Odia Film Critics

Odia Film Critics It's all about our love for odia cinema ❤️
Let's explore the Golden Era of odia cinema together

14/09/2026
14/09/2026

ଏ ବର୍ଷ କେଉଁ ଓଡ଼ିଆ ସିନେମା ଆପଣଙ୍କୁ ସବୁଠୁ ଭଲ ଲାଗିଲା? 🎬

👇 Pick your favourite and tell us why!

🎥 Bara Badhu
🎥 Murabi
🎥 Kangula
🎥 Mantra Muugdha
🎥 Shikar
🎥 Chhaki Suna

💬 Comment below!

ଓଡ଼ିଆ ସିନେମାକୁ ଭଲ ପାଉଥିଲେ, ଆପଣଙ୍କ ପସନ୍ଦ କେଉଁଟି? ❤️

14/09/2026

🎬 Three Odia films, three stories, one weekend! 🔥

Dahaan • Dandakali • Jadi are now in theatres! 🍿🎥

Have you watched them yet? 👀
Which one did you watch, and how was it? ⭐

👇 Share your review in the comments! 💬

~ 'ଡାକମୁନ୍ସୀ’ରେ ଗୋପାଳ ଭୂମିକାରେ ଶୈଳେନ୍ଦ୍ର~ ‘ଗେମ୍ ଓଭର୍’ରେ ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁ-ସୁପ୍ରିୟା ଯୋଡ଼ି~ ଏଥର ଭୂମିକାଙ୍କ ପାଳି(Samb...
13/09/2026

~ 'ଡାକମୁନ୍ସୀ’ରେ ଗୋପାଳ ଭୂମିକାରେ ଶୈଳେନ୍ଦ୍ର
~ ‘ଗେମ୍ ଓଭର୍’ରେ ପ୍ରଥମଥର ପାଇଁ ଅର୍ଦ୍ଧେନ୍ଦୁ-ସୁପ୍ରିୟା ଯୋଡ଼ି
~ ଏଥର ଭୂମିକାଙ୍କ ପାଳି
(Sambad 13 Sept)

~ ‘ଦଣ୍ଡକାଳୀ'ରେ ତୃପ୍ତିଙ୍କ ଅଭିନୟକୁ ନେଇ ଚର୍ଚ୍ଚା~ 'ଆଗ୍ନେ ୱେଡ୍‌ସ ମୀନଲ୍'ରେ ମନୋଜଙ୍କ ନୂଆ ଅବତାର~ ‘ମଧୁମାଳତୀ’ରେ ଭୂମିକାଙ୍କ ଆକର୍ଷଣୀୟ ...
13/09/2026

~ ‘ଦଣ୍ଡକାଳୀ'ରେ ତୃପ୍ତିଙ୍କ ଅଭିନୟକୁ ନେଇ ଚର୍ଚ୍ଚା
~ 'ଆଗ୍ନେ ୱେଡ୍‌ସ ମୀନଲ୍'ରେ ମନୋଜଙ୍କ ନୂଆ ଅବତାର
~ ‘ମଧୁମାଳତୀ’ରେ ଭୂମିକାଙ୍କ ଆକର୍ଷଣୀୟ ଲୁକ୍
~ ‘ଏଇ ବୋଧେ ଭଲ ପାଇବା'କୁ ନେଇ ଚର୍ଚ୍ଚାରେ ଅନୁଭା
~ ଆସୁଛି 'ସ୍ବାଗ୍ ରାଜା'
(Samaja 13 Sept)

~ ମୁକ୍ତିଲାଭ କଲା ‘ଦାହାନ - ଦ ଏଭିଲ୍ ୱିଦିନ୍’~ ମୁମ୍ବାଇରେ ‘ଦାହାନ’ର ପ୍ରିମିୟର~ ଚର୍ଚ୍ଚାରେ ‘ମଧୁମାଳତୀ'~ ୧୮ରେ ‘ମାଳିପୁଟ ମେଲୋଡିଜ୍'(Sak...
13/09/2026

