PEN IN BOOKS

PEN IN BOOKS Odisha's leading publishing house since 2006
an imprint of ODIA MEDIA PRIVATE LIMITED India's leading publishing house since 2006
(1)

INVITATIONPEN IN BOOKS is proud to present Offbeat Stories, a collection of short stories by Shri Om Prakash Singh, the ...
02/09/2026

INVITATION
PEN IN BOOKS is proud to present Offbeat Stories, a collection of short stories by Shri Om Prakash Singh, the former PCCF, Odisha.

Stories drawn from a lifetime lived close to Odisha's forests, its people, and the quiet, unforgettable moments most of us walk past.

Grab your copy on Amazon: amazon.in/dp/9347497029

3 September 2026 | 5.30 PM
Aranya Bhawan, Bhubaneswar



fans

ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ 'ଆର୍‌ଏସ୍ଏସ୍‌ ୩୬୦°' ପୁସ୍ତକର ଲେଖକ ରତନ ଶାରଦାଙ୍କୁ ଭେଟନ୍ତୁ ଓଡ଼ିଶା ସାହିତ୍ୟ ଉତ୍ସବ ୨୦୨୬ରେ୫-୬ ସେପ୍ଟେମ୍ବର...
01/09/2026

ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ 'ଆର୍‌ଏସ୍ଏସ୍‌ ୩୬୦°' ପୁସ୍ତକର ଲେଖକ ରତନ ଶାରଦାଙ୍କୁ ଭେଟନ୍ତୁ ଓଡ଼ିଶା ସାହିତ୍ୟ ଉତ୍ସବ ୨୦୨୬ରେ
୫-୬ ସେପ୍ଟେମ୍ବର ୨୦୨୬
ମେଫେୟାର କନ୍‌ଭେନ୍‌ସନ୍, ଭୁବନେଶ୍ବର

ଆର୍‌ଏସ୍ଏସ୍‌ ୩୬୦° ଆମାଜନ୍‌ରେ ଉପଲବ୍ଧ www.amazon.in/dp/9388863569


The New Indian Express TNIE Odisha Edex
fans

How does the pursuit of knowledge find itself at the crossroads of ideology? Dr Ratan Sharda and Makarand R Paranjape come together to explore the place of ideology in academia, and the shifting ground between left and right.

Join us for a conversation on one of the defining debates in education today, at Odisha Literary Festival 2026.

ଭାରତୀୟ ସାମ୍ବାଦିକତା ଜଗତର ବିସ୍ମୟ, ଦାରିଦ୍ର‍୍ୟ, ସାମାଜିକ ବ୍ୟବସ୍ଥାରେ ଥିବା ଅଦୃଶ୍ୟ ଛିଦ୍ର, ଜାତିଆଣ ଭେଦଭାବ ଓ କୃଷକ ଆନ୍ଦୋଳନକୁ କଲମର ଶକ...
24/08/2026

ଭାରତୀୟ ସାମ୍ବାଦିକତା ଜଗତର ବିସ୍ମୟ, ଦାରିଦ୍ର‍୍ୟ, ସାମାଜିକ ବ୍ୟବସ୍ଥାରେ ଥିବା ଅଦୃଶ୍ୟ ଛିଦ୍ର, ଜାତିଆଣ ଭେଦଭାବ ଓ କୃଷକ ଆନ୍ଦୋଳନକୁ କଲମର ଶକ୍ତି ଯୋଗାଉଥିବା ଏବଂ ଗ୍ରାମୀଣ ଭାରତର ବାସ୍ତବ ଚିତ୍ରକୁ ସାମନାକୁ ଆଣୁଥିବା ଲେଖକ, ତଥା ରମନ ମାଗାସେସେ ପୁରସ୍କାର ବିଜେତା ଶ୍ରୀ ପାଲାଗୁମ୍ମି ସାଇନାଥଙ୍କ ଦୁଇଟି ପ୍ରସିଦ୍ଧ ପୁସ୍ତକ ଏବେ ଓଡ଼ିଆ ଭାଷାରେ...

ଏଇ ଅକ୍ଟୋବର ମାସରେ ଭୁବନେଶ୍ବର ଆସୁଛନ୍ତି ପି. ସାଇନାଥ
ଉନ୍ମୋଚିତ ହେବ ଦୁଇଟି ଯାକ ପୁସ୍ତକ
ଅକ୍ଟୋବର ୫, ୨୦୨୬ରେ ଆୟୋଜିତ ହେବ ଲେଖକଙ୍କ ସହ ସ୍ବତନ୍ତ୍ର ଭେଟାଭେଟି କାର୍ଯ୍ୟକ୍ରମ


#ପେନ୍‌‌ଇନ୍‌‌ବୁକ୍ସ
#ପ୍ରତିଘରପାଠାଗାର
fans

"ଘାଟମୁହାଁ ଡଙ୍ଗା" ଉପନ୍ୟାସ ପାଇଁ ଅକ୍ଷୟ ଉପନ୍ୟାସ ପୁରସ୍କାର ୨୦୨୬ପାଇବାକୁ ଯାଉଥିବାଡ. ଲଲାଟେନ୍ଦୁ ସାହୁଙ୍କୁ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଅଭ...
24/08/2026

"ଘାଟମୁହାଁ ଡଙ୍ଗା" ଉପନ୍ୟାସ ପାଇଁ
ଅକ୍ଷୟ ଉପନ୍ୟାସ ପୁରସ୍କାର ୨୦୨୬
ପାଇବାକୁ ଯାଉଥିବା
ଡ. ଲଲାଟେନ୍ଦୁ ସାହୁଙ୍କୁ
ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଅଭିନନ୍ଦନ

ପ୍ରକାଶକ ପକ୍ଷୀଘର ପ୍ରକାଶନୀ
ଓ ଏହାର ସଂସ୍ଥାପକ
ଶ୍ରୀ ବନୋଜ ତ୍ରିପାଠୀଙ୍କୁ ଶୁଭେଚ୍ଛା




Dr Pratibha Ray’s Fans and Followers

fans

20/08/2026
20/08/2026
20/08/2026

Address

M-6/51, Acharya Vihar
Bhubaneswar
751013

Opening Hours

Monday 11am - 7pm
Tuesday 11am - 7pm
Wednesday 11am - 7pm
Thursday 11am - 7pm
Friday 11am - 7pm
Saturday 11am - 7pm

Telephone

+916742540203

Alerts

Be the first to know and let us send you an email when PEN IN BOOKS posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to PEN IN BOOKS:

Shortcuts

Share

Category