Odisha News Live

Odisha News Live Odisha News Live/ONL is a registered Digital News Media.Which is maintained by qualified journalists. Minute to minute! You spell it !
(4)

ONL Editorial Team strictly follows PCI & MIB norms and guidelines. Official handle of Odisha's only independent media venture.
“Odisha News Live” , Join the media revolution ! Person to person, East to West & North to South
State & Politics, Economy, Business Education, Parliament, Crime, Science & Technology, Inventions & discoveries, Weather, Health, Sports, Entertainment, Society, Fashion and

Trends, Food & Tourism.
‘Odisha News live’ invites suggestions, comments and queries for this new wave from men & women, old & young, professionals & home makers. Your voice is our strength, your feedback is our motivation, and your support is our pride !

‘Odisha News Live’ is your own ‘Medium to stay connected with the latest NEWS & information, your need of the hour and your pulse of the heart. We hunt it…

Be a part of this media upheaval. Feel free to write # [email protected]

Team ONL

12/08/2026

⚫❗⚫ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜିର ପ୍ରାତଃ ପତିତପାବନ ଆଳତୀ ଦର୍ଶନ

#ଜଗନ୍ନାଥ

ONL Bureau 🔴 ପୁରୀ ଶ୍ରୀମନ୍ଦିର ସମ୍ବନ୍ଧିତ ସୂଚନା... ଆଜି ୧୨ ଅଗଷ୍ଟ, ୨୦୨୬ ବୁଧବାର ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀବିଗ୍...
12/08/2026

ONL Bureau 🔴 ପୁରୀ ଶ୍ରୀମନ୍ଦିର ସମ୍ବନ୍ଧିତ ସୂଚନା... ଆଜି ୧୨ ଅଗଷ୍ଟ, ୨୦୨୬ ବୁଧବାର ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ପବିତ୍ର ଚିତାଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୨ ଘଟିକା ଠାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି

🌼🌿 ଶିରିଡ଼ି ସାଇବାବା ମନ୍ଦିରରୁ ବାବାଙ୍କ ଆଜିର ମୁଖ  ଦର୍ଶନ🙏।। ଓମ୍ ସାଇନାଥ ।।
12/08/2026

🌼🌿 ଶିରିଡ଼ି ସାଇବାବା ମନ୍ଦିରରୁ ବାବାଙ୍କ ଆଜିର ମୁଖ ଦର୍ଶନ

🙏
।। ଓମ୍ ସାଇନାଥ ।।

🌿🌼 ଓଁ ଶ୍ରୀ ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗଙ୍କ ଆଜିର ଦିବ୍ୟ ଦର୍ଶନ (ଉଜ୍ଜୟନୀ)🙏।। ହର ହର ମହାଦେବ ।।     #महाकालेश्वर
12/08/2026

🌿🌼 ଓଁ ଶ୍ରୀ ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗଙ୍କ ଆଜିର ଦିବ୍ୟ ଦର୍ଶନ (ଉଜ୍ଜୟନୀ)

🙏
।। ହର ହର ମହାଦେବ ।।
#महाकालेश्वर

🌿🌼 ଜୟ ଗଣେଶ...ପବିତ୍ର ବୁଧବାରକୁ ପ୍ରଭୁ ବିଘ୍ନ ବିନାଶକ ଗଣେଶଙ୍କ ଦିନ ବୋଲି ମାନ୍ୟତା ରହିଛି । ଏହି ଦିନ ଗଣେଶଙ୍କ ପୂଜା କଲେ ଶୁଭ ଫଳ ମିଳିଥାଏ...
12/08/2026

🌿🌼 ଜୟ ଗଣେଶ...ପବିତ୍ର ବୁଧବାରକୁ ପ୍ରଭୁ ବିଘ୍ନ ବିନାଶକ ଗଣେଶଙ୍କ ଦିନ ବୋଲି ମାନ୍ୟତା ରହିଛି । ଏହି ଦିନ ଗଣେଶଙ୍କ ପୂଜା କଲେ ଶୁଭ ଫଳ ମିଳିଥାଏ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଜାତକରେ ବୁଧ ଗ୍ରହ ଦୁର୍ବଳ ଥାଆନ୍ତି ସେମାନେ ବୁଧବାର ଦିନ ଗଣେଶଙ୍କ ପୂଜା କଲେ ଭାଗ୍ୟରେ ପରିବର୍ତ୍ତନ ଆସେ ବୋଲି ବିଶ୍ବାସ ରହିଛି