~ ମୁକ୍ତିଲାଭ କଲା ‘ଦାହାନ - ଦ ଏଭିଲ୍ ୱିଦିନ୍’
~ ମୁମ୍ବାଇରେ ‘ଦାହାନ’ର ପ୍ରିମିୟର
~ ଚର୍ଚ୍ଚାରେ ‘ମଧୁମାଳତୀ'
~ ୧୮ରେ ‘ମାଳିପୁଟ ମେଲୋଡିଜ୍'
(Sakala 13 Sept)

~ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜଙ୍ଖ’ର ଟାଇଟିଲ ଘୋଷଣା (Nitidin 13 Sept)~ ଓଡ଼ିଆ ଚଳଚ୍ଚିତ ‘ଏଇ ବୋଧେ ଭଲ ପାଇବା’ର ପୋଷ୍ଟର ଲୋକାର୍ପଣ (Nitidin...
13/09/2026

~ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜଙ୍ଖ’ର ଟାଇଟିଲ ଘୋଷଣା (Nitidin 13 Sept)
~ ଓଡ଼ିଆ ଚଳଚ୍ଚିତ ‘ଏଇ ବୋଧେ ଭଲ ପାଇବା’ର ପୋଷ୍ଟର ଲୋକାର୍ପଣ (Nitidin 13 Sept)
~ Bengal's Subhashis makes Odia debut with 'Jankha' (Orissa Post 13 Sept)
~ ଫ୍ଲୋର୍‌ରେ ‘ଅଯୋଗ୍ୟ’ (Prameya 13 Sept)

I’ve been waiting for this film for a very long time. ❤️🎬I genuinely believe that Dibyajyoti Udayasingh the director of ...
13/09/2026

I’ve been waiting for this film for a very long time. ❤️🎬
I genuinely believe that Dibyajyoti Udayasingh the director of Khurda Toka team has the calibre, understanding and vision to know exactly what today’s Odia audience wants to watch.
His storytelling, sense of humour, emotions, and understanding of the audience have always impressed me in his comedy. Now, I’m hoping he delivers something truly special on the big screen.
The wait ends today. ❤️🔥

Hope the film lives up to all the expectations!

🎟️ Bookings are OPEN NOW!

Let’s support good Odia cinema. 🙌❤️

~ ପରଦାରେ ତୃପ୍ତି ଦାସ~ ମନ ଜିଣିବ ‘ଦାହାନ୍’~ ଅପେକ୍ଷାର ଅନ୍ତ. ମୁକ୍ତିଲାଭ କରିବ ‘ଏଇ ବୋଧେ ଭଲ ପାଇବା’ (Sambad 06 Sept)
06/09/2026

~ ପରଦାରେ ତୃପ୍ତି ଦାସ
~ ମନ ଜିଣିବ ‘ଦାହାନ୍’
~ ଅପେକ୍ଷାର ଅନ୍ତ. ମୁକ୍ତିଲାଭ କରିବ ‘ଏଇ ବୋଧେ ଭଲ ପାଇବା’
(Sambad 06 Sept)

~ 'ର।ବଣ'ରେ ଧମାକା କରିବେ ଅନୁଭବ~ ୮୦ ଦଶକର ପ୍ରେମ କାହାଣୀ ‘ମଧୁମାଳତୀ’~ ଭକ୍ତ-ଭଗବାନଙ୍କ ନିଆରା କାହାଣୀ ‘ତୋ ବିନୁ ଅନ୍ୟଗତି ନାହିଁ-୨'(Sama...
06/09/2026

~ 'ର।ବଣ'ରେ ଧମାକା କରିବେ ଅନୁଭବ
~ ୮୦ ଦଶକର ପ୍ରେମ କାହାଣୀ ‘ମଧୁମାଳତୀ’
~ ଭକ୍ତ-ଭଗବାନଙ୍କ ନିଆରା କାହାଣୀ ‘ତୋ ବିନୁ ଅନ୍ୟଗତି ନାହିଁ-୨'
(Samaja 06 Sept)

Address

Sahid Nagar
Bhubaneswar

Website

Alerts

Be the first to know and let us send you an email when Odia Film Critics posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Film Critics:

Shortcuts

Share