P news Odisha

P news Odisha Contact information, map and directions, contact form, opening hours, services, ratings, photos, videos and announcements from P news Odisha, Media/News Company, Odisha, Bhubaneswar.

24/07/2026

ବାଲେଶ୍ଵରରେ ଫାଣ୍ଡି ଛକ ଠାରେ ସଦର ବିଜେପିର ପ୍ରତିବାଦ ବେଳେ ଧସେଇ ପଶିଲେ ଜଣେ ସିଜେପି କର୍ମୀ। ପୋଲିସ ସମ୍ମୁଖରେ ଯୁବକଙ୍କୁ ଧୋଇଦେଲେ ବିଜେପି କର୍ମୀ

18/07/2026

ଓଡ଼ିଶା ର କୋଣ ଅନୁକୋଣରେ ରଥ ଯାତ୍ରା ପାଳନ ହୁଏ।କିନ୍ତୁ ବାଲେଶ୍ୱର ଜିଲ୍ଲାର ସୀମାନ୍ତ ରଥଯାତ୍ରା ନିଆରା। ଜଗନ୍ନାଥ ମନ୍ଦିର ବାଲେଶ୍ୱର ରେ,ମାଉସୀ ମା ମନ୍ଦିର ମୟୂରଭଞ୍ଜରେ ଦୁଇ ଜିଲ୍ଲାର ମହାମିଳନ, ଭାବ ଭକ୍ତିର ଅପୂର୍ବ ତ୍ରିବେଣୀ ସଙ୍ଗମ ଦୂର୍ଗାଦେବୀ ପଞ୍ଚାୟତ। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତବର୍ତ୍ତୀ ରେମୁଣା ବ୍ଲକ ଦୂର୍ଗାଦେବୀ ପଞ୍ଚାୟତ ଅନ୍ତର୍ଗତ ଭଞ୍ଜଛଡା ରାଉତରାପୁରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ

04/07/2026

ମାଛ ଖାଇଲେ ହୋଟେଲ ରେ ମାମଲା ହେଲା ଥାନାରେ। ମାଛ ଗୋଟାକ ୧୪୦୦

13/06/2026

ତିନୋଟି ଜିଲ୍ଲାରେ ବଡ଼ ଧରଣର ଗୋ ମାଫିଆ ଅପରେସନକୁ ନେଇ ଡିଆଇଜି ପିନାକ ମିଶ୍ରଙ୍କ ସାମ୍ୱାଦିକ ସମ୍ମିଳନୀ

25/05/2026

ଆଜି ସକାଳେ ହଳଦିପଦା ରେ ଏକ ହରିଣ ମରିକି ପଡିଥିବାର ଦେଖି ବାକୁ ମିଳିଛି

26/04/2026

ଏସଡିପିଓ ଅଫିସ ସମ୍ମୁଖରେ ସମର୍ଥକଙ୍କ ଭିଡ଼ । ଫୁଲ ମାଳ ଦେଇ କଲେ ସମ୍ବର୍ଦ୍ଧ

19/04/2026

ବାଲେଶ୍ଵର ଏକତରଫା ପ୍ରେମ କୁ ନେଇ ଝିଅର ବାପାଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ,ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।ବସ୍ତା ଥାନା ଅନ୍ତର୍ଗତ ଖଡିକାପଦା ଅଞ୍ଚଳରେ ଏକତରଫା ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ,ସହଯୋଗୀ ଙ୍କ ଜରିଆରେ ଭୁଜାଲି ରେ ଆକ୍ରମଣ ସହିତ ଗୋନ ଦେଖାଇ ଭୟଭୀତ କରାଇଥିବା ଅଭିଯୋଗ ହୋଇଛି।ଗୁରୁତର ହେଉଛନ୍ତି ହରିଶଚନ୍ଦ୍ର ପ୍ରଧାନ, ତାଙ୍କର ମୁଣ୍ଡ ଦେହରେ ଆଘାତ ଲାଗିଛି।ଅଭିଯୋଗ ପାଇବା ପରେ ବସ୍ତା ପୋଲିସ ଘଟଣାର ଅଧିକ ତଦନ୍ତ ସହିତ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି

17/04/2026

ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ବାଲେଶ୍ଵର ଠାରେ ‘ମୁଖ୍ୟମନ୍ତ୍ରୀ କପ୍-୨.୦’ ର ବରିଷ୍ଠ କ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି।

14/04/2026

ବାଲେଶ୍ୱର ସହଦେବଖୁଣ୍ଟା ଠାରେ ଥିବା ଏକ ଘୋରଇ ଜଗତ ଜନନୀ ମା ତାରିଣୀଙ୍କର ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

12/04/2026

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସରପଞ୍ଚଙ୍କ ସ୍ୱାମୀଙ୍କୁ ଆକ୍ରମଣ ଅଭିଯୋଗରେ ବିଜେଡି ପଞ୍ଚାୟତ ସଭାପତିଙ୍କୁ ଗିରଫ କଲା ବସ୍ତା ପୋଲିସ,

Address

Odisha
Bhubaneswar

Website

Alerts

Be the first to know and let us send you an email when P news Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share