Dharitri Odia News

Call Directions Website Contact the business

Dharitri Odia News Dharitri — Odisha’s No.1 Trusted Odia Daily. Delivering credible news, insightful stories, and Odisha’s voice since 1974. 🗞️🌏

ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ         📲 Follow Dharitri – Odisha’s No.1 Odia Daily 📰✨
12/10/2026

ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ



📲 Follow Dharitri – Odisha’s No.1 Odia Daily 📰✨

12/10/2026

#ମଦମୁକ୍ତ_ଗାଁ_ପାଇଁ_ଅଣ୍ଟା_ଭିଡ଼ିଲେ_ଶତାଧିକ_ମହିଳା

ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ ପହଞ୍ଚିଛନ୍ତି ଗାଁର ମହିଳା ପୁରୁଷ।



📲 Follow Dharitri – Odisha’s No.1 Odia Daily 📰✨

12/10/2026

#କଲେଜରେ_ପ୍ରାର୍ଥୀଙ୍କ_ଜୋରଦାର_କ୍ୟାମ୍ପେନ

୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ। କଲେଜରେ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର କ୍ୟାମ୍ପେନ ଚାଲିଥିବାବେଳେ ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳରେ ମଧ୍ୟ ଚାଲିଛି କ୍ୟାମ୍ପେନ।


📲 Follow Dharitri – Odisha’s No.1 Odia Daily 📰✨

12/10/2026

#ଦୁର୍ଗା_ପୂଜା_ଅବସରରେ_କାର୍_ବାଜାରର_ସ୍ୱତନ୍ତ୍ର_ଅଫର୍

କାର ବଜାର ଦୁର୍ଗାପୂଜାରେ ନେଇଆସିଛି ଅକର୍ଷଣୀୟ ଅଫର । ଯଦି ପୂଜା ଅଫରରେ ନିଜର ଡ୍ରିମ୍ କାର ନେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ମିଳିବ ବିଭିନ୍ନ ଗିଫ୍ଟ ।



📲 Follow Dharitri – Odisha’s No.1 Odia Daily 📰✨

12/10/2026

#ଆନନ୍ଦପୁରକୁ_ରେଳପଥ_ସଂଯୋଗ_ଦାବିରେ_ତ୍ରିରଙ୍ଗା_ଯାତ୍ରା

କେନ୍ଦୁଝର ଆନନ୍ଦପୁରକୁ ରେଳପଥ ସଂଯୋଗ କରିବା ଦାବିରେ ମା’ ଧନେଇ ସେବା ସଂଘ ପକ୍ଷରୁ ସୋମବାର ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।



📲 Follow Dharitri – Odisha’s No.1 Odia Daily 📰✨

12/10/2026

#ବଲାଙ୍ଗୀର_ଅଘରିଆ_ସମାଜର_ନୂଆଁଖାଇ_ଭେଟଘାଟ

ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ 'ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି । ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସମାଜର ହଜାର ହଜାର ପରିବାର ଯୋଗଦେଇଥିଲେ।



📲 Follow Dharitri – Odisha’s No.1 Odia Daily 📰✨

-ଥାଇଲାଣ୍ଡ ଉପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ସମ୍ଭାବନା-୧୩ ତାରିଖରେ ଦକ୍ଷ...
12/10/2026

-ଥାଇଲାଣ୍ଡ ଉପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ସମ୍ଭାବନା
-୧୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟଜନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ
-ଓଡ଼ିଶାକୁ ବାତ୍ୟା ଭୟ ନାହିଁ: ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ
-ସମ୍ଭାବ୍ୟ ଲଘୁଚାପ ପାଇଁ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ



📲 Follow Dharitri – Odisha’s No.1 Odia Daily 📰✨

ଦୋମୁହାଁ ଟ୍ରମ୍ପ      📲 Follow Dharitri – Odisha’s No.1 Odia Daily 📰✨
12/10/2026

ଦୋମୁହାଁ ଟ୍ରମ୍ପ



📲 Follow Dharitri – Odisha’s No.1 Odia Daily 📰✨

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅ...

ସୁପ୍ରଭାତ! ଆଜିର ଧରିତ୍ରୀ (ତା- ୧୨.ଅକ୍ଟୋବର. ୨୦୨୬)ଅଧିକ ଖବର ପାଇଁ ଲଗ ଅନ କରନ୍ତୁ https://dharitriepaper.in       #ଧରିତ୍ରୀ📲 Follow...
12/10/2026

ସୁପ୍ରଭାତ! ଆଜିର ଧରିତ୍ରୀ (ତା- ୧୨.ଅକ୍ଟୋବର. ୨୦୨୬)

ଅଧିକ ଖବର ପାଇଁ ଲଗ ଅନ କରନ୍ତୁ https://dharitriepaper.in

#ଧରିତ୍ରୀ

📲 Follow Dharitri – Odisha’s No.1 Odia Daily 📰✨

11/10/2026

#ବିପର୍ଯ୍ୟସ୍ତ_ହୋଇପଡ଼ିଛି_ପୁରୀ_ବ୍ଲୁ_ଫ୍ଲାଗ_ବିଚ୍

ଆନ୍ତର୍ଜାତୀୟ ମାନ୍ୟତା ପାଇଥିବା ପୁରୀ ବ୍ଲୁ ଫ୍ଲାଗ ବିଚରେ ରକ୍ଷଣାବକ୍ଷଣ ଅଭାବ। ପରିଚାଳନା ଗତ ତ୍ରୁଟି ସହ ଜଙ୍ଗଲ ଓ ପରିବେଶ ବିଭାଗର ଅପାରଗତା ଯୋଗୁ ବ୍ଲୁ ଫ୍ଲାଗ ବିଚ୍ ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି।



📲 Follow Dharitri – Odisha’s No.1 Odia Daily 📰✨

Address

B-15, Rasulgarh Industrial Estate
Bhubaneswar
751010

Alerts

Be the first to know and let us send you an email when Dharitri Odia News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Dharitri Odia News:

Shortcuts

Share