11/07/2026
#ଟ୍ରମ୍ପଙ୍କୁ_ହାତ_ଲଗାଇଲେ_ଇରାନ_ହେବ_ଶେଷ !
ଇରାନକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭୟଙ୍କର ଚେତାବନୀ: ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କଲେ ଇରାନ ଉପରେ ଏକାଥରେ ହେବ ୧,୦୦୦ ମିସାଇଲ୍ ମାଡ଼। ଆମେରିକୀୟ ସେନାକୁ ଆକ୍ରମଣ ପାଇଁ ମିଳିଲା ନିର୍ଦ୍ଦେଶ; ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ବିଶ୍ୱ ତେଲ ବଜାରରେ ସୃଷ୍ଟି ହେଲାଣି ମହାସଙ୍କଟ