Times Odia

Times Odia Times Odia No1 Digital Media

06/07/2025

ଧାମନଗରରେ ପବିତ୍ର ମୋହରମ ପର୍ବ ପାଳନ #

06/07/2025

ଆମ୍ବୁଲାନ୍ସ ନଆସିବାରୁ ମେଡିକାଲରେ ଉତ୍ତେଜନା #

29/06/2025

ଖୋଲା ଆଲୋଚନା |

18/06/2025

ଖୁବ ଶୀଘ୍ର ପାଣି ର ସମସ୍ୟା ଦୂର ହେବ

16/06/2025

ଧାମନଗର ବ୍ଲକ କୋଠାର ପାର୍କ ନିର୍ମାଣରେ ଦୁର୍ନୀତିର ଗନ୍ଧ! ଚଳୁ କରିଦେଲେ ଲକ୍ଷାଧିକ ଟଙ୍କା!

15/06/2025

#ପୋଲିସ_ପଞ୍ଝାରେ_ବାଇକ୍_ଚୋର
ବୁଲେଟ ଚୋରି କରି ବନୁଥିଲେ ବୁଲେଟ ରାଜା । ଚୋରି ଟଙ୍କାରେ ଅୟସ ଆରାମରେ ବଞ୍ଚୁଥିଲେ । କଳିଙ୍ଗ ବିହାରରୁ ୫ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ ।

14/06/2025

ଅଲ ଓଡିଶା କେଉଟ,କୈବର୍ତ୍ତ, ଧୀବର ହଟାଓ କ୍ରିୟାନୁଷ୍ଟାନ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

13/06/2025

ନିଜ ଭୁଲ କୁ ମାନିଲେ N. H. ଅଧିକାରୀ

13/06/2025

ଡ୍ରେନକାମ ଯୋଗୁ ଦୋକାନୀ ଙ୍କ ଦୋକାନୀ ସାମଗ୍ରୀ ନଷ୍ଟ

09/06/2025

.ମା କଲ୍ୟାଣୀ ଙ୍କ ପୀଠରେ ୩ ଦିନ ବ୍ୟାପୀ ଜୀର୍ଣ୍ଣଉଧାର କାର୍ଯ୍ୟକ୍ରମ ଅନୁଷ୍ଠିତ ||


ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ଚାନ୍ଦପୁର ଗ୍ରାମ ର ଇଷ୍ଟ ଦେବୀ ଙ୍କର ବହୁ ପୁରାତନ ମନ୍ଦିର ର ଜୀର୍ଣ୍ଣଉଧାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆଜିର ଏହି ବିଶ୍ବାସ ଏବଂ ଅନ୍ଧ ବିଶ୍ବାସ ର ବିଜ୍ଞାନ ଦୁନିଆ ରେ କେଉଁଠି ନା କେଉଁଠି ଲୋକ ମାନଙ୍କ ଭଗବାନ ଉପରେ ବିଶ୍ୱାସ ରହିଛି ଏବଂ ଲୋକ ମାନେ ମଧ୍ୟ ପଣ୍ଡିତ ମାନଙ୍କ ତତ୍ଵାବଧାନରେ ମା ଙ୍କ ନିକଟରେ ନିଜକୁ ସମର୍ପଣ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି | ଏହି ଉତ୍ସବରେ ମହୁରୀ ରାଜା ଶ୍ରୀ ଅଶୋକ କୁମାର ନରେନ୍ଦ୍ର ଦେବଙ୍କ ଅଧ୍ୟକ୍ଷତାରେ,ପଣ୍ଡିତ ଶ୍ରୀ ଗଙ୍ଗାଧର ମିଶ୍ର ଙ୍କ ସମ୍ପୂଣ୍ଣ ସହଯୋଗ ରେ ଯଜ୍ଞ ବାଚସ୍ପତି ଶ୍ରୀ ଉମାବଲ୍ଲଭ ଦାସ, ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ, ଆମ୍ବପୁର ଗ୍ରାମ ର ପଣ୍ଡିତ ଶ୍ରୀ ଗଙ୍ଗାଧର ମିଶ୍ର, ଭାଗୀରଥୀ ମିଶ୍ର, ରବିନ୍ଦ୍ର ନାଥ ମିଶ୍ର, ଏବଂ ପଣ୍ଡିତ ଶ୍ରୀ ଅକ୍ଷୟ କୁମାର ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ୩ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମନ୍ଦିର ଜୀର୍ଣ୍ଣଉଧାର କାର୍ଯ୍ୟକ୍ରମ ରେ ମୁଖ୍ୟ କର୍ତ୍ତା ଭାବେ ଚାନ୍ଦପୁର ଗ୍ରାମ ର ଯୁବକ ସଭାପତି ଶ୍ରୀ ବାଲ୍ୟରାମ ଦଳେଇ, ଧର୍ମ ପତ୍ନୀ ପ୍ରିୟଙ୍କା ଦଳେଇ, ମଣ୍ଟୁ, ଅନୀଳ, ମୁନା, ଲିଲୁ, ପପୀ, ବାବୁଲା, ଟିକିନା, ମିଟୁ, ରାଜୁ, ସାଲୁ, ଶରତ, ବିକ୍ରମ, ଶିବରାମ ପ୍ରମୁଖ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା | ୬ ତାରିଖରେ ଅଙ୍କୁରା ରୋପଣ, ମଣ୍ଡଳକରଣ, ୭ ତାରିଖ ରେ ପୂଜାପାଠ, ବ୍ରାହ୍ମଣ ବରଣ, ଚଣ୍ଡୀପାଠ, ପାର୍ବତୀ ଅଗ୍ନିସଂସ୍କାର ଅନୁଷ୍ଠିତ ହୋଇଯାଇଛି | ୮ ତାରିଖ ରେ ନରସିଂହ ପୂଜା ହବନ, ମନ୍ଦିର ଭଗ୍ନ, ପୂର୍ଣ୍ଣାହୁତି | ଶେଷରେ ପ୍ରସାଦ ଶେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ଅନେକ ମାତ୍ରାରେ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନେ ଯୋଗଦାନ କରିଥିଲେ ଏବଂ ମା କଲ୍ୟାଣୀ ଦେବୀ ଙ୍କର ଆଶୀର୍ବାଦ ଏବଂ କୃପା ମଧ୍ୟ ଲାଭ କରିଥିଲେ |

08/06/2025

ମରଣଯନ୍ତା ସାଜିଛି ତମାଣ୍ଡୋ ଓଭରବ୍ରିଜ ଶୁଣୁନାହାନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ

07/06/2025

5T ନାମ ରେ ମହା ଦୁର୍ନୀତି , ଲୁଟି ନେଲେ ପଚାଶଲକ୍ଷ୍ୟ #

Address

Times Odia Office, , Unit/House Room No 504A 5th Floor, ESPLANADE Mall Rasulgarh Bhubaneswar, Odisha
Bhubaneswar
751010

Telephone

+919090415415

Website

Alerts

Be the first to know and let us send you an email when Times Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Times Odia:

Share