୍‌ଲାଇନ୍_କ୍ଲାସ୍
ଖରା ପାଇଁ ସମୟ ଆଗରୁ ସ୍କୁଲ ଛୁଟି : ଆଗକୁ ହୋଇପାରେ ଅନ୍‌ଲାଇନ୍ କ୍ଲାସ୍ , ଏନେଇ ଚାଲିଛି ଆଲୋଚନା

29/04/2025

Address

Bhubaneswar
Bhubaneswar
751030

Alerts

Be the first to know and let us send you an email when Odisha Reader posts news and promotions. Your email address will not be used for any other purpose, and you can unsubscribe at any time.

Share

ODISHA READER

Media News Company