Swadhikar

Swadhikar Swadhikar News with an evolution from print media to digital media extended its service in the year 2020 and launched its web channel www.swadhikar.in.

Since the beginning it has received excellent response from its views odisha political news, economic development news, current affairs

22/10/2025

ପୀତବାସ ପଣ୍ଡା ହତ୍ୟାକାଣ୍ଡ : ସେପ୍ଟେମ୍ବର ମାସରୁ ହୋଇଥିଲା ହତ୍ୟା ଯୋଜନା । ଘଟଣାରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ୍ ।

22/10/2025

ପାଇକା ନଦୀରେ ଗାଧୋଇବା ବେଳେ ଅଘଟଣ । ପ୍ରଖର ଜଳ ସ୍ରୋତରେ ଭାସି ଯାଇ ଜଣଙ୍କର ମୃତ୍ୟୁ

22/10/2025

ଯୁବ କୁଲୁତା ସମାଜର ନୁଆଖାଇ ଭେଟ ଘାଟ ଅନୁଷ୍ଠିତ

22/10/2025

ବିଜେପି କଂଗ୍ରେସ ଲଢ଼େଇ କରିବେ କିନ୍ତୁ ଆମେ ଜିତିବୁ : ପ୍ରଫୁଲ୍ଲ ସାମଲ, ବିଜେଡି ନେତା

22/10/2025

ତ୍ରୁଟିପୂର୍ଣ୍ଣ ଅସ୍ତ୍ର ପ୍ରଚାର ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ । ଡାକ୍ତର ଓ ନର୍ସିଂହୋମ ମାଲିକଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।

22/10/2025

ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ବିକ୍ରମ ପଣ୍ଡାଙ୍କ ସଂପୃକ୍ତି ନାହିଁ : ପ୍ରମିଳା ମଲ୍ଲିକ୍‌, ବିଜେଡି ବିଧାୟିକା

22/10/2025

ଏସ୍‌ପି ଭାବିଦେଇଛନ୍ତି ଯେ, ଇଏ ତା ସାଙ୍ଗ ସିଏ ତା ସାଙ୍ଗ ସିଏ ମଡ଼ର କରିଛି ମାନେ ଇଏ ବାନ୍ଧିଥିବ?

22/10/2025

ଏମିତି ହୋଇଥିଲା ବିଜେପି ନେତା ପୀତବାସ ପଣ୍ଡାଙ୍କ ମଡ଼ର ପ୍ଳାନ । ପୁରା ପ୍ଲାନ ବିଷୟରେ ପ୍ରେସମିଟ୍ରେ ସୂଚନା ଦେଲେ ବ୍ରହ୍ମପୁର ଏସ୍‌ପି

ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ । ପିତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ।
22/10/2025

ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ । ପିତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ।

22/10/2025

ସାମ୍ୱାଦିକ ନାମରେ ମିଥ୍ୟା ମାମଲା ରୁଜୁ କରାଯିବା ପ୍ରତିବାଦରେ ପୁରୀ ଏସପି ଙ୍କୁ ଭେଟିଲେ ପିପିଲି ମିଡ଼ିଆ ୟୁନିୟନ

22/10/2025

ପିପିଲି ରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡି ଯାଇଛି ବୋଲି ଅଭିଯୋଗ କରିଛି ବିଜେଡି।

22/10/2025

ପୃଥିବୀକୁ ଉତ୍ତପ୍ତ କରୁଛି ଇନ୍‌ହେଲର୍‌!

Address

Bhubaneswar

Alerts

Be the first to know and let us send you an email when Swadhikar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Swadhikar:

Share