🙏
।। ଜୟ ଗଣେଶ ।।

ONL Bureau 🔴 ଭୁବନେଶ୍ୱର, ୧୧ ଅଗଷ୍ଟ ୨୦୨୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅର୍ଥ ବିଭାଗର ସମୀକ୍ଷା କରିଛନ୍ତି। ରାଜସ୍ୱ...
11/08/2026

ONL Bureau 🔴 ଭୁବନେଶ୍ୱର, ୧୧ ଅଗଷ୍ଟ ୨୦୨୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅର୍ଥ ବିଭାଗର ସମୀକ୍ଷା କରିଛନ୍ତି। ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ସହିତ କାର୍ଯ୍ୟକ୍ରମ ଓ ପୁଞ୍ଜିବ୍ୟୟ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ଜୁଲାଇ ସୁଦ୍ଧା ରାଜ୍ୟର ମୋଟ ରାଜସ୍ୱ ଆଦାୟ ୬୧,୫୯୩ କୋଟି ଟଙ୍କା ହୋଇଛି, ଯାହା ଗତବର୍ଷର ସମାନ ସମୟ ତୁଳନାରେ ୭.୩% ଅଧିକ। ନିଜସ୍ୱ ରାଜସ୍ୱ ୧୧.୯%, ନିଜସ୍ୱ ଟିକସ ରାଜସ୍ୱ ୯.୩% ଏବଂ ଅଣଟିକସ ରାଜସ୍ୱ ୧୪.୮% ବୃଦ୍ଧି ପାଇଛି। ସେହିପରି କାର୍ଯ୍ୟକ୍ରମ ବ୍ୟୟରେ ୧୯.୧% ଏବଂ ପୁଞ୍ଜିବ୍ୟୟରେ ୨୦.୨% ବୃଦ୍ଧି ହୋଇଛି।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ବିନିଯୋଗ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜସ୍ୱ ଆଦାୟକୁ ଆହୁରି ସୁଦୃଢ଼ କରିବା ସହ କ୍ୟାପେକ୍ସ ଓ କାର୍ଯ୍ୟକ୍ରମ ବ୍ୟୟ ବଢ଼ାଇବା ପାଇଁ ବିଭାଗଗୁଡ଼ିକୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ONL Bureau 🔴 ଚାଷୀଙ୍କ ପାଇଁ ସାର ଦିଆଯାଉଛି, ଗଞ୍ଜେଇ ଚାଷ ପାଇଁ ନୁହେଁ। ଗଞ୍ଜେଇ ଚାଷ ପାଇଁ ଯେଉଁମାନେ ସାର ବିକ୍ରି କରୁଛନ୍ତି, ସେମାନଙ୍କ ବି...
11/08/2026

ONL Bureau 🔴 ଚାଷୀଙ୍କ ପାଇଁ ସାର ଦିଆଯାଉଛି, ଗଞ୍ଜେଇ ଚାଷ ପାଇଁ ନୁହେଁ। ଗଞ୍ଜେଇ ଚାଷ ପାଇଁ ଯେଉଁମାନେ ସାର ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ

ONL Bureau 🔴 ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତେଲକୋଇ ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଫକୀର ମୋହନ ନାଏକଙ୍...
11/08/2026

ONL Bureau 🔴 ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତେଲକୋଇ ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଫକୀର ମୋହନ ନାଏକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ଶ୍ରୀ ନାଏକଙ୍କ ସୁସ୍ଥ ଓ ନିରାମୟ ଜୀବନ, ସୁଖ, ସମୃଦ୍ଧି ଏବଂ ଦୀର୍ଘାୟୁ କାମନା କରିଛନ୍ତି

Address

Bhubaneswar

Alerts

Be the first to know and let us send you an email when Odisha News Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha News Live:

Shortcuts

Share