Tikinikhi Khabar

Tikinikhi Khabar Digital Web and Print Media Group
(1)

ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇନା ଓ ଧ୍ୱନି ର ମିଳିତ ଆନୁକୂଲ୍ୟରେ Dhwani ଦଶମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଏକ ଦୁଇ ଦିନିଆ କର୍ମଶାଳା ଅନୁ...
17/10/2025

ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇନା ଓ ଧ୍ୱନି ର ମିଳିତ ଆନୁକୂଲ୍ୟରେ Dhwani ଦଶମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଏକ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଖିରେ ନ୍ୟାସ୍ନାଲ୍ ଓ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ଫିଲ୍ମ ସହିତ ଆମ ରାଜ୍ୟର ମଧ୍ୟ ଅନେକ ଫିଲ୍ମ କୁ ସ୍କ୍ରିନିଂ କରାଯାଇଥିଲା। ଭିନ୍ନକ୍ଷମ ବ୍ୟକ୍ତିବିଶେଷ ଓ ଶିଶୁ ମାନଙ୍କ ଦକ୍ଷତା ଓ କ୍ଷମତା ଉପରେ ଆଧାରିତ ଏହି ଫିଲ୍ମ ଗୁଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି। ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ହିସାବରେ ଯୋଗଦେଇଥିଲେ ଯାଥା କସ୍ତୁରୀ ମହାପାତ୍ର, ଲେନିନ୍ ମହାନ୍ତି, ଜିତେନ୍ଦ୍ରବିଶ୍ଵାଳ, ସ୍ନେହାଶିଷ୍ ଦାସ, ମୃଣାଳ ଚାଟାର୍ଜୀ, ମଞ୍ଜୁ ବୋଡ଼ା, ପାର୍ଥସାରଥି ରାୟ, କୌଶିକ ମହାପାତ୍ର, ଉସଷି ମିଶ୍ର ଓ ଡଃ ଗାୟତ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ସହିତ ତାଙ୍କର ଉଜ୍ଜ୍ବଳ ଭିବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମ ର ଦ୍ଵିତୀୟ ଓ ଶେଷ ଦିନରେ ପୁରସ୍କାର ପ୍ରଦାନ କରଯାଇଥିଲା । khabar

12/10/2025

ସୁଧ ବେପାର ନିଶାରେ ଗୁଣ୍ଡାରାଜ କରୁଥିଲେ। ସ୍ତ୍ରୀ ଏବେ ଜେଲ୍ ରେ।

10/10/2025

ମୁ ମୁସଲମାନ, ଟୋପି ପିନ୍ଧିବି ତିଲକ୍ ବି ଲଗେଇବି।

ସ୍ଵାଭାବିକ୍ ହେଲା କଟକ ହିଂସା ପରିସ୍ଥିତି।  ଆଜି ସକାଳ ସାଢେ ଦଶଟା ପରଠାରୁ କର୍ଫ୍ୟୁ କଟକଣା ଉଠିଛି।  ହେଲେ ଇଣ୍ଟରନେଟ୍ ବ୍ୟବସ୍ଥା ଉପରେ ଯେଉଁ ...
07/10/2025

ସ୍ଵାଭାବିକ୍ ହେଲା କଟକ ହିଂସା ପରିସ୍ଥିତି। ଆଜି ସକାଳ ସାଢେ ଦଶଟା ପରଠାରୁ କର୍ଫ୍ୟୁ କଟକଣା ଉଠିଛି। ହେଲେ ଇଣ୍ଟରନେଟ୍ ବ୍ୟବସ୍ଥା ଉପରେ ଯେଉଁ ଅଙ୍କୁଶ ଲାଗିଥିଲା ତାହା ଜାରି ରହିଛି। ସୂଚନା ଥାଉକି ଗତ ଦୁର୍ଗା ପୂଜା ଭସାଣି ଚାଲିଥିବା ସମୟରେ ପଥର ବାଜି କରାଯାଇଥିଲା। ଯାହାଫଳରେ ଉତେଜନା ଓ ହିଂସା ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଥିଲା।

04/10/2025

ଧରା ପଡିଲା ସେଇ କାମୁକ ଟ୍ରକ୍ ଡ୍ରାଇଭର ।

ପ୍ରଚଳନ ହେଲା ନୁଆ ସହେ ଟଙ୍କିଆ କଏନ୍।  ବିଶ୍ଵ ହିନ୍ଦୁ ପରିଷଦ ର ସହେ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦିଲ୍ଲୀ ମୁଖ...
03/10/2025

ପ୍ରଚଳନ ହେଲା ନୁଆ ସହେ ଟଙ୍କିଆ କଏନ୍। ବିଶ୍ଵ ହିନ୍ଦୁ ପରିଷଦ ର ସହେ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କ କର କମଳରେ ଉନ୍ମୋଚନ ହୋଇଛି ଏକ ସହ ଟଙ୍କା ର ମୁଦ୍ରା ଓ ଡାକ ଟିକଟ।

02/10/2025

ନିର୍ବାଚନ ବେଳେ ପ୍ରତିଶ୍ରୁତି ସବୁ ପାଣି ଫୋଟକା ଭଳି।

19/09/2025

ରୋବଟ୍ କରିବ ଅସ୍ତ୍ରୋପଚାର। ଆଉ ରୋଗୀ ପାଇବେ ଶୀଘ୍ର ଉପଚାର।

13/09/2025

ସରକାର ପରିବର୍ତ୍ତନ ହେଲେ କିନ୍ତୁ ଆମ ପରିସ୍ଥିତି ବଦଳିଲା ନାହିଁ।

10/09/2025

BMC ର ମନମାନି ବିରୋଧରେ କର୍ପୋରେଟର ନିଜେ ଧାରଣା ଦେଲେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଙ୍କୁ ଚାପୁଡ଼ା ମାରି ଯୁବକ ଗିରଫ।  ଜନଶୁଣାଣି ସମୟରେ ଏଭଳି ଘଟଣା ଘଟିଛି।  ଯୁବକ ଜଣଙ୍କ ଜଣେ ପଶୁ ପ୍ରେମୀ...
20/08/2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଙ୍କୁ ଚାପୁଡ଼ା ମାରି ଯୁବକ ଗିରଫ। ଜନଶୁଣାଣି ସମୟରେ ଏଭଳି ଘଟଣା ଘଟିଛି। ଯୁବକ ଜଣଙ୍କ ଜଣେ ପଶୁ ପ୍ରେମୀ ବୋଲି ଜଣାପଡିଛି। ସୁପ୍ରିମକୋର୍ଟ ର କୁକୁର ମାନଙ୍କୁ ନେଇ ଯେଉଁ ରାୟ ପ୍ରକାଶ ପାଇଛି ସେଥିରେ ଉତ୍କ୍ଷିପ୍ତ ହୋଇ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

19/08/2025

ପ୍ରେମିକା କୁ ଗର୍ଭବତୀ କରାଇ ପ୍ରେମିକ ଫେରାର୍।

Address

Bhubaneswar
751003

Alerts

Be the first to know and let us send you an email when Tikinikhi Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Tikinikhi Khabar:

Share